ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ କାଂସ୍ୟ ପଦକ ବିଜେତା ଭାରୋତ୍ତନକାରୀ ପି. ଗୁରୁରାଜାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

July 30th, 07:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ କାଂସ୍ୟ ପଦକ ବିଜେତା ଭାରୋତ୍ତଳକ ପି. ଗୁରୁରାଜାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।