ନ୍ୟୁ ଅର୍ଲିନ୍ସରେ ହୋଇଥିବା ଭୀରୁତାପୂର୍ଣ୍ଣ ଆତଙ୍କବାଦୀ ଆକ୍ରମଣକୁ କଠୋର ଶବ୍ଦରେ ନିନ୍ଦା କରୁଛୁ: ପ୍ରଧାନମନ୍ତ୍ରୀ

January 02nd, 06:25 pm

ନ୍ୟୁ ଅର୍ଲିନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଭୀରୁତାପୂର୍ଣ୍ଣ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଆଜି ତାହାକୁ କଠୋର ଶବ୍ଦରେ ନିନ୍ଦା କରିଛନ୍ତି ।