List of Highest National Honours and Global Awards Conferred on PM Narendra Modi
December 18th, 04:30 pm
Prime Minister Narendra Modi has been conferred highest civilian honours by several nations. These recognitions are a reflection of PM Modi’s leadership and vision which has strengthened India’s emergence on the global stage. It also reflects India’s growing ties with countries around the world.ସମ୍ମାନର ବିଶ୍ୱ ଭ୍ରମଣ : ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନ ଜଣାଇଲେ ଏହି 29ଟି ଦେଶ- ଜାଣନ୍ତୁ କାହିଁକି !
July 07th, 04:59 pm
କୁଏତ, ଫ୍ରାନ୍ସ, ପାପୁଆ ନ୍ୟୁଗିନି ଏବଂ ଅନ୍ୟ ଦୁଇ ଡଜନରୁ ଅଧିକ ଦେଶର ନେତାମାନେ ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ସେମାନଙ୍କର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରନ୍ତି, ସେତେବେଳେ ଏହା କୂଟନୈତିକ ସୌଜନ୍ୟ ଅପେକ୍ଷା ଅଧିକ ପ୍ରତିଫଳିତ ହୋଇଥାଏ । ଏହା ଏକ ରାଷ୍ଟ୍ରର ବଢୁଥିବା ପ୍ରଭାବ, ମୂଲ୍ୟବୋଧ ଏବଂ ନେତୃତ୍ୱର ବିଶ୍ୱସ୍ତରୀୟ ସ୍ୱୀକୃତିକୁ ସୂଚିତ କରେ ।