List of Outcomes: Official visit of the Prime Minister to Malaysia

February 08th, 11:05 am

The state visit of PM Modi to Malaysia resulted in several key MoUs and agreements covering disaster management, combating corruption, UN peacekeeping, semiconductors, insurance, education, security, health and medicine. An MoU for the Audio-Visual Co-production Agreement was signed and the report of the 10th Malaysia–India CEO Forum was also presented.

ଅଷ୍ଟ୍ରେଲିଆର ସିଡନୀ ଠାରେ ସାମୁଦାୟିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

May 23rd, 08:54 pm

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏବଂ ମୋର ପ୍ରିୟ ମିତ୍ର, ମହାମହିମ, ଆନ୍ଥୋନୀ ଆଲବାନିସ, ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ, ମହାମହିମ ସ୍କଟ୍ ମାରିସନ, ନିଉ ସାଉଥ୍ ୱେଲ୍ସର ପ୍ରିମିୟର କ୍ରିସ୍ ମିନ୍ସ, ବୈଦେଶିକ ମନ୍ତ୍ରୀ ପେନୀ ବୋଂଗ, ସଞ୍ଚାର ମନ୍ତ୍ରୀ ମିଶେଲ ରୋଲେଣ୍ଡ, ଶକ୍ତି ମନ୍ତ୍ରୀ କ୍ରିସ୍ ବୋବେନ, ବିରୋଧୀ ଦଳ ନେତା ପିଟର ଡଟନ, ସହଯୋଗୀ ବୈଦେଶିକ ମନ୍ତ୍ରୀ ଟିମ୍ ୱାଟ୍ସ, ନିଉ ସାଉଥ୍ ୱେଲ୍ସର ସମସ୍ତ ଆଦରଣୀୟ ସଦସ୍ୟ, ପେରାମାଟାର ସଂସଦ ସଦସ୍ୟ ଡକ୍ଟର ଏଣ୍ଡୟୁ ଚାର୍ଲଟନ, ଏଠାରେ ଉପସ୍ଥିତ ଅଷ୍ଟ୍ରେଲିଆର ସମସ୍ତ ସାଂସଦ ସଦସ୍ୟ, ମେୟର, ଡେପୁଟି ମେୟର, କାଉନସିଲର୍ସ ଏବଂ ଅଷ୍ଟ୍ରେଲିଆରେ ରହୁଥିବା ପ୍ରବାସୀ ଭାରତୀୟ, ଯେଉଁମାନେ ଆଜି ଏତେ ବିଶାଳ ସଂଖ୍ୟାରେ ଉପସ୍ଥିତ ଅଛନ୍ତି, ଆପଣ ସମସ୍ତଙ୍କୁ ମୋର ନମସ୍କାର!

ଅଷ୍ଟ୍ରେଲିଆର ସିଡନୀରେ ପ୍ରବାସୀ ଭାରତୀୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

May 23rd, 01:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ମହାମହିମ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସଙ୍କ ସହ ସିଡନୀର କୁଡୋସ ବ୍ୟାଙ୍କ ଅଞ୍ଚଳରେ ୨୩ ମେ’୨୦୨୩ ଦିନ ଏକ ବିଶାଳ ଭାରତୀୟ ଗୋଷ୍ଠୀର ସଦସ୍ୟଙ୍କୁ ଉଦବୋଧନ ଦେବା ସହ ମତ ବିନିମୟ କରିଛନ୍ତି ।

ଦିଲ୍ଲୀରେ ବିଶ୍ୱ ବୁଦ୍ଧ ମହାସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଉଦବୋଧନ

April 20th, 10:45 am

କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଶ୍ରୀମାନ କିରଣ ରିଜୀଜୁ ମହାଶୟ, ଜି. କିଶନ ରେଡ୍ଡୀ ମହାଶୟ, ଅର୍ଜୁନ ରାମ ମେଘୱାଲ ମହାଶୟ, ମୀନାକ୍ଷୀ ଲେଖି ମହାଶୟା, ଅନ୍ତରାଷ୍ଟ୍ରୀୟ ବୁଦ୍ଧ ମହାସଂଘର ମହାସଚିବ, ଦେଶ- ବିଦେଶରୁ ଏଠାକୁ ଆସିଥିବା ଏବଂ ଆମ ସହିତ ସାମିଲ ହୋଇଥିବା ସମସ୍ତ ପୂଜ୍ୟ ଭିକ୍ଷୁ ଗଣ, ଅନ୍ୟ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ!

ନୂଆଦିଲ୍ଲୀ ଠାରେ ବିଶ୍ୱ ବୌଦ୍ଧ ଶିଖର ସମ୍ମିଳନୀ ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ “ବୁଦ୍ଧ ଚେତନା ଚିରନ୍ତନ”

April 20th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୦-୦୪-୨୦୨୩) ନୂଆଦିଲ୍ଲୀର ଅଶୋକ ହୋଟେଲ ଠାରେ ଆୟୋଜିତ ବୈଶ୍ୱିକ ବୌଦ୍ଧ ଶିଖର ସମ୍ମିଳନୀର ଉଦଘାଟନୀ ସମାରୋହରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ସେଠାରେ ଆୟୋଜିତ ଫଟୋ ପ୍ରଦର୍ଶନୀ ବୁଲି ଦେଖିବା ସହ ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେ ମଧ୍ୟ ୧୯ ଜଣ ପ୍ରସିଦ୍ଧ ସାଧୁଙ୍କୁ ସାଧୁ ପୋଷାକ ପ୍ରଦାନ କରିଥିଲେ ।

ତୁର୍କୀ ଏବଂ ସିରିଆରେ ‘ଅପରେସନ୍ ଦୋସ୍ତ’ରେ ସାମିଲ ହୋଇଥିବା ଏନଡିଆରଏଫ କର୍ମଚାରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

February 20th, 06:20 pm

ଆପଣମାନେ ମାନବତା ମାଇଁ ଏକ ବହୁତ ବଡ଼ କାର୍ଯ୍ୟ କରି ଫେରି ଆସିଛନ୍ତି । ଅପରେସନ୍ ଦୋସ୍ତ ସହିତ ଜଡ଼ିତ ସମଗ୍ର ଟିମ୍‌, ଏନଡିଆରଏଫ ହୁଅନ୍ତୁ, ସେନା ହୁଅନ୍ତୁ, ବାୟୁସେନା ହୁଅନ୍ତୁ କିମ୍ବା ଆମର ଅନ୍ୟାନ୍ୟ ସେବାଗୁଡ଼ିକରେ ରହିଥିବା ସାଥୀ ହୁଅନ୍ତୁ, ସମସ୍ତେ ବହୁତ ହିଁ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ଆଉ ଏପରିକି ଆମର କଥା କହି ପାରୁ ନଥିବା ମୁକ ବନ୍ଧୁ ମାନଙ୍କୁ, ଡଗ୍ ସ୍କ୍ୱାଡ଼ର ସଦସ୍ୟମାନେ ମଧ୍ୟ ଅଦ୍ଭୁତ କ୍ଷମତାର ପ୍ରଦର୍ଶନ କରିଛନ୍ତି । ଆପଣ ସମସ୍ତଙ୍କୁ ନେଇ ଦେଶକୁ ବହୁତ ଗର୍ବ ଅନୁଭବ କରୁଛି ।

ତୁର୍କୀ ଏବଂ ସିରିଆରେ "ଅପରେସନ ଦୋସ୍ତ” ସହିତ ଜଡିତ ଏନ୍‍ଡିଆରଏଫ୍‍ କର୍ମଚାରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

February 20th, 06:00 pm

ପ୍ରଧାନମନ୍ତ୍ରୀ ଭୂକମ୍ପ ପ୍ରଭାବିତ ତୁର୍କୀ ଏବଂ ସିରିଆରେ ଅପରେସନ ଦୋସ୍ତ” ସହିତ ଜଡିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ।

ତୁର୍କୀବାସୀଙ୍କ ସହ ଦୃଢ ଭାବେ ଛିଡା ହୋଇଛି ଭାରତ: ପ୍ରଧାନମନ୍ତ୍ରୀ

February 10th, 08:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ‘ଅପରେସନ ଦୋସ୍ତ’ ଅନ୍ତର୍ଗତ ଭାରତ ଅଧିକରୁ ଅଧିକ ଲୋକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିବ ।