Text of PM’s remarks during India-Canada CEO Forum
March 02nd, 02:30 pm
Text of PM’s remarks during India-Canada CEO Forumସନାତନ ମନ୍ଦିର ସାଂସ୍କୃତିକ କେନ୍ଦ୍ର କାନାଡା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ
May 02nd, 08:33 am
ଆପଣ ସମସ୍ତଙ୍କୁ ଆଜାଦୀ କା ଅମୃତ ମହୋତ୍ସବ ଓ ଗୁଜରାଟ ଦିବସର ଶୁଭକାମନା । କାନାଡାରେ ଭାରତୀୟ ସଂସ୍କତି ଓ ମୂଲ୍ୟବୋଧ ଉଦଜୀବିତ ରଖିବାରେ ଓଣ୍ଟାରିଓ ସ୍ଥିତ ସନାତନ ମନ୍ଦିର ସାଂସ୍କୃତିକ କେନ୍ଦ୍ରର ଭୂମିକା ସମ୍ପର୍କରେ ଆପଣମାନେ ସମସ୍ତେ ଅବଗତ ଅଛନ୍ତି । ମୋ କାନାଡା ପରିଦର୍ଶନ କାଳରେ ମୁଁ ଏହା ଅଙ୍ଗେ ନିଭାଇଛି ଓ ଆପଣମାନେ ଏଥିରେ କିପରି ସଫଳ ହୋଇ ନିଜର ସଫଳତାର ଛାପ ଛାଡ଼ିଛନ୍ତି ତାହା ମଧ୍ୟ ଦେଖିଛି । ୨୦୧୫ ମସିହାର କାନାଡାର ଭାରତୀୟ ବଂଶୋଦ୍ଭବମାନେ ଯେଉଁ ସ୍ନେହ ଓ ପ୍ରେମ ଦେଇଥିଲେ ସେଭଳି ସ୍ମରଣୀୟ ଘଟଣା କେହିବି ଭୂଲିପାରିବେ ନାହିଁ । ମୁଁ ସନାତନ ମନ୍ଦିର ସାଂସ୍କୃତିକ କେନ୍ଦ୍ର ଓ ଏଥିସହ ସଂଶ୍ଳିଷ୍ଟ ଓ ଏହି ଅଭିନବ ଉଦ୍ୟମରେ ସାମିଲ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ସନାତନ ମନ୍ଦିରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏହି ପ୍ରତିମୂର୍ତ୍ତି କେବଳ ସାଂସ୍କୃତିକ ମୂଲ୍ୟବୋଧକୁ ସୁଦୃଢ଼ କରିବ ନାହିଁ, ଏବଂ ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଏକ ପ୍ରତୀକ ହୋଇରହିବ ।କାନାଡ଼ାର ଓଣ୍ଟାରିଓସ୍ଥିତ ସନାତନ ମନ୍ଦିର ସାଂସ୍କୃତିକ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
May 01st, 09:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଙ୍ଗ ଜରିଆରେ କାନାଡ଼ାର ଓଣ୍ଟାରିଓ ଅନ୍ତର୍ଗତ ମାର୍ଖମସ୍ଥିତ ସନାତନ ମନ୍ଦିର ସାଂସ୍କୃତିକ କେନ୍ଦ୍ର (ଏସଏମସିସି)ରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିର ଶୁଭ ଉଦଘାଟନ ଅବସରରେ ଉଦବୋଧନ ଦେଇଛନ୍ତି ।