Shri Ram Nath Kovind’s autobiography will become a treasure for Indian democracy and Indian society: PM Modi
August 12th, 09:45 am
During the release of former President Shri Ram Nath Kovind Ji’s biography, Triumph of the Indian Republic: My Life, My Struggles, PM Modi lauded his contribution to society and the nation. Urging everyone to read the book in full, PM Modi noted that through his conduct, Shri Kovind presented before the world a picture of India’s values and traditions that every Indian can be proud of. He concluded by cautioning the youth against shortcuts in life, saying, “Shortcut will cut you short.”ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 12th, 09:30 am
ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ଟ୍ରାୟମ୍ଫ ଅଫ୍ ଦି ଇଣ୍ଡିଆନ୍ ରିପବ୍ଲିକ୍: ମାଇଁ ଲାଇଫ୍, ମାଇଁ ଷ୍ଟ୍ରଗଲ୍ସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଆମକୁ ଶ୍ରୀ ରାମନାଥ କୋବିନ୍ଦ ଜୀଙ୍କ ଆତ୍ମଜୀବନୀ ଉନ୍ମୋଚନ କରିବାର ସୁଯୋଗ ମିଳିଛି ଏବଂ ମୁଁ ଏହି କାର୍ଯ୍ୟକ୍ରମର ଏକ ଅଂଶବିଶେଷ ହୋଇପାରିଥିବାରୁ ଅତ୍ୟନ୍ତ ଖୁସି।”ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
April 18th, 08:45 pm
ଗତକାଲି, ଦେଶର ଲକ୍ଷ ଲକ୍ଷ ମହିଳାଙ୍କ ନଜର ସଂସଦ ଉପରେ ରହିଥିଲା। ଦେଶର ନାରୀ ଶକ୍ତି ଦେଖୁଥିଲା। ମୁଁ ଏହା ଦେଖି ମଧ୍ୟ ବହୁତ ଦୁଃଖିତ ହୋଇଥିଲି ଯେ ଯେତେବେଳେ ଏହି ମହିଳା କଲ୍ୟାଣ ପ୍ରସ୍ତାବ ପରାଜିତ ହେଲା, କଂଗ୍ରେସ, ଡିଏମକେ, ଟିଏମସି ଏବଂ ଏସପି ଭଳି ପରିବାରବାଦୀ ଦଳ ଆନନ୍ଦରେ ତାଳି ବଜାଇଥିଲେ। ଏହି ଲୋକମାନେ ଟେବୁଲ ବାଡ଼ାଉଥିଲେ, ମହିଳାମାନଙ୍କ ଠାରୁ ସେମାନଙ୍କ ଅଧିକାର ଛଡ଼ାଇ ନେଇଥିଲେ। ସେମାନେ ଯାହା କରିଥିଲେ ତାହା କେବଳ ଟେବୁଲ ବାଡ଼େଇବା ନଥିଲା; ଏହା ମହିଳାଙ୍କ ଆତ୍ମସମ୍ମାନ ଏବଂ ସ୍ୱାଭିମାନ ଉପରେ ଆଘାତ ଥିଲା। ମହିଳାମାନେ ସବୁକିଛି ଭୁଲିଗଲେ ମଧ୍ୟ, ସେମାନେ ନିଜର ଅପମାନକୁ କେବେ ଭୁଲନ୍ତି ନାହିଁ । ତେଣୁ, ସଂସଦରେ କଂଗ୍ରେସ ଏବଂ ଏହାର ସହଯୋଗୀଙ୍କ ଆଚରଣର ଯନ୍ତ୍ରଣା ସର୍ବଦା ପ୍ରତ୍ୟେକ ମହିଳାଙ୍କ ହୃଦୟରେ ରହିବ। ଯେତେବେଳେ ସାରା ଦେଶର ମହିଳାମାନେ ଏହି ନେତାମାନଙ୍କୁ ସେମାନଙ୍କ ନିର୍ବାଚନମଣ୍ଡଳୀରେ ଦେଖିବେ, ସେମାନେ ମନେ ରଖିବେ ଯେ ଏହି ଲୋକମାନେ, ଏମାନେ ହିଁ, ସଂସଦରେ ମହିଳା ସଂରକ୍ଷଣକୁ ବନ୍ଦ କରିବାର ଉତ୍ସବ ପାଳନ କରିଥିଲେ ଏବଂ ଖୁସି ହୋଇଥିଲେ। ଗତକାଲି ସଂସଦରେ ନାରୀ ଶକ୍ତି ବନ୍ଦନ ସଂଶୋଧନକୁ ବିରୋଧ କରୁଥିବା ଦଳଗୁଡ଼ିକୁ, ମୁଁ ସ୍ପଷ୍ଟ ଭାବରେ କହିବି: ଏ ଲୋକମାନେ ନାରୀଶକ୍ତିକୁ ହାଲୁକା ଭାବରେ ନେଉଛନ୍ତି। ସେମାନେ ଭୁଲି ଯାଉଛନ୍ତି ଯେ ଏକବିଂଶ ଶତାବ୍ଦୀର ମହିଳାମାନେ ଦେଶର ପ୍ରତ୍ୟେକ ଘଟଣା ଉପରେ ନଜର ରଖନ୍ତି। ମହିଳାମାନେ ଏମାନଙ୍କର ଉଦ୍ଦେଶ୍ୟ ବୁଝନ୍ତି ଏବଂ ସତ୍ୟକୁ ଭଲ ଭାବରେ ଜାଣନ୍ତି। ତେଣୁ, ମହିଳା ସଂରକ୍ଷଣକୁ ବିରୋଧ କରି ବିରୋଧୀମାନେ କରିଥିବା ପାପ ପାଇଁ ନିଶ୍ଚିତ ଭାବରେ ଦଣ୍ଡିତ ହେବେ। ଏହି ଦଳଗୁଡ଼ିକ ସମ୍ବିଧାନ ପ୍ରଣେତାଙ୍କ ଭାବନାକୁ ମଧ୍ୟ ଅପମାନ କରିଛନ୍ତି ଏବଂ ସେମାନେ ଜନସାଧାରଣଙ୍କ ଦଣ୍ଡରୁ ରକ୍ଷା ପାଇବେ ନାହିଁ ।ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
April 18th, 08:30 pm
ଭାରତର ମା', ଭଉଣୀ ଏବଂ ଝିଅମାନଙ୍କ ସହ ଜଡ଼ିତ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହିଳାମାନଙ୍କ ପ୍ରଗତି ଅଟକିଯିବା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ସର୍ବୋତ୍ତମ ଏବଂ ନିଷ୍ଠାପର ପ୍ରୟାସ ସତ୍ତ୍ୱେ, ‘ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂଶୋଧନ’ ସଂଶୋଧନ ଗୃହୀତ ହୋଇପାରିଲା ନାହିଁ, ଯାହା ଫଳରେ ମହିଳାମାନଙ୍କ ଏକ ସ୍ୱପ୍ନ ଭାଙ୍ଗିଗଲା।, ଏହି ଦୁର୍ଭାଗ୍ୟଜନକ ଫଳାଫଳ ପାଇଁ ମୁଁ ଦେଶର ସମସ୍ତ ମା' ଏବଂ ଭଉଣୀମାନଙ୍କୁ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛିଶ୍ରୀ ମୋଦୀ କହିଥିଲେ।ଆଜି ବିଜେପି ସୁଶାସନ ଏବଂ ଶେଷ ମାଇଲ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଠିଆ ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ
April 06th, 12:30 pm
ପ୍ରଧାନମନ୍ତ୍ରୀ ମୋଦୀ ଦଳର ସ୍ଥାପନା ଦିବସରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କଲେ, ପିଢ଼ି ପରେ ପିଢ଼ିର କର୍ମୀମାନଙ୍କୁ ଏବଂ ସେମାନଙ୍କ ସମର୍ପଣ, ତ୍ୟାଗ ଏବଂ ଅଟଳ ପ୍ରତିବଦ୍ଧତାକୁ ଶ୍ରଦ୍ଧାଞ୍ଜଳି ଦେଲେ। ସେ ପ୍ରାରମ୍ଭିକ ବର୍ଷଗୁଡ଼ିକୁ ମନେ ପକାଇ କହିଲେ ,ଯେତେବେଳେ ବିଜେପି ପାଖରେ ନା ଶକ୍ତି ଥିଲା ନା ସମ୍ବଳ, ଏବଂ କାର୍ଯ୍ୟକର୍ତ୍ତାମାନେ ଲୋକଙ୍କ ସହିତ ସଂଯୋଗ ସ୍ଥାପନ ପାଇଁ ଅକ୍ଲାନ୍ତ ଯାତ୍ରା କରିଥିଲେ। ସେ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପ୍ରତି ସେମାନଙ୍କର ବିଶ୍ୱାସକୁ ପୁନରାବୃତ୍ତି କଲେ, ଯାହା ସେମାନଙ୍କୁ ଜରୁରୀକାଳୀନ ପରିସ୍ଥିତି, ରାଜନୈତିକ ବିଚ୍ଛିନ୍ନତା ଏବଂ ହିଂସା ଭଳି ଚ୍ୟାଲେଞ୍ଜ ସତ୍ତ୍ୱେ ଆଗକୁ ବଢ଼ୁଥିଲା।ବିଜେପି ସ୍ଥାପନା ଦିବସରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ
April 06th, 12:00 pm
ପ୍ରଧାନମନ୍ତ୍ରୀ ମୋଦୀ ଦଳର ସ୍ଥାପନା ଦିବସରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କଲେ, ପିଢ଼ି ପରେ ପିଢ଼ିର କର୍ମୀମାନଙ୍କୁ ଏବଂ ସେମାନଙ୍କ ସମର୍ପଣ, ତ୍ୟାଗ ଏବଂ ଅଟଳ ପ୍ରତିବଦ୍ଧତାକୁ ଶ୍ରଦ୍ଧାଞ୍ଜଳି ଦେଲେ। ସେ ପ୍ରାରମ୍ଭିକ ବର୍ଷଗୁଡ଼ିକୁ ମନେ ପକାଇ କହିଲେ ,ଯେତେବେଳେ ବିଜେପି ପାଖରେ ନା ଶକ୍ତି ଥିଲା ନା ସମ୍ବଳ, ଏବଂ କାର୍ଯ୍ୟକର୍ତ୍ତାମାନେ ଲୋକଙ୍କ ସହିତ ସଂଯୋଗ ସ୍ଥାପନ ପାଇଁ ଅକ୍ଲାନ୍ତ ଯାତ୍ରା କରିଥିଲେ। ସେ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପ୍ରତି ସେମାନଙ୍କର ବିଶ୍ୱାସକୁ ପୁନରାବୃତ୍ତି କଲେ, ଯାହା ସେମାନଙ୍କୁ ଜରୁରୀକାଳୀନ ପରିସ୍ଥିତି, ରାଜନୈତିକ ବିଚ୍ଛିନ୍ନତା ଏବଂ ହିଂସା ଭଳି ଚ୍ୟାଲେଞ୍ଜ ସତ୍ତ୍ୱେ ଆଗକୁ ବଢ଼ୁଥିଲା।India's youth are a force for global good: PM Modi at NCC Rally
January 27th, 05:00 pm
PM Modi addressed the NCC Rally in Delhi. The Prime Minister remarked that the youth of India will determine the development of the country and the world in the 21st century. He emphasised, “Indian youth are not only contributing to India's development but are also a force for global good.”ବାର୍ଷିକ ଏନସିସି ପିଏମ ରାଲିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
January 27th, 04:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର କାରିଅପ୍ପା ପ୍ୟାରେଡ୍ ଗ୍ରାଉଣ୍ଡରେ ଜାତୀୟ କ୍ୟାଡେଟ କର୍ପସ୍ (ଏନସିସି) ପିଏମ୍ ଶୋଭାଯାତ୍ରାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ କ୍ୟାଡେଟ୍ଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଥିଲେ । ଏହା ସହ ସେ ଶ୍ରେଷ୍ଠ କ୍ୟାଡେଟ୍ ପୁରସ୍କାର ପ୍ରଦାନ କରିଥିଲେ। ଏନସିସି ଦିବସ ଅବସରରେ ଉପସ୍ଥିତ ଜନତାଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ଏହି ଉତ୍ସବରେ ଯୋଗ ଦେଇଥିବା ୧୮ ଦେଶର ପ୍ରାୟ ୧୫୦ କ୍ୟାଡେଟ୍ ସ୍ୱାଗତ କରିଥିଲେ । ମେରା ଯୁବ ଭାରତ ପୋର୍ଟାଲ ମାଧ୍ୟମରେ ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗ ଦେଇଥିବା ସମଗ୍ର ଭାରତର ଯୁବକମାନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ ।