ତାମିଲ କବି ସୁବ୍ରମଣ୍ୟମ ଭାରତୀଙ୍କ ସମ୍ପୂର୍ଣ୍ଣ ରଚନା ଗୁଡିକର ସଂକଳନ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 11th, 02:00 pm
କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଜୀ, ରାଓ ଇନ୍ଦ୍ରଜିତ୍ ସିଂ, ଏଲ୍ ମୁରୁଗାନ୍ ଜୀ ଏବଂ ଏହି କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ସାହିତ୍ୟ ସେଭି, ସିନି ବିଶ୍ୱନାଥନ ଜୀ, ପ୍ରକାଶକ ଭି ଶ୍ରୀନିବାସନ ଜୀ ଏବଂ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଭଦ୍ର..... ମହିଳା ଏବଂ ଭଦ୍ର ମାନେ।PM Modi releases compendium of complete works of great Tamil poet Subramania Bharati
December 11th, 01:30 pm
PM Modi released the compendium of complete works of great Tamil poet and freedom fighter Subramania Bharati at 7, Lok Kalyan Marg. The Prime Minister lauded the extraordinary, unprecedented and tireless work of six decades for the compilation of 'Kaala Varisaiyil Bharathiyar Padaippugal' in 21 volumes. He added that the hard work of Seeni Vishwanathan ji was such a penance, which will benefit many generations to come.ଆଚାର୍ଯ୍ୟ ଶ୍ରୀ ଏସ୍. ଏନ୍ . ଗୋଏଙ୍କାଙ୍କ ୧୦୦ତମ ଜୟନ୍ତୀ ପାଳନର ସମାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
February 04th, 03:00 pm
ଆଚାର୍ଯ୍ୟ ଶ୍ରୀ ଏସ୍.ଏନ୍. ଗୋଏଙ୍କାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଏହି ଉତ୍ସବ ଏକ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ 'ଆଜାଦି କା ଅମୃତ ମହୋତ୍ସବ' ପାଳନ କରିବା ସମୟରେ କଲ୍ୟାଣମିତ୍ର ଗୋଏଙ୍କାଜୀଙ୍କ ନୀତିକୁ ଦେଶ ସ୍ମରଣ କରିଥିଲା। ଆଜି ତାଙ୍କ ଶତବାର୍ଷିକୀ ଉତ୍ସବ ଶେଷ ହେବାକୁ ଯାଉଥିବା ବେଳେ ଦେଶ ଏକ ବିକଶିତ ଭାରତର ଉପଲବ୍ଧି ଦିଗରେ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ଏହି ଯାତ୍ରାରେ, ଆମେ ଏସ.ଏନ. ଗୋଏଙ୍କା ଜୀଙ୍କ ଚିନ୍ତାଧାରା ଏବଂ ସମାଜ ପ୍ରତି ତାଙ୍କର ପ୍ରତିବଦ୍ଧତାରୁ ପ୍ରାପ୍ତ ଶିକ୍ଷାକୁ ପ୍ରୟୋଗ କରିପାରିବା | ଗୁରୁଜୀ ପ୍ରାୟତଃ ଭଗବାନ ବୁଦ୍ଧଙ୍କ ମନ୍ତ୍ର- ସମଗ୍ଗା-ନମ ତପୋସୁଖୋକୁ ଦୋହରାଇଥାନ୍ତି, ଯେଉଁଠି ଲୋକମାନେ ଏକାଠି ଧ୍ୟାନ କଲେ ପ୍ରାପ୍ତ ହେଉଥିବା ଶକ୍ତିଶାଳୀ ଫଳାଫଳକୁ ସୂଚାଇଥାଏ । ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବା ପାଇଁ ଏହି ଏକତା ଭାବନା ଏକ ମୌଳିକ ମୂଳଦୁଆ । ଏହି ଶତବାର୍ଷିକୀ ପାଳନ ଅବସରରେ ଆପଣମାନେ ସମସ୍ତେ ଏହି ମନ୍ତ୍ରର ପ୍ରଚାର କରିଛନ୍ତି ଏବଂ ମୁଁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।ଆଚାର୍ଯ୍ୟ ଶ୍ରୀ ଏସ୍ ଏନ୍ ଗୋଏଙ୍କାଙ୍କ ୧୦୦ତମ ଜୟନ୍ତୀ ପାଳନର ଉଦ୍ଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
February 04th, 02:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଏସ ଏନ ଗୋଏଙ୍କାଙ୍କ ୧୦୦ତମ ଜୟନ୍ତୀ ପାଳନର ସମାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ।