ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ୍ 2026ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 21st, 09:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ-୨୦୨୬କୁ ସମ୍ବୋଧିତ କରିଛନ୍ତି ।‘ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ-୨୦୨୬’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
August 21st, 08:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ-୨୦୨୬କୁ ସମ୍ବୋଧିତ କରିଛନ୍ତି ।ଗୋଟିଏ ବର୍ଷରେ ୧ କୋଟି ଯୁବକଯୁବତୀଙ୍କ ପାଇଁ ଏଆଇ ଦକ୍ଷତା ତାଲିମ ଘୋଷଣା କଲେ ପ୍ରଧାନମନ୍ତ୍ରୀ
August 15th, 01:01 pm
୮୦ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃତ୍ରିମ ବୁଦ୍ଧିମତ୍ତା, ଶିକ୍ଷା, କ୍ରୀଡା, ନାଗରିକ ପ୍ରତିରକ୍ଷା, ସେମିକଣ୍ଡକ୍ଟର ଉତ୍ପାଦନ, ପରମାଣୁ ଶକ୍ତି ଏବଂ ମହିଳା ନେତୃତ୍ୱାଧୀନ ବିକାଶକୁ ନେଇ ଅନେକ ପଦକ୍ଷେପ ଏବଂ ଲକ୍ଷ୍ୟ ଘୋଷଣା କରିଥିଲେ।ଲାଲକିଲ୍ଲାର ପ୍ରାଚୀରରୁ ୮୦ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 15th, 07:00 am
ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରୁ 80ତମ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରି 140 କୋଟି ଭାରତୀୟଙ୍କ ଶକ୍ତି ଏବଂ ସଂକଳ୍ପ ଦ୍ୱାରା ପରିଚାଳିତ 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନର ସ୍ୱପ୍ନ ବିଷୟରେ କହିଥିଲେ। ଶାନ୍ତି ଆଇନ, ରେଳ ବିଦ୍ୟୁତିକରଣ, ଭାରତର ବାଣିଜ୍ୟ କାରବାର, ନକ୍ସଲବାଦର ସମାପ୍ତି ଏବଂ ଆହୁରି ଅନେକ ପ୍ରମୁଖ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ । 'ଶକ୍ତି କି ସପ୍ତଧାର'କୁ ଆପଣାଇବା ଲାଗି ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ ।PM Modi addresses the nation from the ramparts of Red Fort on the occasion of 80th Independence Day
August 15th, 06:50 am
PM Modi today addressed the nation from the ramparts of the Red Fort on the occasion of the 80th Independence Day. In his speech, he presented a detailed report card of India’s progress across manufacturing, digital growth and citizen delivery over the past 12 years. He also unveiled the transformative Sapta Dhara, comprising seven key sectors for achieving national ambitions.80ତମ ସ୍ୱାଧୀନତା ଦିବସ ପାଳନ କଲା ଭାରତ
August 15th, 06:45 am
ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରୁ 80ତମ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରି 140 କୋଟି ଭାରତୀୟଙ୍କ ଶକ୍ତି ଏବଂ ସଂକଳ୍ପ ଦ୍ୱାରା ପରିଚାଳିତ 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନର ସ୍ୱପ୍ନ ବିଷୟରେ କହିଥିଲେ। ଶାନ୍ତି ଆଇନ, ରେଳ ବିଦ୍ୟୁତିକରଣ, ଭାରତର ବାଣିଜ୍ୟ କାରବାର, ନକ୍ସଲବାଦର ସମାପ୍ତି ଏବଂ ଆହୁରି ଅନେକ ପ୍ରମୁଖ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ । 'ଶକ୍ତି କି ସପ୍ତଧାର'କୁ ଆପଣାଇବା ଲାଗି ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ ।ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
July 09th, 11:15 am
ତାଙ୍କର ବ୍ୟକ୍ତିଗତ ପ୍ରୟାସ ଏବଂ ଦୃଢ଼ ପ୍ରତିବଦ୍ଧତା ଭାରତ–ଅଷ୍ଟ୍ରେଲିଆ ସମ୍ପର୍କକୁ ନୂତନ ଉଚ୍ଚତା ଓ ବ୍ୟାପକତା ପ୍ରଦାନ କରିଛି। ତାଙ୍କର ଏହି ଅମୂଲ୍ୟ ଅବଦାନ ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି।ଅର୍ଥନୈତିକ ରୋଡମ୍ୟାପ୍ ବ୍ୟବସାୟିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 09th, 06:15 am
ଆଜି ଏହି ସଭାଗୃହରେ ଭାରତ ଓ ଅଷ୍ଟ୍ରେଲିଆର ବ୍ୟବସାୟିକ ଶକ୍ତି ଏବଂ ବ୍ୟବସାୟିକ ମହତ୍ତ୍ୱାକାଂକ୍ଷାର ଏକ ଉତ୍କୃଷ୍ଟ ସମନ୍ୱୟ ଦେଖିବାକୁ ମିଳୁଛି। ଏଠାରେ ଆପଣମାନଙ୍କର ଉପସ୍ଥିତି ଆମର ସାମୂହିକ ବିଶ୍ୱାସ ଓ ସାମୂହିକ ଆଶା-ଆକାଂକ୍ଷାର ପ୍ରତୀକ।Prime Minister addresses Australia-India CEOs Forum and Economic Roadmap Business event
July 09th, 06:00 am
PM Modi participated in the Australia-India CEOs Forum and the Economic Roadmap Business event in Melbourne. Addressing the CEOs Forum, he highlighted India's strong economic growth, policy reforms, digital transformation and expanding innovation ecosystem. Addressing the Economic Roadmap Business event, he expressed satisfaction at the growth of trade and investment ties based on ECTA and called for early conclusion of the proposed CECA.ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
July 02nd, 01:30 pm
ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ତାକାଇଚିଙ୍କୁ ଭାରତରେ ସ୍ୱାଗତ ଜଣାଇ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ।ନୂଆଦିଲ୍ଲୀରେ ରିପବ୍ଲିକ ସମିଟ୍ ୨୦୨୬ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 22nd, 10:24 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ରିପବ୍ଲିକ୍ ସମିଟ୍ ୨୦୨୬’ ସମ୍ବୋଧନ କରିଛନ୍ତି। ସମଗ୍ର ବିଶ୍ବ ଦ୍ରୁତ ଓ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଦେଖୁଥିବାବେଳେ ‘ମହାନ ଶକ୍ତି ଭାରତ: ରାଷ୍ଟ୍ର ପ୍ରଥମ’ ଶୀର୍ଷକରେ ଏହି ସମ୍ମିଳନୀ ଆୟୋଜନ କରିଥିବାରୁ ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।‘ରିପବ୍ଲିକ୍ ସମିଟ୍ ୨୦୨୬’କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
June 22nd, 08:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ରିପବ୍ଲିକ୍ ସମିଟ୍ ୨୦୨୬’ ସମ୍ବୋଧନ କରିଛନ୍ତି। ସମଗ୍ର ବିଶ୍ବ ଦ୍ରୁତ ଓ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଦେଖୁଥିବାବେଳେ ‘ମହାନ ଶକ୍ତି ଭାରତ: ରାଷ୍ଟ୍ର ପ୍ରଥମ’ ଶୀର୍ଷକରେ ଏହି ସମ୍ମିଳନୀ ଆୟୋଜନ କରିଥିବାରୁ ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।ପ୍ୟାରିସ୍ରେ ଭାରତୀୟ ସମ୍ପ୍ରଦାୟର କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 18th, 11:41 pm
ଫ୍ରାନ୍ସରେ ରହୁଥିବା ଆପଣମାନେ ଭାରତୀୟ ସମ୍ପ୍ରଦାୟ – ୨୧ଶଦାବ୍ଦୀର ଭାରତ-ଫ୍ରାନ୍ସ ସମ୍ପର୍କରେ ଯେପରି ସଂଯୋଗ ସ୍ଥାପନ କରିଛନ୍ତି, ତାହା ଆମର ରଣନୈତିକ ସହଭାଗୀତା ପାଇଁ ଏକ ପ୍ରମୁଖ ଶକ୍ତିରେ ପରିଣତ ହୋଇଛିି । ମୁଁ ଆପଣମାନଙ୍କ ପାଇଁ ୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା ଆଣିଛି । ଏହି ଭବ୍ୟ ଏବଂ ସ୍ନେହପୂର୍ଣ୍ଣ ସ୍ୱାଗତ ପାଇଁ ମୁଁ ଆପଣମାନଙ୍କ ସମସ୍ତଙ୍କ ପ୍ରତି ମୋର ହୃଦୟରୁ କୃତଜ୍ଞତା ପ୍ରକାଶ କରୁଛି ।ପ୍ୟାରିସରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
June 18th, 09:30 pm
ପ୍ରଧାନମନ୍ତ୍ରୀ ୧୮ ଜୁନ୍ ୨୦୨୬ରେ ପ୍ୟାରିସରେ ଆୟୋଜିତ ଭାରତୀୟ ସମ୍ପ୍ରଦାୟର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ। କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିବା ପରେ, ପ୍ରବାସୀ ଭାରତୀୟମାନେ ପ୍ରଧାନମନ୍ତ୍ରୀଙ୍କୁ ଏକ ଭବ୍ୟ ଏବଂ ଆକର୍ଷଣୀୟ ସ୍ୱାଗତ ଜଣାଇଥିଲେ, ଯାହା ମାତୃଭୂମି ପ୍ରତି ସେମମାନଙ୍କର ଗଭୀର ସ୍ନେହ ଓ ଆତ୍ମୀୟତାର ପ୍ରତିଫଳନ ଥିଲା।ପ୍ୟାରିସରେ ଭିଭାଟେକ୍ ୨୦୨୬ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 18th, 06:15 pm
୨୦୨୧ ମସିହାରେ, ଯେତେବେଳେ ମୁଁ ଭିଭାଟେକକୁ ସମ୍ବୋଧିତ କରିଥିଲି, ସେତେବେଳେ ବିଶ୍ୱ COVID-19 ର ବିପର୍ଯ୍ୟୟ ସହ ଲଢ଼ୁଥିଲା। ଆଜି ବିଶ୍ୱ ଅନ୍ୟ ପ୍ରକାରର ବିଘ୍ନର ସମ୍ମୁଖୀନ ହେଉଛି। ମୁଁ ଭିଭାଟେକ ୨୦୨୧ ରେ ଯେଉଁ ବାର୍ତ୍ତାକୁ ଦେଇଥିଲି ଆଜି ମଧ୍ୟ ତାହାକୁ ପୁନରାବୃତ୍ତି କରୁଛି — “ଯେଉଁଠାରେ ପାରମ୍ପରିକ ପଦ୍ଧତି ବିଫଳ ହୁଏ, ସେଠାରେ ନବୋନ୍ମେଷ ସହାୟକ ହୋଇଥାଏ ।”ୟୁରୋପର ସର୍ବବୃହତ ଷ୍ଟାର୍ଟଅପ୍ ମେଳାରେ ଯୋଗଦେଲେ ଭାରତର ୮୦ ଡିପ ଟେକ୍ କମ୍ପାନୀ
June 18th, 06:00 pm
ଟେକ୍-ଉଦ୍ୟୋଗୀ, ଷ୍ଟାର୍ଟ-ଅପ୍, ନିବେଶକ ଏବଂ ବ୍ୟବସାୟିକ ନେତୃବୃନ୍ଦଙ୍କ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି, ମାନବ-କୈନ୍ଦ୍ରିକ କୃତ୍ରିମ ବୁଦ୍ଧିମତ୍ତା ( ଏଆଇ) ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପାଇଁ ଭାରତର ଦୂରଦୃଷ୍ଟି ତଥା ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ-ଫ୍ରାନ୍ସ ମଧ୍ୟରେ ସହଯୋଗର ପରିସର ବୃଦ୍ଧି ପାଉଛି। ପ୍ରଯୁକ୍ତିବିଦ୍ୟା ଭାରତରେ ଅନେକ ଉଲ୍ଲେଖନୀୟ ରୂପାନ୍ତରଣ କରିଥିବା ସେ ଆଲୋକପାତ କରିଥିଲେ। ଡିଜିଟାଲ୍ ପେମେଣ୍ଟ, ଏଆଇ ଆଧାରିତ କୃଷି ପ୍ରଗତିଠାରୁ ଆରମ୍ଭ କରି ଅତ୍ୟାଧୁନିକ ମହାକାଶ ପ୍ରୟୋଗ ପର୍ଯ୍ୟନ୍ତ ଅନେକ ସଂସ୍କାର ଆଣିବାରେ ପ୍ରଯୁକ୍ତି ବିଦ୍ୟା ସକ୍ଷମ ହୋଇଥିବା ସେ କହିଛନ୍ତି। ମୁଖ୍ୟ ଅଭିଭାଷଣ ପରେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରୋନ୍ ଶିଳ୍ପ, ସ୍ୱାସ୍ଥ୍ୟସେବା, ସ୍ଥାୟୀ ବିକାଶ ଏବଂ ଯାତାୟାତ ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ବ୍ୟାବହାରିକ ସମାଧାନ ପ୍ରଦର୍ଶନ କରୁଥିବା ଭାରତୀୟ ଷ୍ଟାର୍ଟ-ଅପ୍ ଏବଂ ନବସୃଜନକାରୀ ମାନଙ୍କ ସହ ଆଲୋଚନା କରିଥିଲେ।India-Slovakia Joint Statement
June 15th, 05:32 pm
At the invitation of Slovak Republic PM Robert Fico, PM Modi visited Slovakia on 15 June 2026. Both leaders agreed to elevate the India-Slovakia relationship to a Comprehensive Partnership and to regularly review its implementation. They also agreed that the visit represents a significant step forward in transforming India-Slovakia relations and committed to taking bilateral ties into a new phase of engagement.ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଆଲୋଚନା
June 14th, 08:37 pm
ଦୁଇ ନେତା ଦ୍ୱିପାକ୍ଷିତ ସମ୍ପର୍କର ବିଭିନ୍ନ ଦିଗକୁ ନେଇ ବ୍ୟାପକ ଆଲୋଚନା କରିଥିଲେ । ସେମାନେ ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗର ଉକ୍ରୃଷ୍ଟ ଅଭିବୃଦ୍ଧି ଏବଂ ଗଭୀରତାରେ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ପ୍ରତିରକ୍ଷା ପ୍ଲାଟଫର୍ମ ଏବଂ ଉନ୍ନତ ପ୍ରଯୁକ୍ତିର ସହ-ଡିଜାଇନ, ସହ-ବିକାଶ ଏବଂ ସହ-ଉତ୍ପାଦନ ଉପରେ ଧ୍ୟାନ ଦେଇ ଏହାକୁ ଆହୁରି ତୀବ୍ର କରିବାକୁ ସହମତ ହୋଇଥିଲେ । ଉଭୟ ନେତା ମହାକାଶ କ୍ଷେତ୍ରରେ ସହଯୋଗର ସମୃଦ୍ଧ ଐତିହ୍ୟକୁ ଉଲ୍ଲେଖ କରିଥିଲେ ଏବଂ ମାନବ ମହାକାଶ ଉଡ଼ାଣ ଏବଂ ମହାକାଶ ପରିସ୍ଥିତିଗତ ସଚେତନତାରେ ସହଯୋଗକୁ ଆହୁରି ଆଗକୁ ବଢ଼ାଇବା ଉପରେ ଆଲୋଚନା କରିଥିଲେ । ସେମାନେ ମହାକାଶରେ ଘରୋଇ କ୍ଷେତ୍ର ସହଯୋଗକୁ ବିସ୍ତାର କରିବାର ଉପାୟ ଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରିଥିଲେ । ବେସାମରିକ ପରମାଣୁ ଶକ୍ତିରେ, ସେମାନେ ଉଲ୍ଲେଖ କରିଥିଲେ ଯେ ଭାରତର ଶାନ୍ତି ଆଇନ କ୍ଷୁଦ୍ର ଉନ୍ନତ ମଡୁ୍ୟଲାର ରିଆକ୍ଟର ସମେତ ସହଯୋଗ ପାଇଁ ନୂତନ ସୁଯୋଗ ସୃଷ୍ଟି କରେ ।Bharat Innovates is becoming a bridge between Indian talent and European capital: PM Modi in Nice, France
June 14th, 04:36 pm
PM Modi and French President Emmanuel Macron jointly inaugurated Bharat Innovates 2026 in Nice, France. Addressing a gathering, PM Modi highlighted India’s deep-tech revolution and the transformative potential of AI, satellite technology, advanced manufacturing and clean energy. He called for trusted, inclusive and human-centric innovation, while reaffirming India’s vision of becoming a global innovation hub.ଭାରତ ଇନୋଭେଟ୍ସ ୨୦୨୬’ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
June 14th, 03:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ନାଇସ୍ ସହରସ୍ଥିତ ପାଲାଇସ୍ ଡେସ୍ ଏକ୍ସପୋଜିସନ୍ସରେ ମିଳିତ ଭାବରେ ଭାରତ ଇନୋଭେଟ୍ସ ୨୦୨୬ର ଉଦଘାଟନ କରିଛନ୍ତି। ଏହି ତିନି ଦିନିଆ କାର୍ଯ୍ୟକ୍ରମ ଭାରତର ଡିପ୍-ଟେକ୍ ଷ୍ଟାର୍ଟ-ଅପ୍ସ, ନବସୃଜନକାରୀ, ଗବେଷକ ଏବଂ ନିବେଶକମାନଙ୍କୁ ବିଶ୍ୱ ନବସୃଜନ ପାଣ୍ଠି ଏବଂ ଅନ୍ତର୍ଜାତୀୟ ସଂସ୍ଥାମାନଙ୍କ ସହ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି। ଏହା ବିଶ୍ୱ ସ୍ତରରେ ଭାରତର ଅଗ୍ରଣୀ ଡିପ୍-ଟେକ୍ର ପ୍ରଦର୍ଶନ କରିଥାଏ ତଥା ୧୩ ଗୁରୁତ୍ବପୂର୍ଣ୍ଣ ପ୍ରଯୁକ୍ତି କ୍ଷେତ୍ରରେ ୧୨୦ ଉନ୍ନତ ଷ୍ଟାର୍ଟଅପ୍, ୨୦ରୁ ଅଧିକ ଉତ୍କର୍ଷ ପ୍ରତିଷ୍ଠାନର ଉପସ୍ଥାପିତ କରିଥାଏ। ବିଶ୍ୱର ୩୫୦ରୁ ଅଧିକ ଶ୍ରେଷ୍ଠ ନିବେଶକ ଏବଂ ଭେଞ୍ଚର କ୍ୟାପିଟାଲିଷ୍ଟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି।