ଏନଏସଜି ପ୍ରତିଷ୍ଠା ଦିବସରେ ଯବାନମନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
October 16th, 09:09 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନଏସଜି ପ୍ରତିଷ୍ଠା ଦିବସ ଅବସରରେ ଏନଏସଜି ଯବାନଙ୍କ ଅଦମ୍ୟ ସାହସ ଏବଂ ଦୃଢ଼ ସଂକଳ୍ପର ପ୍ରଶଂସା କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଦେଶକୁ ଆତଙ୍କବାଦରୁ ବଞ୍ଚାଇବାରେ, “ଆମର ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ଏବଂ ରାଷ୍ଟ୍ରୀୟ ସମ୍ପତ୍ତିକୁ ରକ୍ଷା କରିବାରେ ଏନଏସଜି ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଛି ।”Prime Minister salutes NSG personnel on occasion of NSG Raising Day
October 16th, 11:58 am
The Prime Minister, Shri Narendra Modi has hailed the unwavering dedication, courage and determination of NSG personnel on occasion of NSG Raising Day.