ଫଳାଫଳ ସୂଚୀ: ମାଳଦ୍ୱୀପକୁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଗସ୍ତ
July 26th, 07:19 am
ମାଳଦ୍ୱୀପକୁ ୪,୮୫୦ କୋଟି ଟଙ୍କାର ଋଣ ସହାୟତା (ଏଲଓସି)ର ବିସ୍ତାରଭାରତର ଅତୁଳନୀୟ ପ୍ରଗତି: ଅର୍ଥନୀତି, ଭିତ୍ତିଭୂମି ଏବଂ ବିଶ୍ୱ ନେତୃତ୍ୱରେ ସଫଳତା
January 17th, 02:14 pm
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରି ଭାରତ ପୁଣି ଥରେ ନିଜର ଗତିଶୀଳ ଅଭିବୃଦ୍ଧି, ସ୍ଥିରତା ଏବଂ ବିଶ୍ୱସ୍ତରୀୟ ନେତୃତ୍ୱ ପ୍ରଦର୍ଶନ କରିଛି। ଅର୍ଥନୈତିକ ପ୍ରଗତି ଏବଂ ଅନ୍ତର୍ଜାତୀୟ ଭାଗିଦାରୀଠାରୁ ଆରମ୍ଭ କରି ଡିଜିଟାଲ ଉଦ୍ଭାବନ ଏବଂ ଭିତ୍ତିଭୂମି ର ଅଗ୍ରଗତି ପର୍ଯ୍ୟନ୍ତ, ଦେଶ ଏକ ବିଶ୍ୱ ପାୱାରହାଉସ ଭାବରେ ନିଜର ସ୍ଥାନ ସୁଦୃଢ଼ କରୁଛି ।