The greatest pride of my life is that I am a karyakarta of the Bharatiya Janata Party: PM Modi at BJP HQ
January 20th, 11:16 am
Prime Minister Narendra Modi today addressed party leaders and karyakartas during the felicitation ceremony of the newly elected BJP President, Nitin Nabin, at the party headquarters in New Delhi. Congratulating Nitin Nabin, the Prime Minister said, “The organisational election process reflects the BJP’s commitment to internal democracy, discipline and a karyakarta-centric culture. I congratulate karyakartas across the country for strengthening this democratic exercise.”PM Modi addresses BJP karyakartas at felicitation of New Party President
January 20th, 11:15 am
Prime Minister Narendra Modi today addressed party leaders and karyakartas during the felicitation ceremony of the newly elected BJP President, Nitin Nabin, at the party headquarters in New Delhi. Congratulating Nitin Nabin, the Prime Minister said, “The organisational election process reflects the BJP’s commitment to internal democracy, discipline and a karyakarta-centric culture. I congratulate karyakartas across the country for strengthening this democratic exercise.”ଜମ୍ମୁ-କଶ୍ମୀରରେ ସୋନମାର୍ଗ ଟନେଲ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 13th, 12:30 pm
ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା ଜୀ, ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଶ୍ରୀ ଓମାର ଅବଦୁଲ୍ଲା ଜୀ, ମୋ କ୍ୟାବିନେଟ୍ର ସହଯୋଗୀ ଶ୍ରୀ ନୀତିନ ଗଡକରୀ ଜୀ, ଶ୍ରୀ ଜିତେନ୍ଦ୍ର ସିଂ ଜୀ, ଅଜୟ ଟମ୍ଟା ଜୀ, ଡେପୁଟି ସିଏମ ସୁରେନ୍ଦ୍ର କୁମାର ଚୌଧୁରୀ ଜୀ, ବିରୋଧୀ ଦଳ ନେତା ସୁନୀଲ ଶର୍ମା ଜୀ, ସମସ୍ତ ସାଂସଦ, ବିଧାୟକ ଏବଂ ଜମ୍ମୁ ଓ କଶ୍ମୀରର ମୋର ପ୍ରିୟ ଭାଇ ଭଉଣୀ ।ଜମ୍ମୁ ଓ କଶ୍ମୀରରେ ସୋନମାର୍ଗ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 13th, 12:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କଶ୍ମୀରରେ ସୋନମାର୍ଗ ଟନେଲକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ଶ୍ରମିକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ, ଯେଉଁମାନେ ଜମ୍ମୁ-କଶ୍ମୀର ଓ ଭାରତର ବିକାଶ ପାଇଁ କଠିନ ପରିଶ୍ରମ କରିଛନ୍ତି ଏବଂ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଶ୍ରୀ ମୋଦୀ କହିଥିଲେ, ଆହ୍ୱାନ ସତ୍ତ୍ୱେ ଆମର ସଂକଳ୍ପ ଥମିବାର ନାଁ ଧରୁନାହିଁ। ଶ୍ରମିକମାନଙ୍କ ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତା ଏବଂ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି କାର୍ଯ୍ୟ ସମ୍ପନ୍ନ କରିଥିବାରୁ ସେ ତାଙ୍କୁ ପ୍ରଶଂସା କରିଥିଲେ। ୭ ଜଣ ଶ୍ରମିକଙ୍କ ମୃତ୍ୟୁରେ ସେ ଶୋକ ପ୍ରକାଶ କରିଥିଲେ।ସୋସିଆଲ ମିଡିଆ କର୍ଣ୍ଣର ଜୁନ 11, 2018
June 11th, 07:46 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 12, 2017
December 12th, 07:26 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ସୋସିଆଲ ମିଡିଆ କର୍ଣ୍ଣର ନଭେମ୍ବର 25, 2017
November 25th, 07:05 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।Infrastructure is extremely important for development: PM Modi
May 26th, 12:26 pm
PM Narendra Modi inaugurated India’s longest bridge – the 9.15 km long Dhola-Sadiya Bridge built over River Brahmaputra in Assam. The Prime Minister said that infrastructure was extremely important for development. He added that the bridge would enhance connectivity between Assam and Arunachal Pradesh, and open the door for economic development on a big scale.ଆସାମରେ ଦେଶର ଦୀର୍ଘତମ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
May 26th, 12:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମରେ ଆଜି ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ 9.15 କିଲୋମିଟର ଦୀର୍ଘର ଢୋଲା-ସାଦିଆ ସେତୁକୁ ଉଦ୍ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ଶପଥ ଓ ଦାୟିତ୍ଵ ଗ୍ରହଣ କରିବାର 3 ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହା ଥିଲା ଶ୍ରୀ ମୋଦୀଙ୍କର ପ୍ରଥମ ଆନୁଷ୍ଠାନିକ କାର୍ଯ୍ୟକ୍ରମ ।ନବନିର୍ମିତ ଢୋଲା-ସାଦିଆ ସେତୁ ଆସାମ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଯାତାୟାତ ସମୟକୁ ଅନେକାଂଶରେ ହ୍ରାସ କରିବ ଏବଂ ସଡକ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବ ।କାଣ୍ଡଲା ବନ୍ଦର ଟ୍ରଷ୍ଟର ବିଭିନ୍ନ ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
May 22nd, 04:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧୀଧାମଠାରେ କାଣ୍ଡଲା ବନ୍ଦର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ବନ୍ଦରର ଚତୁର୍ଦ୍ଦଶ ଓ ଷୋଡଶ ସାଧାରଣ ମାଲ ପରିବହନ ବର୍ଥର ଶିଳାନ୍ୟାସ କରିବା ସହ ଡଃ. ବାବାସାହେବ ଆମ୍ବେଦକର ସମ୍ମିଳନୀ କେନ୍ଦ୍ରର ଆଧାରଶିଳା ରଖିଥିଲେ । କଚ୍ଛ ଲବଣ ଜଙ୍କସନଠାରେ ପ୍ରଧାନମନ୍ତ୍ରୀ ଇଣ୍ଟରଚେଞ ଓ ଆରଓବି ପ୍ରକଳ୍ପ ନିର୍ମାଣର କାର୍ଯ୍ୟାଦେଶ ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ସେ କାଣ୍ଡଲା ବନ୍ଦରରେ ସାର ପରିବହନ ଯାନ୍ତ୍ରିକୀକରଣ ଏବଂ ଦୁଇଟି ଭ୍ରାମ୍ୟମାଣ ବନ୍ଦର କ୍ରେନ ମୁତୟନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ।ସୋସିଆଲ ମିଡିଆ କର୍ଣ୍ଣର 8 ଏପ୍ରିଲ 2017
April 08th, 07:56 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ଝାଡଖଣ୍ଡର ସାହେବଗଞ୍ଜଠାରେ ଏକାଧିକ ବିକାଶ ପ୍ରକଳ୍ପର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
April 06th, 12:59 pm
ଆଜି ଏକ ବହୁତ ବଡ଼ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଯାହା ଝାଡଖଣ୍ଡ ଏବଂ ବିହାରକୁ ଯୋଡୁ ଅଛି । ଗଙ୍ଗା ଉପରେ ଦୁଇଟି ରାଜ୍ୟକୁ ଯୋଡୁଥିବା ସବୁଠାରୁ ବଡ଼ ସେତୁ 2,200 କୋଟି ଟଙ୍କାରୁ ଅଧିକ ବିନିଯୋଗ ଏବଂ ଏହା କେବଳ ଦୁଇଟି ରାଜ୍ୟକୁ ଯୋଡୁଛି ତାହା ନୁହେଁ ଏହା ବିକାଶର ନୂଆ ଦ୍ୱାରକୁ ଉନ୍ମୁକ୍ତ କରୁଛି । ଆପଣ ଏହିଠାରୁ ପୂର୍ବ ଭାରତର ବିଶାଳ ଦୃଷ୍ଟିଭଙ୍ଗି ସହିତ ନିଜକୁ ସିଧା ଯୋଡିବା ପାଇଁ ଏହି ସେତୁ ନିର୍ମାଣ ହେବା ଦ୍ୱାରା ଆପଣ ମାନଙ୍କୁ ସୁଯୋଗ ମିଳୁଛି । ମୁଁ ବିହାରବାସୀଙ୍କୁ ଅଭିନନ୍ଦନ ଦେଉଛି ।ଝାଡଖଣ୍ଡରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
April 06th, 12:58 pm
ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥର ଗୋବିନ୍ଦପୁର-ଜାମତରା-ଦୁମକା-ସାହେବଗଞ୍ଜ ସେକ୍ସନରେ 311 କିଲୋମିଟର ସଡକର ଉଦ୍ଘାଟନ କରିଥିଲେ । ସେହିପରି ସାହେବଗଞ୍ଜ ଜିଲ୍ଲା କୋର୍ଟ ଏବଂ ସଦର ମହକୁମା ହସ୍ପିଟାଲ ପରିସରରେ ସୌରଶକ୍ତି ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ ।