ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଋଷ ରାଷ୍ଟ୍ରପତିଙ୍କ ସହଯୋଗୀ

November 18th, 09:02 pm

ଋଷ ସାମୁଦ୍ରିକ ବୋର୍ଡର ଅଧ୍ୟକ୍ଷ ତଥା ରାଷ୍ଟ୍ରପତିଙ୍କ ସହଯୋଗୀ ମାନ୍ୟବର ନିକୋଲାଇ ପାତ୍ରୁଶେଭ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଋଷୀୟ ସୁରକ୍ଷା ପରିଷଦର ସଚିବ ଶ୍ରୀ ନିକୋଲାଇ ପେତୃସେଭ

March 29th, 10:24 pm

ଋଷୀୟ ସଂଘ ସୁରକ୍ଷା ପରିଷଦର ସଚିବ ମହାମହିମ ଶ୍ରୀ ନିକୋଲାଇ ପେତୃସେଭ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ଋଷୀୟ ସଂଘର ସୁରକ୍ଷା ପରିଷଦର ସଚିବ ଶ୍ରୀ ନିକୋଲାଇ ପାଟ୍ରୁସେଭ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି

September 08th, 07:51 pm

ରୁଷୀୟ ସଂଘର ସୁରକ୍ଷା ପରିଷଦର ସଚିବ ମାନ୍ୟବର ଶ୍ରୀ ନିକୋଲାଇ ପାଟ୍ରୁସେଭ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।