ତ୍ରିନିଦାଦ ଏବଂ ଟୋବାଗୋରେ ‘ଭାରତ କୋ ଜାନିୟେ’ କୁଇଜ୍ର ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
July 04th, 09:03 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦ ଏବଂ ଟୋବାଗୋରେ ‘ଭାରତ କୋ ଜାନିୟେ’ (ଭାରତକୁ ଜାଣନ୍ତୁ) କୁଇଜର ବିଜେତା ଯୁବପିଢ଼ି ଶଙ୍କର ରାମଜତନ, ନିକୋଲାସ ମରାଜ ଏବଂ ଭିନ୍ସ ମହତୋଙ୍କୁ ଭେଟିଛନ୍ତି ।