ଅଭିନେତା ଶ୍ରୀ ନେଦୁମୁଦି ବେଣୁଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

October 11th, 10:59 pm

ଅଭିନେତା ଶ୍ରୀ ନେଦୁମୁଦି ବେଣୁଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।