Prime Minister extends greetings to everyone on National Technology Day
May 11th, 09:18 am
Marking National Technology Day, PM Modi paid tribute to the scientists behind the successful Pokhran tests of 1998, calling them the true architects of India’s pride and self-respect. He said technology has emerged as a key driver of a self-reliant India by accelerating innovation, expanding opportunities and strengthening growth across sectors.ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ପ୍ରାଦ୍ୟୋଗିକୀ ଦିବସ ଅବସରରେ ଶୁଭକାମନା ଜଣାଇଲେ
May 11th, 02:32 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ପ୍ରାଦ୍ୟାଗିକୀ ଦିବସ ଅବସରରେ ଶୁଭକାମନା ଜଣାଇଛନ୍ତି । ଶ୍ରୀ ମୋଦୀ ଆମର ବୈଜ୍ଞାନିକଙ୍କ ପ୍ରତି ଗର୍ବ ଓ କୃତଜ୍ଞତା ଜ୍ଞାପନ କରିବା ସହ ୧୯୮୮ ମସିହାର ପୋଖରାନ ପରମାଣୁ ପରୀକ୍ଷଣକୁ ସ୍ମରଣ କରିଛନ୍ତି । ସେ ବିଜ୍ଞାନ ଏବଂ ଗବେଷଣା ମାଧ୍ୟମରେ ଭବିଷ୍ୟତ ପିଢ଼ିକୁ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।ନୂଆଦିଲ୍ଲୀରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
May 11th, 11:00 am
ଆଜି ୧୧ ମେ’ର ଏହି ଦିନ, ଭାରତ ଇତିହାସର ସବୁଠାରୁ ଗୌରବମୟ ଦିନ ମଧ୍ୟରେ ଅନ୍ୟତମ । ଆଜି ଭାରତୀୟ ବୈଜ୍ଞାନିକମାନେ ପୋଖରାନରେ ସେହି ସଫଳତା ହାସଲ କରିଥିଲେ, ଯାହା ମାତା ଭାରତୀଙ୍କର ପ୍ରତ୍ୟେକ ସନ୍ତାନଙ୍କର ମଥା ଗର୍ବର ସହିତ ଉପରକୁ ଉଠିଥିଲା । ମୁଁ ସେହି ଦିନକୁ କେବେ ଭୁଲିପାରିବି ନାହିଁ, ଯେତେବେଳେ ଅଟଳ ଜୀ ଭାରତର ସଫଳ ପରମାଣୁ ପରୀକ୍ଷଣର ଘୋଷଣା କରିଥିଲେ । ପୋଖରାନ ପରମାଣୁ ପରୀକ୍ଷଣ ମାଧ୍ୟମରେ ଭାରତ କେବଳ ଏହାର ବୈଜ୍ଞାନିକମାନଙ୍କର ଦକ୍ଷତାକୁ ପ୍ରମାଣ କରିନାହିଁ, ବରଂ ଭାରତକୁ ବିଶ୍ୱ ସ୍ତରରେ ଏକ ନୂତନ ଉଚ୍ଚତା ମଧ୍ୟ ଆଣି ଦେଇଛି । ଅଟଳ ଜୀଙ୍କ ଶବ୍ଦରେ ମୁଁ କହିବି, ତେବେ- “ଅପନୀ ଧେୟ-ୟାତ୍ରା ମେଁ, ହମ୍ କଭି ରୁକେ ନେହିଁ ହେ । କିସି ଚୁନୋତି କେ ସମକ୍ଷ, କଭି ଝୁକେ ନେହିଁ ହେ ।” ମୁଁ ସମସ୍ତ ଦେଶବାସୀଙ୍କୁ ଆଜିର ଦିନର, ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ବହୁତ ବହୁତ ଶୁଭକାମନା ଜଣାଉଛି ।ପ୍ରଧାନମନ୍ତ୍ରୀ ୧୧ ମଇରେ ନୂଆଦିଲ୍ଲୀ ଠାରେ ଜାତୀୟ ପ୍ରଯୁକ୍ତି ଦିବସ ୨୦୨୩ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି
May 11th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ ଜାତୀୟ ପ୍ରଯୁକ୍ତିି ଦିବସ ୨୦୨୩ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି । ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରଯୁକ୍ତି ଦିବସର ୨୫ ତମ ଉତ୍ସବ ପାଳନର ଶୁଭାରମ୍ଭ ହୋଇଛି । ଏହି ମହତ୍ତ୍ୱପୂର୍ଣ୍ଣ ଦିବସ ଅବସରରେ , ପ୍ରଧାନମନ୍ତ୍ରୀ ସାରା ଦେଶରେ ୫୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ସହ ଜଡିତ ଏକାଧିକ ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ । ଏହା ଦେଶର ବିଜ୍ଞାନ ଭିତ୍ତିକ ଅନୁଷ୍ଠାନ ଗୁଡ଼ିକୁ ମଜବୁତ କରି ଭାରତକୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ ଅଟେ ।ମଇ ୧୧ତାରିଖରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ୨୦୨୩ ର କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
May 10th, 03:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ମଇ ୨୦୨୩ ପୂର୍ବାହ୍ନ ୧୦.୩୦ ରେ ପ୍ରଗତି ମଇଦାନରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ୨୦୨୩ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ମଇ ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସର ୨୫ ତମ ବର୍ଷ ପାଳନ ଉତ୍ସବକୁ ମଧ୍ୟ ଦର୍ଶାଇବ ।ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସରେ ଭାରତୀୟ ବୈଜ୍ଞାନିକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
May 11th, 09:29 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମର ପ୍ରତିଭାବାନ ବୈଜ୍ଞାନିକ ଏବଂ ୧୯୯୮ ରେ ପୋଖାରାନ ପରୀକ୍ଷଣରେ ସଫଳ ହୋଇଥିବା ପ୍ରୟାସ ପ୍ରତି କୃତଜ୍ଞତା ଜଣାଇଛନ୍ତି ।ଜାତୀୟ ପ୍ରଯୁକ୍ତି ଦିବସରେ ବୈଜ୍ଞାନିକମାନଙ୍କୁ ଅଭିବାଦନ ଜଣାଇଲେ ପ୍ରଧାନମନ୍ତ୍ରୀ
May 11th, 11:59 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପ୍ରଯୁକ୍ତି ଦିବସରେ ବୈଜ୍ଞାନିକ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତି ଆଗ୍ରହୀ ଥିବା ଲୋକଙ୍କୁ ପ୍ରଶଂସା କରିଛନ୍ତି ।Prime Minister pays tributes to scientists on the National Technology Day
May 11th, 04:35 pm
Prime Minister Shri Narendra Modi today paid tributes to all the scientists in the country who are using science and technology to bring a positive difference in the lives of others.PM greets citizens on National Technology Day
May 11th, 09:38 am