ଏସୀୟ କ୍ରୀଡା ୨୦୨୨ ରେ ପୁରୁଷ ବକ୍ସିଂ + ୯୨ କିଲୋଗ୍ରାମ ପ୍ରତିଯୋଗିତାରେ ନରେନ୍ଦର ବରୱାଲ ବ୍ରୋଞ୍ଜ ପଦକ ଜିତିବା ନେଇ ପ୍ରଧାନମନ୍ତ୍ରୀ ଉତ୍ସବ ପାଳନ କରିଛନ୍ତି
October 03rd, 11:31 pm
ହାଙ୍ଗଜୋ ଠାରେ ଚାଲିଥିବା ଏସୀୟ କ୍ରୀଡା ୨୦୨୨ ରେ ପୁରୁଷ ବକ୍ସିଂ + ୯୨ କିଲୋଗ୍ରାମ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନରେନ୍ଦର ବରୱାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।