ଏଏନ୍ଆର୍ ବାବୁ ଭାରତର ଗୌରବ ଏବଂ ତାଙ୍କର ପ୍ରଭାବି ପ୍ରଦର୍ଶନ ଆଗାମୀ ପିଢ଼ିକୁ ଉତ୍ସାହିତ କରିବ : ପ୍ରଧାନମନ୍ତ୍ରୀ

February 07th, 11:38 pm

ଶ୍ରୀ ଅକ୍କିନେନୀ ନାଗେଶ୍ୱର ରାଓଙ୍କୁ ଭାରତର ଗୌରବ ଏବଂ ତାଙ୍କର ପ୍ରଭାବି ପ୍ରଦର୍ଶନ ଆଗାମୀ ପିଢ଼ିକୁ ଉତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି । ସେ ଶ୍ରୀ ନାଗାର୍ଜୁନ ଆକ୍କିନେନୀ ଏବଂ ତାଙ୍କ ପରିବାରକୁ ସାକ୍ଷାତ କରି ଖୁସି ପ୍ରକାଶ କରିଛନ୍ତି ।