‘ମନ କି ବାତ୍’ର ୧୩୫ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 28th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆପଣ ସମସ୍ତଙ୍କ ସହ ଯୋଡ଼ିହୋଇ ମୋତେ ବହୁତ ଖୁସି ଲାଗୁଛି । ୨୦୨୬ ବର୍ଷର ପ୍ରଥମାର୍ଦ୍ଧ ବିତିବାକୁ ବସିଲାଣି । ଏହି ୬ ମାସରେ ଆମେ ‘ମନ୍ କି ବାତ୍’ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ । ଜୁନରେ ମଧ୍ୟ ଦେଶ ଏଭଳି କିଛି ଉପଲବଧି ହାସଲ କରିଛି, ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି । ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ । ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା । ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା । ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ଉତ୍ପାଦନ, ସବୁକିଛି ସ୍ୱଦେଶୀ ।ମନ କୀ ବାତରେ ଡିଜିଟାଲ ଜନଗଣନା 2027 ରେ ଭାଗ ନେବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
April 26th, 11:30 am
ଚଳିତ ମାସର ମନ୍ କୀ ବାତ୍ ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦୀ ଆଣବିକ ଏବଂ ପବନ ଶକ୍ତି କ୍ଷେତ୍ରରେ ଭାରତର ଅଗ୍ରଗତି ଉପରେ ଆଲୋକପାତ କରିଥିଲେ । ସେ ଭଗବାନ୍ ବୁଦ୍ଧଙ୍କ ଶିକ୍ଷା, ବିଟିଂ ରିଟ୍ରିଟ୍ ସମାରୋହ, ପ୍ରକୃତି ସଂରକ୍ଷଣ, ବାଉଁଶ କ୍ଷେତ୍ର, ପ୍ରାଚୀନ ଗ୍ରନ୍ଥ ଏବଂ ଗାଣିତିକ ଅଲିମ୍ପିଆଡ୍ କାର୍ଯ୍ୟକ୍ରମ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଚାଲିଥିବା ଡିଜିଟାଲ ଜନଗଣନା ଅଭିଯାନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।ପ୍ରଧାନମନ୍ତ୍ରୀ ମୋଦୀ ମନ କୀ ବାତରେ ପଶ୍ଚିମ ଏସିଆ ସଙ୍କଟ ଦୂର କରିବା ପାଇଁ 140 କୋଟି ଭାରତୀୟଙ୍କ ଏକତା ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି
March 29th, 11:30 am
ଏହି ମାସର ମନ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମ ଏସିଆ ବିବାଦ ବିଷୟରେ କହିଥିଲେ ଏବଂ ସଙ୍କଟ ଦୂର କରିବା ପାଇଁ ଏକତା ରହିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ନାଗରିକମାନଙ୍କୁ ଗୁଜବ ଦ୍ୱାରା ଭ୍ରମିତ ନ ହେବାକୁ ଏବଂ କେବଳ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଉପରେ ନିର୍ଭର କରିବାକୁ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ ଜ୍ଞାନ ଭାରତମ୍ ସର୍ଭେ, କ୍ରୀଡା ଏବଂ ଫିଟନେସ୍, ଜଳ ସଂରକ୍ଷଣ, ମାଛ ଚାଷ ଏବଂ ସୌରଶକ୍ତି ଭଳି ପ୍ରମୁଖ ବିଷୟବସ୍ତୁ ଉପରେ ମଧ୍ୟ ଆଲୋକପାତ କରିଥିଲେ।Governor of Nagaland meets Prime Minister
March 24th, 02:09 pm
Governor of Nagaland, Shri Nand Kishore Yadav met Prime Minister, Shri Narendra Modi in New Delhi.PM Modi hails the Historic Agreement to Boost Development in Eastern Nagaland
February 06th, 11:52 am
PM Modi hailed the signing of a historic agreement that will significantly enhance the development trajectory of Eastern Nagaland. Responding to a post by Union Minister Amit Shah on X, the PM said the agreement will open new avenues of opportunity and prosperity for the people. He added that it reflects their unwavering commitment to peace, progress and inclusive growth in the Northeast.ରାଜ୍ୟ ପ୍ରତିଷ୍ଠା ଦିବସରେ ନାଗାଲାଣ୍ଡର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
December 01st, 06:09 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ନାଗାଲାଣ୍ଡର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ସେବା, ସାହସ ଏବଂ କରୁଣା ଉପରେ ଆଧାରିତ ଗୌରବମୟ ନାଗା ସଂସ୍କୃତି ବ୍ୟାପକ ଭାବେ ପ୍ରଶଂସିତ। ନାଗାଲାଣ୍ଡର ଲୋକମାନେ ଅନେକ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଆଗାମୀ ବର୍ଷଗୁଡ଼ିକରେ ରାଜ୍ୟ ସମୃଦ୍ଧି ଏବଂ ପ୍ରଗତି ସହିତ ଆଗକୁ ବଢ଼ୁ , ବୋଲି ଶ୍ରୀ ମୋଦୀ କହିଛନ୍ତି।ଶ୍ରୀ ଇମକୋଙ୍ଗ ଏଲ୍ ଇମଚେନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
November 12th, 07:04 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଗାଲାଣ୍ଡର ବରିଷ୍ଠ ନେତା ଶ୍ରୀ ଇମକୋଙ୍ଗ ଏଲ. ଇମଚେନଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।ନାଗାଲାଣ୍ଡର ରାଜ୍ୟପାଳ ଥିରୁ ଲା ଗଣେଶନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
August 15th, 08:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନାଗାଲାଣ୍ଡର ରାଜ୍ୟପାଳ ଥିରୁଲା ଗଣେଶନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀତାଙ୍କୁ ଜଣେ ସମର୍ପିତ ରାଷ୍ଟ୍ରବାଦୀ ଭାବରେ ପ୍ରଶଂସା କରିଛନ୍ତି, ଯିଏସେବା ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ ।ଭାରତର "କନସର୍ଟ ଇକୋନୋମି": 2036 ଅଲିମ୍ପିକ୍ସ ପଥରେ ଏକ ଉଦୀୟମାନ ମନୋରଞ୍ଜନ ପାୱାରହାଉସ୍
January 29th, 04:28 pm
ବର୍ଷ ବର୍ଷ ଧରି ଭାରତରେ ବଡ଼ ଧରଣର ଅନ୍ତର୍ଜାତୀୟ ସଙ୍ଗୀତ ଆୟୋଜନ ପାଇଁ ଆବଶ୍ୟକ ଭିତ୍ତିଭୂମିର ଅଭାବ ରହିଥିଲା। ଯଦିଓ ବଲିଉଡ୍ ସଙ୍ଗୀତ ଘରୋଇ ସ୍ତରରେ ସମୃଦ୍ଧ ହୋଇଥିଲା, କିନ୍ତୁ ପର୍ଯ୍ୟାପ୍ତ ସ୍ଥାନ, ଅମଲାତାନ୍ତ୍ରିକ ଆହ୍ୱାନ ଏବଂ ଲଜିଷ୍ଟିକ୍ ପ୍ରତିବନ୍ଧକ କାରଣରୁ ବିଶ୍ୱସ୍ତରୀୟ କନସର୍ଟ ସଂସ୍କୃତି ଭାରତକୁ ମୁଖ୍ୟତଃ ଅଣଦେଖା କରିଥିଲା। ଲଣ୍ଡନ, ନ୍ୟୁୟର୍କ କିମ୍ବା ସିଙ୍ଗାପୁର ଭଳି ସହର ପରି ଭାରତ ବିଶ୍ୱସ୍ତରୀୟ ଷ୍ଟାଡିୟମର ଅଭାବ, ଇଭେଣ୍ଟ ଅନୁମତି ପାଇବାରେ ଅସୁବିଧା ଏବଂ ଅସଂଗଠିତ ଇଭେଣ୍ଟ ମ୍ୟାନେଜମେଣ୍ଟ କାରଣରୁ ଅନ୍ତର୍ଜାତୀୟ କଳାକାରଙ୍କୁ ଆକୃଷ୍ଟ କରିବାକୁ ସଂଘର୍ଷ କରୁଥିଲା । ଏପରିକି ଯେତେବେଳେ ବିଶ୍ୱସ୍ତରୀୟ ତାରକାମାନେ ପରିବେଷଣ କରୁଥିଲେ, କନସର୍ଟଗୁଡ଼ିକ ପ୍ରାୟତଃ ଭିଡ଼ ନିୟନ୍ତ୍ରଣ, ପରିମଳ ସମସ୍ୟା ଏବଂ ବୈଷୟିକ ବିଫଳତାର ସମ୍ମୁଖୀନ ହୁଅନ୍ତି, ଯାହା ଉଭୟ କଳାକାର ଏବଂ ଦର୍ଶକଙ୍କୁ ଅସନ୍ତୁଷ୍ଟ କରିଥାଏ ।ହର୍ଣ୍ଣବିଲ ମହୋତ୍ସବ ୨୫ ବର୍ଷ ପୂର୍ତ୍ତି ଅବସରରେ ନାଗାଲାଣ୍ଡର ଅଧିବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
December 05th, 11:10 am
ହର୍ଣ୍ଣବିଲ ମହୋତ୍ସବର ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ନାଗାଲାଣ୍ଡର ଅଧିବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ସେ ଉତ୍ସବ ପାଇଁ ଶୁଭେଚ୍ଛା ଜଣାଇବା ସହ ଉତ୍ସବରେ ବର୍ଜ୍ୟ ପରିଚାଳନା ଏବଂ ସ୍ଥିରତାକୁ ଗୁରୁତ୍ୱ ଦିଆଯାଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ । କିଛି ବର୍ଷ ତଳେ ସେ ଏହି ଉତ୍ସବ ଦେଖିବା ସମୟର ଅନୁଭୂତିକୁ ସ୍ମରଣ କରିବା ସହ ଅନ୍ୟମାନେ ଏହି ଉତ୍ସବ ଦେଖି ନାଗା ସଂସ୍କୃତିର ଜୀବନ୍ତତାକୁ ଅନୁଭବ କରିବାକୁ ଅନୁରୋଧ କରିଛନ୍ତି ।PM Modi greets the people of Nagaland on their Statehood Day
December 01st, 12:28 pm
The Prime Minister Shri Narendra Modi today greeted the people of Nagaland on their Statehood Day. He remarked that Naga culture was known for its spirit of duty and compassion.ପ୍ରଧାନମନ୍ତ୍ରୀ ଶୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ନାଗାଲାଣ୍ଡ ରାଜ୍ୟପାଳ
August 29th, 12:41 pm
ନାଗାଲାଣ୍ଡ ରାଜ୍ୟପାଳ ଶ୍ରୀ ଲା ଗଣେଶନ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ
August 09th, 02:23 pm
ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ନେଇଫିଉ ରିଓ ଭେଟିଛନ୍ତି ।The dreams of crores of women, poor and youth are Modi's resolve: PM Modi
February 18th, 01:00 pm
Addressing the BJP National Convention 2024 at Bharat Mandapam, Prime Minister Narendra Modi said, “Today is February 18th, and the youth who have reached the age of 18 in this era will vote in the country's 18th Lok Sabha election. In the next 100 days, you need to connect with every new voter, reach every beneficiary, every section, every community, and every person who believes in every religion. We need to gain the trust of everyone.PM Modi addresses BJP Karyakartas during BJP National Convention 2024
February 18th, 12:30 pm
Addressing the BJP National Convention 2024 at Bharat Mandapam, Prime Minister Narendra Modi said, “Today is February 18th, and the youth who have reached the age of 18 in this era will vote in the country's 18th Lok Sabha election. In the next 100 days, you need to connect with every new voter, reach every beneficiary, every section, every community, and every person who believes in every religion. We need to gain the trust of everyone.ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ
December 19th, 02:17 pm
ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ନେଫିଉ ରିଓ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।ନାଗାଲାଣ୍ଡ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
December 01st, 10:15 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଗାଲାଣ୍ଡର ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।21st century is about fulfilling every Indian's aspirations: PM Modi in Lok Sabha
August 10th, 04:30 pm
PM Modi replied to the Motion of No Confidence in Lok Sabha. PM Modi said that it would have been better if the opposition had participated with due seriousness since the beginning of the session. He mentioned that important legislations were passed in the past few days and they should have been discussed by the opposition who gave preference to politics over these key legislations.ଲୋକସଭାରେ ଅନାସ୍ଥା ପ୍ରସ୍ତାବର ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ
August 10th, 04:00 pm
ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାରମ୍ବାର ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ଭାରତର ପ୍ରତ୍ୟେକ ନାଗରିକଙ୍କ ପ୍ରତି ଅତ୍ୟନ୍ତ କୃତଜ୍ଞତା ଜ୍ଞାପନ କରିବାକୁ ଆସିଛନ୍ତି । ପୂର୍ବ ଥରର ଅନାସ୍ଥା ପ୍ରସ୍ତାବ ବିଷୟରେ ସ୍ମରଣ କରାଇ ସେ କହିଥିଲେ, ଏହା ସରକାରଙ୍କ ପାଇଁ ଫ୍ଲୋର ଟେଷ୍ଟ ନୁହେଁ ବରଂ ୨୦୧୮ରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବିରୋଧୀଙ୍କ ପାଇଁ ଏକ ଫ୍ଲୋର ଟେଷ୍ଟ । ଉଭୟ ଏନଡିଏ ଓ ବିଜେପି ଅଧିକ ଆସନରେ ବିଜୟୀ ହୋଇଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଯେତେବେଳେ ଆମେ ୨୦୧୯ରେ ନିର୍ବାଚନ ଲଢ଼ିଥିଲୁ, ଲୋକମାନେ ସେମାନଙ୍କ ଉପରେ ଅଧିକ ଦୃଢ଼ତାର ସହିତ ଆସ୍ଥା ପ୍ରକଟ କରିଥିଲେ। ଏକ ପ୍ରକାରରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ସରକାରଙ୍କ ପାଇଁ ଶୁଭ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଲୋକଙ୍କ ଆଶୀର୍ବାଦ ରେ ଏନଡିଏ ଓ ବିଜେପି ୨୦୨୪ରେ ସମସ୍ତ ରେକର୍ଡ ଭାଙ୍ଗି ବିଜୟୀ ହେବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।ନାଗାଲାଣ୍ଡରୁ ପ୍ରଥମ ମହିଳା ସଦସ୍ୟ ଭାବେ ରାଜ୍ୟସଭାରେ ଏସ୍. ଫାଙ୍ଗନୋନ୍ କୋନ୍ୟାକ ଅଧ୍ୟକ୍ଷତା କରିବାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଖୁସି ବ୍ୟକ୍ତ
July 25th, 08:16 pm
ରାଜ୍ୟସଭାରେ ନାଗାଲାଣ୍ଡରୁ ପ୍ରଥମ ମହିଳା ସଦସ୍ୟ ଏସ୍. ଫାଙ୍ଗନୋନ୍ କୋନ୍ୟାକ ଗତ ସପ୍ତାହରେ ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କ ଦ୍ୱାରା ଉପାଧ୍ୟକ୍ଷ ପ୍ୟାନେଲରେ ମନୋନୀତ ହେବା ପରେ ଗୃହରେ ଅଧ୍ୟକ୍ଷତା କରିବାକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ।