Viveka Smaraka inspires us to dedicate ourselves to a higher purpose: PM Modi in Mysuru, Karnataka

August 01st, 04:53 pm

PM Modi today inaugurated Viveka Smaraka in Mysuru, Karnataka. Speaking on the occasion, he appreciated the city for its consistent ranking among the nation's cleanest urban centers. He credited the youth with propelling the nation to possess the fastest-growing economy, the third-largest startup ecosystem and the second-largest mobile manufacturing capacity globally. The PM called upon the current generation to take on the ultimate responsibility of realizing Swami Vivekananda's grand vision for the nation.

PM Modi inaugurates the Swami Vivekananda Cultural Youth Centre - Viveka Smaraka at Mysuru, Karnataka

August 01st, 04:00 pm

PM Modi today inaugurated Viveka Smaraka in Mysuru, Karnataka. Speaking on the occasion, he appreciated the city for its consistent ranking among the nation's cleanest urban centers. He credited the youth with propelling the nation to possess the fastest-growing economy, the third-largest startup ecosystem and the second-largest mobile manufacturing capacity globally. The PM called upon the current generation to take on the ultimate responsibility of realizing Swami Vivekananda's grand vision for the nation.

PM to visit Andhra Pradesh and Karnataka on 1 August

July 31st, 09:56 am

PM Modi will visit Andhra Pradesh and Karnataka on 1 August. In Andhra Pradesh, he will inaugurate the Alluri Sitarama Raju International Airport and launch development projects worth over ₹17,900 crore. He will also lay the foundation stone for Andhra Pradesh's first semiconductor manufacturing facility. During his visit to Karnataka, he will inaugurate the Swami Vivekananda Cultural Youth Centre - Viveka Smaraka in Mysuru.

୨୦ ଓ ୨୧ ଜୁନରେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

June 19th, 05:48 pm

19.06.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦ ଓ ୨୧ ଜୁନରେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ। ସେ ୨୦ ଜୁନରେ ବିହାରର ସିୱାନ ଗସ୍ତ କରିବେ ଏବଂ ମଧ୍ୟାହ୍ନ ପ୍ରାୟ ୧୨ ଟାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

Today, Congress party is roaming around like the ‘Sultan’ of a ‘Tukde-Tukde’ gang: PM Modi in Mysuru

April 14th, 10:07 pm

Prime Minister Narendra Modi addressed a public meeting in Mysuru, Karnataka, seeking blessings from Tai Chamundeshwari. Expressing reverence, he bowed to the feet of Tai Chamundeshwari, Tai Bhuvaneshwari, and Tai Kaveri, symbolizing the essence of power inherent in the land of Mysuru and Karnataka. Acknowledging the significant presence of the people, especially the mothers and sisters of Karnataka, PM Modi emphasized the state's resounding call for the return of the Modi government.

PM Modi addresses a public meeting in Mysuru, Karnataka

April 14th, 05:00 pm

Prime Minister Narendra Modi addressed a public meeting in Mysuru, Karnataka, seeking blessings from Tai Chamundeshwari. Expressing reverence, he bowed to the feet of Tai Chamundeshwari, Tai Bhuvaneshwari, and Tai Kaveri, symbolizing the essence of power inherent in the land of Mysuru and Karnataka. Acknowledging the significant presence of the people, especially the mothers and sisters of Karnataka, PM Modi emphasized the state's resounding call for the return of the Modi government.

କର୍ଣ୍ଣାଟକର ହୁବଲୀ-ଧାରୱାଡରେ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 12th, 04:01 pm

ମୋତେ ଚଳିତ ବର୍ଷର ଆରମ୍ଭରେ ମଧ୍ୟ ହୁବଲୀ ଆସିବାର ସୌଭାଗ୍ୟ ମିଳିଥିଲା । ଯେଉଁଭଳି ଭାବେ ହୁବଲୀର ମୋର ପ୍ରିୟ ଭାଇମାନେ ଓ ଭଉଣୀମାନେ ସଡ଼କ କଡ଼ରେ ଠିଆ ହୋଇ ମୋତେ ଆଶୀର୍ବାଦ ଦେଲେ, ସେହି ମୁହୂର୍ତ୍ତକୁ ମୁଁ କେବେ ହେଲେ ମଧ୍ୟ ଭୁଲି ପାରିବି ନାହିଁ, ଏତେ ଭଲ ପାଇବା, ଏତେ ଆଶୀର୍ବାଦ । ବିଗତ ସମୟରେ ମୋତେ କର୍ଣ୍ଣାଟକର ଅନେକ ଅଞ୍ଚଳକୁ ଯିବାର ସୁଯୋଗ ମିଳିଛି । ବେଙ୍ଗାଲୁରୁରୁ ନେଇ ବେଲାଗାବୀ ପର୍ଯ୍ୟନ୍ତ, କଲବୁର୍ଗୀରୁ ନେଇ ଶିମୋଗା ପର୍ଯ୍ୟନ୍ତ, ମହୀଶୂରରୁ ନେଇ ତୁମକୁରୁ ପର୍ଯ୍ୟନ୍ତ, କନ୍ନଡିଗା ଲୋକମାନେ ମୋତେ ଯେପରି ସ୍ନେହ ଦେଇଛନ୍ତି, ନିଜରପଣିଆ ଦେଖାଇଛନ୍ତି, ଗୋଟିଏରୁ ବଳି ଆରେକ, ଆପଣମାନଙ୍କର ଏହି ଭଲପାଇବା, ଆପଣମାନଙ୍କର ଏହି ଆଶୀର୍ବାଦ ହେଉଛି ଅଭୀଭୂତ କରି ଦେବା ଭଳି । ଏହି ସ୍ନେହ ହେଉଛି ଆପଣମାନଙ୍କର ମୋ ଉପରେ ରହିଥିବା ଏକ ଋଣ ସଦୃଶ, ହେଉଛି କରଜ ଆଉ ଏହି ଋଣକୁ ମୁଁ କର୍ଣ୍ଣାଟକର ଜନତାଙ୍କର ଲାଗାତାର ଭାବେ ସେବା କରି ଏହି ଋଣ ସୁଝିବି । କର୍ଣ୍ଣାଟକର ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଖୁସିରେ ଭରି ଯାଉ, ଏଠାକାର ଯୁବକମାନଙ୍କୁ ଆଗକୁ ବଢ଼ିବାର, ରୋଜଗାର କରିବାର ନୂତନ ସୁଯୋଗ କ୍ରମାଗତ ଭାବେ ମିଳୁ, ଏଠାକାର ଭଉଣୀ- ଝିଅମାନେ ଆହୁରି ସଶକ୍ତ ହୁଅନ୍ତୁ, ଏହି ଦିଗରେ ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରୁଛୁ । ଭାଜପାର ଡବଲ ଇଞ୍ଜିନର ସରକାର, କର୍ଣ୍ଣାଟକର ପ୍ରତ୍ୟେକ ଜିଲ୍ଲାରେ, ପ୍ରତ୍ୟେକ ଗାଁ, ପ୍ରତ୍ୟେକ ସାହି- ବସ୍ତିର ସମ୍ପୂର୍ଣ୍ଣ ବିକାଶ ପାଇଁ ସଚ୍ଚୋଟତାର ସହିତ ପ୍ରୟାସ କରୁଛନ୍ତି । ଆଜି ଧାରୱାଡର ଏହି ମାଟିରେ ବିକାଶର ଏକ ନୂତନ ଧାରା ବାହାରୁଛି । ବିକାଶର ଏହି ଧାରା ହୁବଲୀ, ଧାରୱାଡ ସହିତ ହିଁ, ସମ୍ପୂର୍ଣ୍ଣ କର୍ଣ୍ଣାଟକର ଭବିଷ୍ୟତକୁ ସିଞ୍ଚନ କରିବାର କାର୍ଯ୍ୟ କରିବ, ତାହାକୁ ପୁଷ୍ପିତ ଏବଂ ପଲ୍ଲବିତ କରିବାର କାର୍ଯ୍ୟ କରିବ ।

କର୍ଣ୍ଣାଟକର ହୁବାଲି-ଧରୱାଡରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ

March 12th, 04:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ହୁବାଲୀ-ଧରୱାଡରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଥିବା ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଆଇଆଇଟି ଧରୱାଡ ରହିଛି ଯାହାର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ଫେବୃଆରୀ ୨୦୧୯ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିଲା, ଶ୍ରୀ ସିଦ୍ଧରୋଧା ସ୍ୱାମୀଜୀ ହୁବାଲି ଷ୍ଟେସନରେ ୧୫୦୭ ମିଟର ଲମ୍ବ ବିଶିଷ୍ଟ ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମ ଯାହା ନିକଟରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ଦ୍ୱାରା ମାନ୍ୟତା ପାଇଛି, ଏହି ଅଞ୍ଚଳରେ ଯୋଗାଯୋଗ ବୃଦ୍ଧି ପାଇଁ ହୋସାପେଟେ - ହୁବାଲି - ଟିନାଇଘାଟ ସେକ୍ସନର ବିଦ୍ୟୁତିକରଣ ଏବଂ ହୋସାପେଟ ଷ୍ଟେସନର ନବୀକରଣ ଆଦି ରହିଛି । ପ୍ରଧାନମନ୍ତ୍ରୀ ହୁବାଲି-ଧରୱାଡ ସ୍ମାର୍ଟ ସିଟିର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସେ ଜୟଦେବ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର, ଧରୱାଦ ବହୁମୁଖୀ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଏବଂ ଟୁପାରୀହଲ୍ଲା ବନ୍ୟା କ୍ଷତିଗ୍ରସ୍ତ ନିୟନ୍ତ୍ରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

କର୍ଣ୍ଣାଟକର ମାଣ୍ଡ୍ୟା ଠାରେ ବିକାଶ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ମୂଳ ପାଠ

March 12th, 12:35 pm

ମୁଁ ଆଦି ଚୁନଚୁନାଗିରୀ ଏବଂ ମେଲୁକୋଟେର ଗୁରୁମାନଙ୍କ ସମ୍ମୁଖରେ ମଧ୍ୟ ପ୍ରଣାମ କରୁଛି, ସେମାନଙ୍କର ଆଶୀର୍ବାଦ କାମନାକରୁଛି ।

କର୍ଣ୍ଣାଟକର ମାଣ୍ଡ୍ୟା ଠାରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

March 12th, 12:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ମାଣ୍ଡ୍ୟା ଠାରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ଲୋକାର୍ପିତ କରିଛନ୍ତି । ଯେଉଁ ପ୍ରକଳ୍ପ ଗୁଡ଼ିକ ସେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି, ସେଗୁଡିକ ମଧ୍ୟରେ ବେଙ୍ଗାଲୁରୁ – ମହୀଶୂର ଏକ୍ସପ୍ରେସୱେ ଅନ୍ତର୍ଭୁକ୍ତ ଏବଂ ସେ ମଧ୍ୟ ମହୀଶୂର – କୁଶାଲନଗର ୪ - ଲେନ ବିଶିଷ୍ଟ ରାଜପଥର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

କର୍ଣ୍ଣାଟକର ବେଙ୍ଗାଲୁରୁରେ ସାର୍ବଜନିକ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

November 11th, 12:32 pm

ଆଜି ଏହି ମହାନ ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନ ଦେଇ ବେଙ୍ଗାଲୁରୁ କର୍ଣ୍ଣାଟକର ବିକାଶ ଏବଂ ଐତିହ୍ୟ ଉଭୟର ବିକାଶକୁ ଆମେ ସଶକ୍ତ କରୁଛୁ । ଆଜି କର୍ଣ୍ଣାଟକ ପ୍ରଥମ ମେଡ ଇନ ଇଣ୍ଡିଆ ବଂଦେ ଭାରତ ଟ୍ରେନ ପାଇଛି । ଏହି ଟ୍ରେନ ଚେନ୍ନାଇ, ଦେଶର ଷ୍ଟାର୍ଟଅପ କ୍ୟାପିଟାଲ ବେଙ୍ଗାଲୁରୁ ଏବଂ ଐତିହ୍ୟର ସହର ମୈସୁର ସହିତ ଯୋଡ଼ି ହୋଇ ଯାଇଥାଏ । କର୍ଣ୍ଣାଟକର ଲୋକଙ୍କୁ ଅଯୋଧ୍ୟା, ପ୍ରୟାଗରାଜ ଏବଂ କାଶୀର ଦର୍ଶନ କରାଉଥିବା ଭାରତ ଗୌରବ କାଶୀ ଦର୍ଶନ ଟ୍ରେନର ମଧ୍ୟ ଆଜି ଶୁଭାରମ୍ଭ ହୋଇଛି । ଆଜି କେମ୍ପେଗୋଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦରର ଦ୍ୱିତୀୟ ଟର୍ମିନାଲକୁ ମଧ୍ୟ ଉଦଘାଟନ କରାଯାଇଛି । ମୁଁ ସୋସିଆଲ ମିଡିଆରେ ବିମାନବନ୍ଦରର ନୂଆ ଟର୍ମିନାଲର କିଛି ଚିତ୍ର ପୋଷ୍ଟ କରିଥିଲି । ଏବଂ ଆଜି ସେଠାକୁ ଯାଇ ଲାଗିଲା ଯେ ନୂତନ ଟର୍ମିନାଲ, ଚିତ୍ରଗୁଡ଼ିକରେ ଯେତିକି ଦେଖାଯାଉଛି ତା’ ଠାରୁ ଆହୁରି ସୁନ୍ଦର ଅଟେ, ଆଧୁନିକ ଅଟେ । ଏହା ବେଙ୍ଗାଲୁରୁର ଲୋକମାନଙ୍କର ବହୁତ ପୁରୁଣା ଚାହିଦା ଥିଲା ଯାହା ବର୍ତ୍ତମାନ ଆମର ସରକାର ପୂରଣ କରୁଛନ୍ତି ।

PM Modi attends a programme at inauguration of 'Statue of Prosperity' in Bengaluru

November 11th, 12:31 pm

PM Modi addressed a public function in Bengaluru, Karnataka. Throwing light on the vision of a developed India, the PM said that connectivity between cities will play a crucial role and it is also the need of the hour. The Prime Minister said that the new Terminal 2 of Kemepegowda Airport will add new facilities and services to boost connectivity.

ମହୀଶୂର ଦଶହରା ଉତ୍ସବର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

October 06th, 03:37 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହୀଶୂର ଦଶହରା ଉତ୍ସବର ଝଲକ ସେୟାର କରିଛନ୍ତି ଏବଂ ମହୀଶୂରର ଲୋକମାନଙ୍କ ସଂସ୍କୃତି ଓ ଐତିହ୍ୟକୁ ଏକ ସୁନ୍ଦର ଢଙ୍ଗରେ ବଞ୍ଚାଇ ରଖିବା ପାଇଁ ଦେଖାଇଥିବା ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ୨୦୨୨ ଯୋଗ ଦିବସ ଅବସରରେ ମହୀଶୂର ଗସ୍ତର ସ୍ମରଣୀୟ ସ୍ମୃତିକୁ ମନେ ପକାଇଛନ୍ତି ।

କର୍ଣ୍ଣାଟକର ମହୀଶୂର ପ୍ୟାଲେସ୍ ପଡିଆରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 21st, 06:55 am

ରାଜ୍ୟପାଳ ଶ୍ରୀ ଥାୱର ଚାନ୍ଦ ଗେହେଲଟ୍ ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ବାସଭରାଜ ବୋମ୍ମାଇ ଜୀ, ଶ୍ରୀ ଯଦୁଭୀର କୃଷ୍ଣଦତ୍ତାତ୍ତ ଚାମରାଜ ୱାଡିୟର୍ ଜୀ, ରାଜମାତା ପ୍ରମୋଦା ଦେବୀ, ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଜୀ । ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସରେ ଦେଶ ତଥା ବିଶ୍ୱର ସମସ୍ତ ଲୋକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ!

ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ମହୀଶୂର ଠାରେ ବିଶାଳ ଯୋଗ ପ୍ରଦର୍ଶନରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

June 21st, 06:54 am

ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହୀଶୂରର ରାଜପ୍ରାସାଦ ପଡ଼ିଆରେ ହଜାର ହଜାର ଅଂଶଗ୍ରହଣକାରୀଙ୍କ ସହ ସମୂହ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଛନ୍ତି । କର୍ଣ୍ଣାଟକ ରାଜ୍ୟପାଳ ଶ୍ରୀ ଥୱରଚାନ୍ଦ ଗେହଲଟ, ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଯୋଗ ଦେଇଥିଲେ ।

କର୍ଣ୍ଣାଟକକୁ 'କମିଶନ' ବାଲା ସରକାର ନାହିଁ ,'ମିଶନ' ବାଲା ସରକାରର ଆବଶ୍ୟକତା ଅଛି :ପ୍ରଧାନମନ୍ତ୍ରୀ ମୋଦୀ

February 19th, 04:45 pm

ପ୍ରଧାନମନ୍ତ୍ରୀ ମୋଦୀ ଆଜି କର୍ଣ୍ଣାଟକର ମୟସୁରରେ ଏକ ଜନସଭାକୁ ସମ୍ବୋଧିତ କଲେ । ନିଜ ସମ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏନଡିଏ ସରକାରଙ୍କ ଅଧୀନରେ ରେଳ ମନ୍ତ୍ରଣାଳୟର ଉପଲବ୍ଧି ବିଷୟରେ କହିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ମୟସୁର ଏବଂ ବେଙ୍ଗାଲୁରୁ ମଧ୍ୟରେ ରେଳ ଲାଇନର ବିଦ୍ୟୁତିକରଣରୁ ରାଜ୍ୟବାସୀଙ୍କୁ ଲାଭ ମିଳିବ ।

ମହୀଶୂରରେ ରେଳପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ; ଶ୍ରବଣବେଲାଗୋଲାରେ ଉଦ୍ଘାଟନ କଲେ ଉନ୍ନୟନ ପ୍ରକଳ୍ପ

February 19th, 03:44 pm

କେଏସଆର ବେଙ୍ଗାଲୁରୁ ଏବଂ ମହୀଶୂର ରେଳ ଲାଇନର ବିଦ୍ୟୁତକରଣକୁ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ମହୀଶୂର ରେଳ ଷ୍ଟେସନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ମଧ୍ୟ ମହୀଶୂର ଏବଂ ଉଦୟପୁର ମଧ୍ୟରେ ଚଳାଚଳ କରିଥିବା ପେଲେସ କୁଇନ ହମସଫର ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ହାଇଦ୍ରାବାଦ ଆଇଟି ବିଶ୍ୱ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 19th, 11:30 am

ସୂଚନା ଓ ପ୍ରଯୁକ୍ତି ବିଶ୍ୱ କଂଗ୍ରେସକୁ ଉଦ୍ଘାଟନ କରି ମୁଁ ଆନନ୍ଦିତ । ପ୍ରଥମ ଥର ଲାଗି ଭାରତରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହା ନାସକମ, ୱିଟସା ଏବଂ ତେଲଙ୍ଗାନା ସରକାରଙ୍କ ସହଭାଗୀତାରେ ଆୟୋଜନ କରାଯାଇଛି ।

PM to visit Maharashtra and Karnataka on February 18th and 19th

February 17th, 09:40 pm

The Prime Minister will arrive in Mumbai on the afternoon of February 18th. He will attend a function in Navi Mumbai, to mark the ground breaking ceremony of the Navi Mumbai International Airport. At the same event, he will also dedicate to the nation the fourth container terminal at JNPT.

We are at the global frontiers of achievements in science and technology: PM Modi

January 03rd, 11:37 am