The Dehradun-Delhi Economic Corridor will transform the entire region: PM Modi in Uttarakhand
April 14th, 01:25 pm
PM Narendra Modi inaugurated the Delhi-Dehradun Economic Corridor in Dehradun. In his address, he detailed the transformative benefits of the corridor and highlighted the project's multi-dimensional impact on the region. He also spoke about the construction of a nearly 12-kilometre elevated wildlife corridor as part of the expressway and urged tourists and pilgrims to keep sacred spaces clean and plastic-free.Prime Minister Shri Narendra Modi inaugurates Delhi–Dehradun Economic Corridor
April 14th, 01:20 pm
PM Narendra Modi inaugurated the Delhi-Dehradun Economic Corridor in Dehradun. In his address, he detailed the transformative benefits of the corridor and highlighted the project's multi-dimensional impact on the region. He also spoke about the construction of a nearly 12-kilometre elevated wildlife corridor as part of the expressway and urged tourists and pilgrims to keep sacred spaces clean and plastic-free.ଏଲବିଏସଏନଏଏଠାରେ ୯୬ତମ କମନ ଫାଉଣ୍ଡେସନ ପାଠ୍ୟକ୍ରମର ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 17th, 12:07 pm
ଫାଉଣ୍ଡେସନ୍ ପାଠ୍ୟକ୍ରମ ଶେଷ ହୋଇଥିବାରୁ ଆପଣ ସମସ୍ତ ଯୁବା ବନ୍ଧୁମାନଙ୍କୁ ଅନେକ ଅନେକ ଅଭିନନ୍ଦନ! ଆଜି ହେଉଛି ହୋଲିର ପର୍ବ । ମୁଁ ସମସ୍ତ ଦେଶବାସୀଙ୍କୁ, ଆପଣମାନଙ୍କୁ, ଏକାଡେମୀର ଲୋକମାନଙ୍କୁ ଏବଂ ଆପଣମାନଙ୍କ ପରିବାରକୁ ହୋଲିର ଅନେକ ଅନେକ ଶୁଭକାମନା ଜଣାଉଛି । ମୁଁ ଖୁସି ଯେ ଆଜି ଆପଣମାନଙ୍କ ଏକାଡେମୀ ଦ୍ୱାରା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ମହୋଦୟ, ଲାଲ ବାହାଦୁର ଶାସ୍ତ୍ରୀ ମହୋଦୟଙ୍କୁ ଉତ୍ସର୍ଗୀକୃତ ଡାକ ପ୍ରମାଣପତ୍ର ମଧ୍ୟ ଜାରି କରାଯାଇଛି । ଆଜି ନୂତନ ସ୍ପୋର୍ଟସ କମ୍ପେ୍ଲକ୍ସର ଉଦଘାଟନ ଏବଂ ହାପି ଭ୍ୟାଲି କମ୍ପେ୍ଲକ୍ସର ମଧ୍ୟ ଲୋକାର୍ପଣ କରାଯାଇଛି । ଏହି ସୁବିଧାଗୁଡିକ ଦଳଗତ ମନୋଭାବକୁ, ସ୍ୱାସ୍ଥ୍ୟ ଓ ସୁସ୍ଥତାର ଭାବନାକୁ ସଶକ୍ତ କରିବ, ନାଗରିକ ସେବାକୁ ଆହୁରି ସ୍ମାର୍ଟ ଏବଂ ଦକ୍ଷ କରିବାରେ ସାହାଯ୍ୟ ହେବ ।ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ପ୍ରତିଷ୍ଠାନ (ଏଲ୍ବିଏସ୍ଏନ୍ଏଏ)ର ୯୬ତମ ସାଧାରଣ ମୌଳିକ ପାଠ୍ୟକ୍ରମ(କମନ୍ ଫାଉଣ୍ଡେସନ କୋର୍ସ)ର ସମାପନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ବୋଧନ
March 17th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଲାଲବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ପ୍ରତିଷ୍ଠାନ (ଏଲ୍ବିଏସ୍ଏନ୍ଏଏ)ର ୯୬ତମ ସାଧାରଣ ଭିତ୍ତି ପାଠ୍ୟକ୍ରମ (କମନ ଫାଉଣ୍ଡେସନ କୋର୍ସ)ର ସମାପନ ସମାରୋହରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଛନ୍ତି । ଏହି ଅବସରରେ ସେ ମଧ୍ୟ ଏକ ନୂଆ ସ୍ପୋର୍ଟସ କମ୍ପ୍ଲେକ୍ସକୁ ଉଦ୍ଘାଟନ କରିବା ସହ ପୁନଃନିର୍ମିତ ହାଫି ଭ୍ୟାଲି କମ୍ପେ୍ଲକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।ଆରମ୍ଭ 2020ରେ ପ୍ରଶାସନିକ ସେବା ଶୀକ୍ଷାନବିସଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
October 31st, 12:01 pm
ବନ୍ଧୁଗଣ, ଗୋଟିଏ ବର୍ଷ ପୂର୍ବରୁ ଯେଉଁ ସ୍ଥିତି ଥିଲା, ଆଜିର ସ୍ଥିତି ମଧ୍ୟରେ ଖୁବ ଫରକ ରହିଛି । ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଏହି ସଙ୍କଟପୂର୍ଣ୍ଣ ସମୟରେ ଦେଶ, ଦେଶର ବ୍ୟବସ୍ଥା ଯେପରି ଭାବେ କାମ କରିଛି, ସେଥିରୁ ଆପଣମାନେ ଅନେକ କିଛି ଶିଖିଥିବେ । ଯଦିଓ ଆପଣମାନେ ସବୁକିଛି ଦେଖି ନାହାନ୍ତି, କେବଳ ଅନୁଭବ କରିଛନ୍ତି ତଥାପି ଆପଣମାନେ କିଛି ଶିକ୍ଷା ଲାଭ କରିଥିବେ ନିଶ୍ଚୟ । କରୋନା ମୁକାବିଲା କରିବାରେ ସହାୟକ ଏପରି କିଛି ସାମଗ୍ରୀ, ଯାହାପାଇଁ ଦେଶ ପୂର୍ବରୁ ଅନ୍ୟମାନଙ୍କ ଉପରେ ନିର୍ଭର କରୁଥିଲା, ଆଜି ଭାରତ ସେଥିମଧ୍ୟରୁ ଅନେକଗୁଡ଼ିଏ ସାମଗ୍ରୀ ରପ୍ତାନି କରିବାର ସ୍ଥିତିକୁ ଆସିଯାଇଛି । ସଂକଳ୍ପରୁ ସିଦ୍ଧିର ଏହା ହେଉଛି ଅତ୍ୟନ୍ତ ଚମତ୍କାର ଉଦାହରଣ ।ସମନ୍ୱିତ ସଂସ୍ଥାପନା ପାଠ୍ୟକ୍ରମ ‘ଆରମ୍ଭ’ର ଦ୍ୱିତୀୟ ସଂସ୍କରଣରେ ଭାରତୀୟ ସିଭିଲ ସେବାର ଶିକ୍ଷାନବୀଶ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ
October 31st, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର କେୱାଡିଆରୁ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଆଜି ମସୌରୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀର ଭାରତୀୟ ସିଭିଲ ସେବାର ଶିକ୍ଷାନବୀଶ ଅଧିକାରୀଙ୍କ ସହ ମତବିନିମୟ କରିଛନ୍ତି । ଏହି କାର୍ଯ୍ୟକ୍ରମଟି 2019ରେ ପ୍ରଥମଥର ଆରମ୍ଭ ହୋଇଥିବା ସମନ୍ୱିତ ପ୍ରତିଷ୍ଠାନ ପାଠ୍ୟକ୍ରମ (ଇଣ୍ଟିଗ୍ରେଟେଡ ଫାଉଣ୍ଡେସନ କୋର୍ସ) ‘ଆରମ୍ଭ’ର ଦ୍ୱିତୀୟ ସଂସ୍କରଣ ।ସହକାରୀ ସଚିବମାନଙ୍କ ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
July 02nd, 06:57 pm
ନିକଟରେ ଭାରତ ସରକାରଙ୍କ ଅଧୀନରେ ସହକାରୀ ସଚିବ ଭାବେ ଯୋଗ ଦେଇଥିବା ଭାରତୀୟ ପ୍ରଶାସନିକ ସେବା 2017 ବ୍ୟାଚର 160 ଜଣ ଯୁବ ଅଧିକାରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାର୍ତ୍ତାଳାପ କରିଛନ୍ତି ।PM addresses Officer Trainees of the 92nd Foundation Course at LBSNAA, Mussoorie, on the 2nd day of his visit
October 27th, 05:16 pm
PM Modi addressed over 360 Officer Trainees of the 92nd Foundation Course at LBSNAA, Mussoorie, on the 2nd day of his visit. Addressing the officer trainees, the PM stressed on the importance of Jan Bhagidari for policy initiatives to be successfully implemented.ଲାଲବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନ ଏକାଡେମୀକୁ ପ୍ରଧାନମନ୍ତ୍ରୀଙ୍କ ଦୁଇଦିନିଆ ଗସ୍ତ;
October 26th, 08:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ମସୌରୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନ ଏକାଡ଼େମୀ ଗସ୍ତରେ ଯାଇ ସେଠାରେ 92ତମ ଫାଉଣ୍ଡେସନ୍ କୋର୍ସରେ ତାଲିମ ପାଉଥିବା ଅଧିକାରୀମାନଙ୍କ ସହ ମତ ବିନିମୟ କରିଛନ୍ତି । ଏହି ପାଠ୍ୟକ୍ରମରେ ମୋଟ 360ଜଣ ଅଧିକାରୀ ତାଲିମ ନେଉଛନ୍ତି ।