ପୋରବନ୍ଦର-ମସ୍କଟ ଯାତ୍ରା କରୁଥିବା ପ୍ରାଚୀନ ପାଲଟଣା-ଜାହାଜ କୌଶଳରେ ନିର୍ମିତ ଆଇଏନ୍ଏସଭି କୌଣ୍ଡିନ୍ୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
December 29th, 05:57 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଇଏନ୍ଏସଭି କୌଣ୍ଡିନ୍ୟକୁ ସାକାର କରିବାରେ ସେମାନଙ୍କର ଅକ୍ଳାନ୍ତ ପ୍ରୟାସ ପାଇଁ ଡିଜାଇନର୍, କାରିଗର, ଜାହାଜ ନିର୍ମାତା ଏବଂ ଭାରତୀୟ ନୌସେନାକୁ ଅଭିନନ୍ଦନ ଜଣାଇଛନ୍ତି। ଏହା ପୋରବନ୍ଦରରୁ ଓମାନର ମସ୍କଟକୁ ପ୍ରଥମ ଯାତ୍ରା ଆରମ୍ଭ କରିଛି। ଶ୍ରୀ ମୋଦୀ କହିଛନ୍ତି ଯେ ଆଇଏନ୍ଏସଭି କୌଣ୍ଡିନ୍ୟ ପ୍ରାଚୀନ ଭାରତୀୟ ପାଲଟଣା-ଜାହାଜ କୌଶଳ ବ୍ୟବହାର କରି ନିର୍ମିତ ହୋଇଛି, ଯାହା ଭାରତର ସମୃଦ୍ଧ ସାମୁଦ୍ରିକ ପରମ୍ପରାକୁ ପ୍ରତିଫଳିତ କରେ। ଶ୍ରୀ ମୋଦୀ କହିଛନ୍ତି, “ଏକ ନିରାପଦ ଏବଂ ସ୍ମରଣୀୟ ଯାତ୍ରା ପାଇଁ ନାବିକମାନଙ୍କୁ ମୋର ଶୁଭେଚ୍ଛା, ଯେହେତୁ ସେମାନେ ଉପସାଗରୀୟ ଅଞ୍ଚଳ ଏବଂ ତା ବାହାରେ ଆମର ଐତିହାସିକ ସମ୍ପର୍କକୁ ପୁନଃସ୍ଥାପନ କରୁଛନ୍ତି।”PM Modi arrives in Muscat, Oman to a warm welcome
December 17th, 07:19 pm
PM Modi arrived in Muscat, Oman, a short while ago. He was accorded a ceremonial welcome at the airport. The PM’s visit marks 70 years of the establishment of diplomatic ties between India and Oman. In Muscat, the PM will hold discussions with His Majesty the Sultan of Oman to further strengthen the Strategic Partnership.ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 2, 2018
February 12th, 07:47 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ପ୍ରଧାନମନ୍ତ୍ରୀ ମୋଦୀ ମସ୍କଟରେ ସୁଲତାନ କାବୁସ ମସଜିଦ ପରିଦର୍ଶନ କଲେ
February 12th, 02:35 pm
ପ୍ରଧାନମନ୍ତ୍ରୀ ମୋଦୀ ମସ୍କଟସ୍ଥିତ ଓମାନର ସବୁଠୁ ବଡ଼ ମସଜିଦ ସୁଲତାନ କାବୁସ ଶାହୀ ମସଜିଦ ପରିଦର୍ଶନ କଲେ । ପ୍ରଧାନମନ୍ତ୍ରୀ ଯାତ୍ରାର କିଛି ଫୋଟଚିତ୍ର ଟ୍ୱିଟରରେ ସେୟାର କରିଛନ୍ତି ।ମସ୍କଟ ଶିବ ମନ୍ଦିରର ପୂଜାର୍ଚନା କଲେ ପ୍ରଧାନମନ୍ତ୍ରୀ
February 12th, 01:35 pm
ଓମାନ, ମସ୍କଟ ଶିବ ମନ୍ଦିରର ପୂଜାର୍ଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଓମାନର ମାସ୍କଟଠାରେ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
February 11th, 09:47 pm
ଏତେ ବିଶାଳ ସଂଖ୍ୟାରେ ଆସିଥିବା, ଏଠାକୁ ଆସିଥିବା ମୋର ପ୍ରିୟ ଦେଶବାସୀଗଣ ଆପଣ ସମସ୍ତଙ୍କୁ ବହୁତ-ବହୁତ ନମସ୍କାର ।ଓମାନ ମସ୍କଟରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ
February 11th, 09:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମସ୍କଟର ସୁଲତାନ କାବୁସ ଷ୍ଟାଡିୟମରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ।ଓମାନର ମସ୍କଟରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦୀ
February 11th, 07:07 pm
ପ୍ରଧାନମନ୍ତ୍ରୀ ମୋଦୀ ଓମାନର ମସ୍କଟରେ ପହଁଚିଲେ । ପ୍ରଧାନମନ୍ତ୍ରୀ ଓମାନର ସୁଲତାନ ସେୟାଦ କାବୁସ ବିନ ସଇଦଙ୍କୁ ସାକ୍ଷାତ କରିବେ ।ମସ୍କଟଠାରେ ପ୍ରଧାନମନ୍ତ୍ରୀଙ୍କ ସାମୁଦାୟିକ କାର୍ଯ୍ୟକ୍ରମ ଲାଗି ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
February 06th, 04:47 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଓମାନ ଗସ୍ତ ଅବସରରେ 11 ଫେବୃୟାରୀ, ସନ୍ଧ୍ୟା ସମୟରେ ଓମାନର ସବୁଠୁ ବଡ଼ ସୁଲତାନ କାବ୍ବସ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଏକ ସାମୁଦାୟିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ।