ଭାରତୀୟ ପନିର ନିର୍ମାତାମାନଙ୍କୁ ମୁଣ୍ଡିଆଲ୍ ଡୋ କ୍ୱିଜୋ ଡୋ ବ୍ରାଜିଲ୍ ୨୦୨୬ ରେ ସେମାନଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

April 22nd, 09:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ପନିର ନିର୍ମାତାମାନଙ୍କୁ ମୁଣ୍ଡିଆଲ ଡୋ କ୍ୱିଜୋ ଡୋ ବ୍ରାଜିଲ ୨୦୨୬ରେ ସେମାନଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି, ଯାହା ପନିର ଏବଂ କ୍ଷୀର ଉତ୍ପାଦ ପାଇଁ ଏକ ସକ୍ରିୟ ଅନ୍ତର୍ଜାତୀୟ ପ୍ରତିଯୋଗିତା। ଚାରୋଟି ଭାରତୀୟ ଉତ୍ପାଦ ପଦକ ଜିତିଛି, ଯେଉଁଥିରେ ୧ ସୁପର ଗୋଲ୍ଡ, ୨ ସ୍ୱର୍ଣ୍ଣ ଏବଂ ୧ ରୌପ୍ୟ ଅନ୍ତର୍ଭୁକ୍ତ।