ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଯିବେ ରାଜସ୍ଥାନ
July 06th, 04:05 pm
ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭାରେ କେନ୍ଦ୍ର ଏବଂ ରାଜସ୍ଥାନ ସରକାରଙ୍କ ଯୋଜନାରରୁ ଲାଭ ପାଇଥିବା 12ଜଣ ହିତାଧିକାରୀଙ୍କ ଅନୁଭୂତି ନେଇ ତିଆରି ହୋଇଥିବା ଦୃଶ୍ୟ-ଶ୍ରାବ୍ୟ ଉପସ୍ଥାପନାକୁ ଦେଖିବେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବସୁନ୍ଧରା ରାଜେଙ୍କ ପକ୍ଷରୁ ଏହି ଉପସ୍ଥାପନା କରାଯିବାର କାର୍ଯ୍ୟକ୍ରମ ରହିଛି ।