ଫକ୍ସକନ୍ର ଅଧ୍ୟକ୍ଷ ୟଙ୍ଗ୍ ଲିୟୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
August 14th, 05:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହନ୍ ହାଇ ଟେକ୍ନୋଲୋଜି ଗ୍ରୁପ୍ (ଫକ୍ସକନ୍)ର ଅଧ୍ୟକ୍ଷ ଶ୍ରୀ ୟଙ୍ଗ ଲିୟୁଙ୍କୁ ଭେଟିଛନ୍ତି। ବିଭିନ୍ନ ଭବିଷ୍ୟ କ୍ଷେତ୍ରରେ ଭାରତ ପ୍ରଦାନ କରୁଥିବା ଚମତ୍କାର ସୁଯୋଗକୁ ଆଲୋକିତ କରିବା ସହ ଶ୍ରୀ ମୋଦୀ ଭାରତରେ ଫକ୍ସକନ୍ର ବିନିଯୋଗ ଯୋଜନା ଉପେରେ ମଧ୍ୟ ଆଲୋଚନା କରିଥିଲେ ।ଗୁଜରାଟର ଗାନ୍ଧୀନଗରରେ ଫକ୍ସକନ୍ ଅଧ୍ୟକ୍ଷ ୟୋଙ୍ଗ୍ ଲିୟୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
July 28th, 05:55 pm
‘ଫକ୍ସକନ୍ ଅଧ୍ୟକ୍ଷ ୟୋଙ୍ଗ୍ ଲିୟୁ ଗାନ୍ଧୀନଗରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଭାରତରେ ସେମିକଣ୍ଡକ୍ଟର ଏବଂ ଚିପ୍ ଉତ୍ପାଦନ କ୍ଷମତା ବୃଦ୍ଧି ନିମନ୍ତେ ଫକ୍ସକନର ଯୋଜନାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି ।’