Let’s take a pledge together — Bihar will stay away from Jungle Raj! Once again – NDA Government: PM Modi in Chhapra
October 30th, 11:15 am
In his public rally at Chhapra, Bihar, PM Modi launched a sharp attack on the INDI alliance, stating that the RJD-Congress bloc, driven by vote-bank appeasement and opposed to faith and development, can never respect the beliefs of the people. Highlighting women empowerment, he said NDA initiatives like Drone Didis, Bank Sakhis, Lakhpati Didis have strengthened women across Bihar and this support will be expanded when NDA returns to power.This election will bring RJD-Congress their biggest defeat ever, and NDA’s biggest victory: PM Modi in Muzaffarpur, Bihar
October 30th, 11:10 am
PM Modi addressed a massive public meeting in Muzaffarpur, Bihar and began by saying that this was his first public meeting after the Chhath Mahaparv. He said Chhath is the pride of Bihar and the nation, a festival celebrated across India and even around the world. PM Modi also launched a campaign to promote Chhath songs across the nation. He said, “The public will choose the best tracks, and their creators will be awarded - boosting the preservation of Chhath tradition.”PM Modi’s grand rallies electrify Muzaffarpur and Chhapra, Bihar
October 30th, 11:00 am
PM Modi addressed two massive public meetings in Muzaffarpur and Chhapra, Bihar. Beginning his first rally, he noted that this was his first public meeting after the Chhath Mahaparv. He said that Chhath is the pride of Bihar and of the entire nation—a festival celebrated not just across India, but around the world. PM Modi also announced a campaign to promote Chhath songs nationwide, stating, “The public will choose the best tracks, and their creators will be awarded - helping preserve and celebrate the tradition of Chhath.”Prime Minister meets Swami Shakti Sharananand Saraswati Ji Maharaj in Motihari, Bihar
July 18th, 09:40 pm
The Prime Minister, Shri Narendra Modi met Swami Shakti Sharananand Saraswati Ji Maharaj in Motihari, Bihar today. Shri Modi received blessings and expressed gratitude for the Maharaj Ji’s warmth, affection, and guidance.ବିହାରର ମୋତିହାରୀଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 18th, 11:50 am
ଏହି ପବିତ୍ର ଶ୍ରାବଣ ମାସରେ ଆମେ ବାବା ସୋମେଶ୍ୱରନାଥଙ୍କ ଚରଣରେ ପ୍ରଣାମ କରୁଛୁ ଏବଂ ତାଙ୍କ ଠାରୁ ଆମେ ଆଶୀର୍ବାଦ ଆଣିଛୁ ଯେ ସଂପୂର୍ଣ୍ଣ ବିହାର ବାସୀଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଆସୁ।ବିହାରକୁ ୭୦୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ
July 18th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ମୋତିହାରୀରେ ୭୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ପବିତ୍ର ଶ୍ରାବଣ ମାସରେ ବାବା ସୋମେଶ୍ୱର ନାଥଙ୍କୁ ପ୍ରଣାମ କରି ପ୍ରଧାନମନ୍ତ୍ରୀ ବିହାରର ସମସ୍ତ ବାସିନ୍ଦାଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ପାଇଁ ଆଶୀର୍ବାଦ ଲୋଡ଼ିଥିଲେ ଏବଂ ପ୍ରାର୍ଥନା କରିଥିଲେ। ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ଚମ୍ପାରଣ ଭୂମି, ଏକ ଇତିହାସ ସୃଷ୍ଟି କରିଥିବା ଭୂମି। ସ୍ୱାଧୀନତା ଆନ୍ଦୋଳନ ସମୟରେ ଏହି ଭୂମି ମହାତ୍ମା ଗାନ୍ଧୀଙ୍କୁ ଏକ ନୂତନ ଦିଗଦର୍ଶନ ଦେଇଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଭୂମିରୁ ପ୍ରେରଣା ଏବେ ବିହାରର ନୂତନ ଭବିଷ୍ୟତ ଗଢ଼ିବ। ଏହି ବିକାଶ ପଦକ୍ଷେପ ପାଇଁ ସେ ଉପସ୍ଥିତ ସମସ୍ତ ଲୋକଙ୍କୁ ଏବଂ ବିହାରର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ।ପ୍ରଧାନମନ୍ତ୍ରୀ ଜୁଲାଇ ୧୮ରେ ବିହାର ଓ ପଶ୍ଚିମବଙ୍ଗ ଗସ୍ତରେ ଯିବେ
July 17th, 11:04 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୮ ତାରିଖରେ ବିହାର ଓ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ବିହାରର ମୋତିହାରିରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ସେ ୭,୨୦୦ କୋଟିରୁ ଅଧିକ ଟଙ୍କାର ଅନେକ ଗୁଡ଼ିଏ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିବେ । ଏକ ସାଧାରଣ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ ।୨୦ ଓ ୨୧ ଜୁନରେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
June 19th, 05:48 pm
19.06.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦ ଓ ୨୧ ଜୁନରେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ। ସେ ୨୦ ଜୁନରେ ବିହାରର ସିୱାନ ଗସ୍ତ କରିବେ ଏବଂ ମଧ୍ୟାହ୍ନ ପ୍ରାୟ ୧୨ ଟାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।ବିହାରର ଦିଘା ଓ ସୋନପୁରକୁ ସଂଯୋଗ କରୁଥିବା ଗଙ୍ଗା ନଦୀ ଉପରେ ୪.୫୬ କିଲୋମିଟର ଲମ୍ବ, ୬ ଲେନ୍ ବିଶିଷ୍ଟ ସେତୁ ନିର୍ମାଣକୁ କ୍ୟାବିନେଟ୍ ମଞ୍ଜୁରୀ
December 27th, 08:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଗଙ୍ଗା ନଦୀ ଉପରେ ନୂତନ ୪୫୫୬ ମିଟର ଲମ୍ବ, ୬-ଲେନ୍ ହାଇ ଲେଭଲ/ ଏକ୍ସଟ୍ରା ଡୋଜ୍ କେବୁଲ୍ ଷ୍ଟେଡ୍ ବ୍ରିଜ୍ (ଦୀଘା-ସୋନପୁର ରେଳ-ତଥା ରୋଡ୍ ସେତୁର ପଶ୍ଚିମ ପାର୍ଶ୍ୱର ସମାନ୍ତରାଳ) ଏବଂ ବିହାର ରାଜ୍ୟର ପାଟନା ଏବଂ ସାରଣ (ଜାତୀୟ ରାଜପଥ-୧୩୯ଡବ୍ଲ୍ୟୁ)ରେ ଉଭୟ ପାର୍ଶ୍ୱରେ ଇପିସି ମୋଡରେ ନିର୍ମାଣ ପାଇଁ ଅନୁମୋଦନ ପ୍ରଦାନ କରିଛି।ବିହାରର ମୋତିହାରି ଠାରେ ଇଟା ଭାଟି ଦୁର୍ଘଟଣା ଯୋଗୁଁ ହୋଇଥିବା ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ
December 24th, 09:47 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରର ମୋତିହାରି ଠାରେ ଇଟା ଭାଟି ଦୁର୍ଘଟଣା ଯୋଗୁଁ ହୋଇଥିବା ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।ଜଙ୍ଗଲ ରାଜ ପାଇଁ କୌଣସି ପ୍ରବେଶ ପଥ ନାହିଁ ବୋଲି ବିହାରର ଲୋକମାନେ ନିଷ୍ପତ୍ତି ନେଇଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ
November 01st, 04:01 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ବାଗାହରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ଟ୍ରେଣ୍ଡ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ବିହାରର ଲୋକମାନେ ରାଜ୍ୟରେ ଜଙ୍ଗଲ ରାଜ ପାଇଁ କୌଣସି ପ୍ରବେଶ ବୋର୍ଡ ଲଗାଇ ନାହାଁନ୍ତି। ସେ କହିଛନ୍ତି ଯେ ଚାଲିଥିବା ନିର୍ବାଚନରେ ଲୋକମାନେ ନୀତୀଶଙ୍କ ନେତୃତ୍ୱରେ ଏକ ସ୍ଥିର ଏନଡିଏ ସରକାର ବାଛିବା ପାଇଁ ନିଷ୍ପତ୍ତି ନେଇଛନ୍ତି।ବିହାରର ଛପ୍ରା, ସମସ୍ତିପୁର, ମୋତିହାରୀ ଏବଂ ବାଗାହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନ ପ୍ରଚାର
November 01st, 03:54 pm
ନିର୍ବାଚନ ପ୍ରଚାର ଜାରି ରଖି ପ୍ରଧାନମନ୍ତ୍ରୀ ମୋଦୀ ଆଜି ଛପ୍ରା, ସମସ୍ତିପୁର, ମୋତିହାରୀ ଏବଂ ବାଗାହରେ ଜନସଭାକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, “ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଏହା ସ୍ପଷ୍ଟ ହୋଇଛି ଯେ ନୀତୀଶ ବାବୁ ବିହାରରେ ପରବର୍ତ୍ତୀ ସରକାରର ନେତୃତ୍ୱ ନେବେ। ବିରୋଧୀ ଦଳ ସମ୍ପୂର୍ଣ୍ଣ ଭାବେ ବିଚଳିତ , କିନ୍ତୁ ମୁଁ ସେମାନଙ୍କୁ ବିହାରର ଲୋକମାନଙ୍କ ଉପରେ ସେମାନଙ୍କର ନିରାଶା ପ୍ରକାଶ ନ କରିବାକୁ କହିବି । ”ଗୋଟିଏ ପଟେ ଏନଡିଏ ଗଣତନ୍ତ୍ର ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଅନ୍ୟ ପଟେ 'ପରିବାର ତନ୍ତ୍ର ମେଣ୍ଟ ': ପ୍ରଧାନମନ୍ତ୍ରୀ ମୋଦୀ
November 01st, 03:25 pm
ସମସ୍ତିପୁରରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ , ଭାରତୀୟ ଜନତା ପାର୍ଟି ବିହାରର ଚାଷୀଙ୍କ ପାଇଁ 1000 କୃଷକ ଉତ୍ପାଦକ ସଂଗଠନ (FPO) ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି ଯେ ଆମ କୃଷକମାନଙ୍କ ପାଇଁ କୃଷି ଭିତ୍ତିଭୂମି ପାଇଁ କେନ୍ଦ୍ରୀୟ ସରକାର 1 ଲକ୍ଷ କୋଟି ଟଙ୍କାର ପାଣ୍ଠି ସୃଷ୍ଟି କରିଛନ୍ତି।ଜଙ୍ଗଲ ରାଜ ସୁନିଶ୍ଚିତ କରିଛନ୍ତି ଯେ ବିହାରର ହଲମାର୍କ ଥିବା ସମସ୍ତ ଶିଳ୍ପ ଏବଂ ଚିନି ମିଲ୍ ବନ୍ଦ ହୋଇଛି: ପ୍ରଧାନମନ୍ତ୍ରୀ
November 01st, 02:55 pm
ମୋତିହାରୀରେ ହୋଇଥିବା ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ଚେତାବନୀ ଦେଇଛନ୍ତି ଯେ କଂଗ୍ରେସ-ଆରଜେଡି ମିଳିତ ମଞ୍ଚ କ୍ଷମତାକୁ ଆସିଲେ ଜଙ୍ଗଲ ରାଜ ଫେରି ଆସିବ। ସେ କହିଛନ୍ତି ଯେ ଜଙ୍ଗଲ ରାଜ ନିଶ୍ଚିତ କରିଛନ୍ତି ଯେ ବିହାରର ହଲମାର୍କ ଥିବା ସମସ୍ତ ଶିଳ୍ପ ଏବଂ ଚିନି ମିଲ୍ ବନ୍ଦ ହୋଇଯାଇଛି।ଦକ୍ଷିଣ ଏସିଆର ପ୍ରଥମ ସୀମାପାର ପେଟ୍ରୋଲିୟମ ପାଇପଲାଇନ୍ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
September 10th, 12:10 pm
ଭିଡିଓ କନଫରେନ୍ସ ଜରିଆରେ ଭାରତର ମୋତିହାରିରୁ ନେପାଳର ଅମଲେଖଗଞ୍ଜ ପର୍ଯ୍ୟନ୍ତ ଦକ୍ଷିଣ ଏସିଆର ପ୍ରଥମ ସୀମାପାର ପେଟ୍ରୋଲିୟମ ଉତ୍ପାଦ ପାଇପଲାଇନକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ କେପି ଶର୍ମା ଓଲି ମିଳିତ ଭାବେ ଉଦଘାଟନ କରିଛନ୍ତି ।ଭାରତକୁ ନେପାଳ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଗସ୍ତ (ଏପ୍ରିଲ 07, 2018) ଅବସରରେ ଭାରତ-ନେପାଳ ମିଳିତ ବିବୃତି
April 07th, 12:29 pm
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ନେପାଳ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଶ୍ରୀ କେ.ପି ଶର୍ମା ଓଲି ଏପ୍ରିଲ 6-8, 2018ରେ ଭାରତକୁ ସରକାରୀ ଗସ୍ତରେ ଆସିଛନ୍ତି ।Development Will Free Bihar from All It’s Problems: PM Modi
October 27th, 12:43 pm