ଏସୀୟ ପାରା ଗେମ୍ସରେ ପୁରୁଷ ଡିସ୍କସ୍ ଥ୍ରୋ-ଏଫ୍-୧୧ରେ ରୌପ୍ୟ ପଦକ ଜିତିଥିବାରୁ ମୋନୁ ଘଙ୍ଗାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
October 27th, 12:27 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସର ପୁରୁଷ ଡିସ୍କସ ଥ୍ରୋ-ଏଫ୍ ୧୧ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ମୋନୁ ଘଙ୍ଗାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଶଟ୍ ପୁଟ୍ ଏଫ୍ ୧୧ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ମୋନୁ ଘଙ୍ଗାସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
October 23rd, 01:16 pm
ଚୀନ ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଶଟ୍ ପୁଟ୍ ଏଫ୍ ୧୧ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ମୋନୁ ଘଙ୍ଗାସଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।