ଏସୀୟ କ୍ରୀଡାରେ ପୁରୁଷ ୮୦୦ ମିଟର ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବାରୁ ମହମ୍ମଦ ଅଫଜଲ ପୁଲିକଲକାଥଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି

October 03rd, 11:27 pm

ଏସୀୟ କ୍ରୀଡାରେ ପୁରୁଷ ୮୦୦ ମିଟର ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟ୍ରାକ ଏବଂ ଫିଲ୍ଡ କ୍ରୀଡାବିତ୍ ମହମ୍ମଦ ଅଫଜଲ ପୁଲିକଲକାଥଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।