ପୁରୁଷ ୫୭ କିଲୋ ବର୍ଗରେ କାଂସ୍ୟ ପଦକ ଜିତିଥିବାରୁ ଭାରତୀୟ ବକ୍ସର ମହମ୍ମଦ ହୁସାମୁଦ୍ଦିନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
August 07th, 08:28 am
ବର୍ମିଙ୍ଗହାମ ସିଡବ୍ଲୁ୍ୟଜି ୨୦୨୨ରେ ପୁରୁଷ ୫୭ କିଗ୍ରା ବର୍ଗରେ କାଂସ୍ୟ ପଦକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବକ୍ସର ମହମ୍ମଦ ହୁସାମୁଦ୍ଦିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।