Prime Minister calls on His Majesty King Charles III of the United Kingdom

July 24th, 11:00 pm

PM Modi met His Majesty King Charles III at Sandringham Estate. They discussed sustainable living, including Ayurveda and Yoga, and how their benefits can be shared with the world. The two leaders noted that the signing of the India-UK Comprehensive Economic and Trade Agreement would lend fresh momentum to bilateral ties. They also spoke about strengthening collaboration on climate action and within the Commonwealth.

PM Modi and Prime Minister of the United Kingdom meet with Indian and UK business leaders

July 24th, 07:38 pm

PM Modi and the UK PM Starmer met with business leaders from India and the UK. Interacting with the business leaders, they encouraged them to realise the full potential of opportunities flowing from the CETA for deepening trade, investment and innovation partnerships. Both leaders reaffirmed their commitment to supporting businesses and deepen the bonds of economic cooperation.

ଭାରତ-ବ୍ରିଟେନ ଭିଜନ ୨୦୩୫

July 24th, 07:12 pm

ଲଣ୍ଡନରେ ୨୪ ଜୁଲାଇରେ ଭାରତ ଓ ବ୍ରିଟେନ କର୍ତୃପକ୍ଷଙ୍କ ଭିତରେ ସାକ୍ଷାତ ଆଲୋଚନା ବେଳେ ପ୍ରକାଶ ପାଇଛି ଭାରତ-ବ୍ରିଟେନ ଭିଜନ ୨୦୩୫ । ଏହି ଆକାଂକ୍ଷିତ ଓ ସୁଦୂରପ୍ରସାରୀ ଚୁକ୍ତିନାମା ଦୁଇ ଦେଶ ଭିତରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୂତ କରିବ । ବିଶ୍ୱର ଦ୍ରୁତ ପରିବର୍ତନ ସମୟରେ ଏହି ଚୁକ୍ତିନାମା ଦୁଇ ଦେଶକୁ ସମୃଦ୍ଧ ଓ ବିକାଶ ପଥରେ ଅଗ୍ରସର କରାଇବ ।

ଯୁକ୍ତରାଜ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

July 24th, 04:20 pm

ସର୍ବପ୍ରଥମେ, ମୁଁ ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କୁ ତାଙ୍କର ଭବ୍ୟ ସ୍ୱାଗତ ପାଇଁ ଆନ୍ତରିକତାର ସହିତ କୃତଜ୍ଞତା ଜ୍ଞାପନ କରୁଛି । ଆଜି ହେଉଛି ଆମ ସମ୍ପର୍କର ଏକ ଐତିହାସିକ ଦିନ । ମୁଁ ଅତ୍ୟନ୍ତ ଖୁସି ଯେ ଅନେକ ବର୍ଷର ପରିଶ୍ରମ ପରେ, ଆଜି ଦୁଇ ଦେଶ ମଧ୍ୟରେ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ ହୋଇଛି ।

ଯୁକ୍ତରାଜ୍ୟର ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ସହ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

July 24th, 04:00 pm

ଏହି ସ୍ୱାଗତ ପାଇଁ, ଏହି ଭବ୍ୟ ସମ୍ମାନ ପାଇଁ ମୁଁ ଆପଣଙ୍କ ପ୍ରତି ହୃଦୟର ଗଭୀରତାରୁ ବହୁତ କୃତଜ୍ଞତା ପ୍ରକାଶ କରୁଛି । ଆଜି ଆମେ ଚେକର୍ସରେ ଏକ ନୂତନ ଇତିହାସ ସୃଷ୍ଟି କରିବାକୁ ଯାଉଛେ। ଉଭୟ ଭାରତ ଏବଂ ଯୁକ୍ତରାଜ୍ୟ ଏକାଠି ଏକ ନୂତନ ଇତିହାସର ମୂଳଦୁଆ ସ୍ଥାପନ କରୁଛନ୍ତି।

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

July 24th, 03:59 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନକୁ ତାଙ୍କର ସରକାରୀ ଗସ୍ତ କାଳରେ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ସମ୍ମାନନୀୟ ସାର୍ କୀର୍‍ ଷ୍ଟାରମରଙ୍କୁ ଭେଟିଛନ୍ତି। ବକିଂହାମଶାୟରର ଚେକର୍ସସ୍ଥିତ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଷ୍ଟାରମର ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଦୁଇ ନେତା ଦ୍ୱିପାକ୍ଷିକ ବୈଠକ କରିବା ସହିତ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା କରିଥିଲେ।

PM Modi arrives in London, United Kingdom

July 24th, 12:15 pm

Prime Minister Narendra Modi arrived in United Kingdom a short while ago. In United Kingdom, PM Modi will hold discussions with UK PM Starmer on India-UK bilateral relations and will also review the progress of the Comprehensive Strategic Partnership.

ବ୍ରିଟେନ ଓ ମାଳଦ୍ୱୀପ ଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିଦାୟୀ ଅଭିଭାଷଣ

July 23rd, 01:05 pm

ଗତ କିଛି ବର୍ଷ ଭିତରେ ଭାରତ ଓ ବ୍ରିଟେନ ଭିତରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଛି । ବାଣିଜ୍ୟ, ପୁଞ୍ଜି ନିବେଶ, ପ୍ରଯୁକ୍ତି ବିଦ୍ୟା, ପ୍ରତିରକ୍ଷା, ଶିକ୍ଷା, ଗବେଷଣା, ସ୍ୱାସ୍ଥ୍ୟ ପରି ଅନେକ କ୍ଷେତ୍ରରେ ଦୁଇ ଦେଶ ଭିତରେ ସମ୍ପର୍କ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ସାର କେୟର ଷ୍ଟାରମରଙ୍କୁ ସାକ୍ଷାତ କରିବା ବେଳେ ପ୍ରଗତି ଓ ବିକାଶକୁ ଲକ୍ଷ୍ୟ ରଖି ଦୁଇ ଦେଶ ଭିତରେ ଆର୍ଥିକ କାରବାର ବୃଦ୍ଧି ପାଇଁ କଥା ହେବି । ଫଳରେ ଦୁଇ ଦେଶ ଭିତରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ମୋ ଗସ୍ତ ସମୟରେ ରାଜା ଚାର୍ଲସ ତୃତୀୟଙ୍କୁ ବି ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

ଗ୍ଲାସଗୋରେ ସିଓପି୨୬ ଶିଖର ସମ୍ମିଳନୀରେ ‘ସ୍ୱଚ୍ଛ ପ୍ରଯୁକ୍ତି ଉଦ୍ଭାବନ ଓ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ’ ପ୍ରସଙ୍ଗରେ ଆୟୋଜିତ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ସମ୍ଭାଷଣ

November 02nd, 07:45 pm

ଆଜି ‘ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରିଡ’ ଶୁଭାରମ୍ଭ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି । ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସଏ) ଏବଂ ବ୍ରିଟେନର ଗ୍ରିନ ଗ୍ରିଡ କାର୍ଯ୍ୟକ୍ରମରୁ ଆସିଥିବା ଏହି ପଦକ୍ଷେପ ଦ୍ୱାରା ‘ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରିଡ’ ନେଇ ଥିବା ମୋର ଦୀର୍ଘ ବର୍ଷର ପରିକଳ୍ପନାକୁ ଆଜି ଏକ ଠୋସ ରୂପ ମିଳିଛି । ମାନ୍ୟଗଣ, ଶିଳ୍ପ ବିପ୍ଳବକୁ ଜୀବାଶ୍ମ ଇନ୍ଧନ ଶକ୍ତି ଦେଉଥିଲା । ଜୀବାଶ୍ମ ଇନ୍ଧନର ବ୍ୟବହାର ଦ୍ୱାରା ଅନେକ ଦେଶ ସମୃଦ୍ଧ ତ ହୋଇଛନ୍ତି, କିନ୍ତୁ ଆମ ପୃଥିବୀ, ଆମର ପରିବେଶ ଏହାଦ୍ୱାରା ପ୍ରଭାବିତ ହୋଇଛି । ଜୀବାଶ୍ମ ଇନ୍ଧନ ପାଇଁ ଏହି ଦୌଡ଼ ଭୌଗୋଳିକ-ରାଜନୈତିକ ବିବାଦ ମଧ୍ୟ ସୃଷ୍ଟି କରିଛି । କିନ୍ତୁ ଆଜି ପ୍ରଯୁକ୍ତି ଆମକୁ ଏକ ମହତ୍ତ୍ୱପୂର୍ଣ୍ଣ ବିକଳ୍ପ ପ୍ରଦାନ କରିଛି ।

ଗ୍ଲାସଗୋରେ କପ୍‌-୨୦ ଶିଖର ସମ୍ମିଳନୀରେ ‘ଅଦମ୍ୟ ଦ୍ୱୀପ ଦେଶଗୁଡିକ ପାଇଁ ମୌଳିକ ଢାଂଚା’ ପଦକ୍ଷେପର ଶୁଭାରମ୍ଭକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

November 02nd, 02:01 pm

‘ଅଦମ୍ୟ ଦ୍ୱୀପ ଦେଶଗୁଡିକ ପାଇଁ ମୌଳିକ ଢାଂଚା’ ଆଇଆରଆଇଏସର ଶୁଭାରମ୍ଭ ଏକ ନୂତନ ଆଶା ଜାଗ୍ରତ କରୁଛି, ନୂଆ ବିଶ୍ୱାସ ପ୍ରଦାନ କରୁଛି । ଏହା ସବୁଠାରୁ ସହଜଭେଦ୍ୟ ଦେଶଗୁଡିକ ପାଇଁ କିଛି କରିବାର ସନ୍ତୋଷ ଦେଉଛି ।

PM Modi launches IRIS- Infrastructure for Resilient Island States at COP26 Summit in Glasgow's

November 02nd, 02:00 pm

Prime Minister Narendra Modi launched the Infrastructure for the Resilient Island States (IRIS) initiative for developing infrastructure of small island nations. Speaking at the launch of IRIS, PM Modi said, The initiative gives new hope, new confidence and satisfaction of doing something for most vulnerable countries.

ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 19, 2018

April 19th, 07:44 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ଲଣ୍ଡନରେ ‘ଭାରତ କି ବାତ ସବକେ ସାଥ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ମତ ବିନିୟମ

April 19th, 05:15 am

ପ୍ରସୂନ ଯୋଶୀ-ମୋଦୀଜୀ ଆମ ସମସ୍ତେ ଜାଣିଛୁ ଯେ ଆପଣ ଅନେକ ବ୍ୟସ୍ତ କାର୍ଯ୍ୟକ୍ରମ ମଧ୍ୟରୁ ସମୟ ବାହାର କରି ଏଠାକୁ ଆସିଛନ୍ତି ଏବଂ ଆମେ ଆପଣଙ୍କର ଅଳ୍ପ କିଛି ସମୟ ଚୋରି କରିଛୁ । ପ୍ରଥମେ ଆପଣଙ୍କୁ ଅନେକ, ଅନେକ ଧନ୍ୟବାଦ ।

ଲଣ୍ଡନରେ ‘ଭାରତ କି ବାତ୍ ସବ୍ କେ ସାଥ୍’ କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ଅଂଶଗ୍ରହଣକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

April 18th, 09:49 pm

ଗ୍ରେଟ ବ୍ରିଟେନର ଲଣ୍ଡନଠାରେ ଅନୁଷ୍ଠିତ ‘ଭାରତ କି ବାତ୍ ସବ୍ କେ ସାଥ୍’ କାର୍ଯ୍ୟକ୍ରମରେ ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରୁ ଯୋଗ ଦେଇଥିବା ଜନତାଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାବ ବିନିମୟ କରିଥିଲେ ।

ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 18, 2018

April 18th, 07:43 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ପ୍ରଧାନମନ୍ତ୍ରୀଙ୍କ ବ୍ରିଟେନ ଗସ୍ତ (ଏପ୍ରିଲ 18, 2018) ଅବସରରେ ଯୁକ୍ତରାଜ୍ୟ-ଭାରତ ମିଳିତ ବିବୃତି

April 18th, 07:02 pm



PM Modi pays floral tributes to Bhagwan Basaveshwara in London

April 18th, 04:02 pm

Prime Minister Modi today paid floral tributes to Bhagwan Basaveshwara in London.

Prime Minister Modi meets the Prince of Wales

April 18th, 03:54 pm

Prime Minister Narendra Modi today met the Prince of Wales. The leaders visited an exhibition at the Science Museum in London themed “5000 Years of Science and Innovation- Illuminating India”.

India-UK ties are diverse and extensive, says PM Modi

April 18th, 02:36 pm

Prime Minister Narendra Modi held productive talks with UK Prime Minister Theresa May. The leaders exchanged views on further enhancing India-UK ties in several sectors.

Prime Minister Modi calls on Her Majesty the Queen

April 18th, 10:50 am

Prime Minister Narendra Modi called on Her Majesty the Queen.