India-Europe partnership can deliver world-class outcomes: PM Modi at the European Round Table for the Industry

May 18th, 05:00 am

PM Modi addressed the European Round Table for Industry (ERT) in Gothenburg, Sweden, saying that the India-EU FTA could create new opportunities. He reiterated India’s vision of Design for India, Make in India and Export from India and invited European companies to deepen their engagement with India as a trusted and reliable economic partner. He concluded by suggesting that the India-Europe CEO Roundtable be held annually.

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18th, 12:10 am

ନେତାମାନେ ଭାରତ - ସ୍ୱିଡେନ ସମ୍ପର୍କର ପୂର୍ଣ୍ଣ ସମୀକ୍ଷା କରିଥିଲେ। ବାଣିଜ୍ୟ ଏବଂ ନିବେଶ, ନବସୃଜନ, ସବୁଜ ପରିବର୍ତ୍ତନ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଏବଂ ସୁରକ୍ଷା, ଡିଜିଟାଲାଇଜେସନ୍, ଏସଏମଇ, ମହାକାଶ, ଗବେଷଣା, ଶିକ୍ଷା, ସଂସ୍କୃତି ଏବଂ ଲୋକ - ଲୋକ ଆଦାନପ୍ରଦାନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କରେ ବୃଦ୍ଧି ପାଉଥିବା ଗତିକୁ ସ୍ୱୀକାର କରିଥିଲେ। ସେମାନେ ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆଧାରିତ ଏବଂ ନବସୃଜନ, ସ୍ଥାୟୀତ୍ୱ ଏବଂ ଗବେଷଣା ଏବଂ ବିକାଶ ସଂଯୋଗ ଦ୍ୱାରା ପରିଚାଳିତ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସେମାନଙ୍କର ସହଭାଗୀ ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଥିଲେ। ବ୍ୟାପକ ସହଭାଗୀତାକୁ ମାର୍ଗଦର୍ଶନ କରିବା ପାଇଁ ନିୟମିତ ଉଚ୍ଚସ୍ତରୀୟ ରାଜନୈତିକ ସମ୍ପର୍କ ଏବଂ ସଂସ୍ଥାଗତ ଆଲୋଚନା ବଜାୟ ରଖିବାର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ।

PM Modi, Swedish PM Ulf Kristersson, European Commission President attend joint press meet

May 17th, 11:43 pm

At the India-Sweden-EU Joint Press Meet, PM Modi said that India-Sweden relations had been elevated to the level of a Strategic Partnership. He noted that by bringing together Sweden’s technology and India’s scale, climate solutions benefiting the whole world could be created. Welcoming European Commission President Ursula von der Leyen, the PM said that through shared efforts, India-Sweden and India-Europe partnerships will continue to move forward.

Prime Minister and Prime Minster of Sweden exchange special gifts celebrating the shared cultural legacy of Rabindranath Tagore

May 17th, 11:18 pm

PM Modi and Swedish Prime Minister Ulf Kristersson exchanged special gifts celebrating the legacy of Gurudev Rabindranath Tagore, reflecting the shared cultural and intellectual heritage between India and Sweden and marking the centenary of his historic 1926 visit to Sweden.

Prime Minister interacts with select Swedish Business leaders

May 17th, 11:16 pm

PM Modi interacted with select Swedish business leaders and invited deeper collaboration under initiatives like Make in India. He encouraged Swedish companies to expand their presence in sectors including clean energy, defence, semiconductors, innovation and advanced manufacturing.

Prime Minister receives the Royal Order of the Polar Star, Degree Commander Grand Cross in Sweden

May 17th, 11:13 pm

In a special ceremony hosted in Gothenburg, Sweden, Her Royal Highness Crown Princess Victoria conferred upon PM Modi the Royal Order of the Polar Star, Degree Commander Grand Cross, one of Sweden’s oldest and most distinguished honours. Expressing gratitude for the recognition, PM Modi dedicated the honour to the 1.4 billion people of India and to the enduring friendship between India and Sweden. PM Modi also became the first Asian leader to be conferred with this award.

ସ୍ୱିଡେନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

May 17th, 06:09 pm

ପ୍ରଧାନମନ୍ତ୍ରୀ ମୋଦୀ ସ୍ୱିଡେନର ଗୋଥେନବର୍ଗରେ ପହଞ୍ଚିଥିଲେ ଏବଂ ସ୍ୱିଡେନ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟରସନ ତାଙ୍କର ପାଞ୍ଚଟି ଦେଶ ଗସ୍ତର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ କରିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୁରକ୍ଷା ଦେବା ପାଇଁ ସ୍ୱିଡେନ ମଧ୍ୟ ଏହାର ଯୁଦ୍ଧ ବିମାନ ପଠାଇଥିଲା। ଏହି ଗସ୍ତ ଭାରତ-ସ୍ୱିଡେନ ସମ୍ପର୍କର ବଢୁଥିବା ଗଭୀରତା ଏବଂ ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ମଜବୁତ କରିବା ଦିଗରେ ସହଭାଗୀ ପ୍ରତିବଦ୍ଧତାକୁ ଦର୍ଶାଉଛି ।

ୟୁରୋପୀୟ ଶିଳ୍ପ ଗୋଲ ଟେବୁଲ ବୈଠକକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

May 17th, 12:12 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ମଇ, ୨୦୨୬ରେ ଗୋଥେନବର୍ଗଠାରେ ଆୟୋଜିତ ୟୁରୋପୀୟ ଶିଳ୍ପ ଗୋଲଟେବୁଲ (ଇଆରଟି) ବୈଠକକୁ ସମ୍ବୋଧିତ କରିଛନ୍ତି । ଭଲଭୋ ଗ୍ରୁପ୍ ଦ୍ୱାରା ଆୟୋଜିତ ଏହି ଆଲୋଚନାରେ ସ୍ୱିଡେନର ପ୍ରଧାନମନ୍ତ୍ରୀ ଶ୍ରୀ ଉଲଫ୍ କ୍ରିଷ୍ଟରସନ୍; ୟୁରୋପୀୟ କମିଶନର ଅଧ୍ୟକ୍ଷା ଶ୍ରୀମତୀ ଉର୍ସୁଲା ଭନ୍ ଡେର୍ ଲେଏନ୍, ୟୁରୋପୀୟ ଶିଳ୍ପପତି ଏବଂ ଅଗ୍ରଣୀ ୟୁରୋପୀୟ ଏବଂ ଭାରତୀୟ କମ୍ପାନୀଗୁଡ଼ିକର ପ୍ରତିନିଧିମାନେ ଯୋଗଦେଇଥିଲେ।

Prime Minister’s Departure Statement ahead of his visit to the UAE, Netherlands, Sweden, Norway, and Italy

May 15th, 07:56 am

PM Modi is embarking on a five-nation visit to the UAE, the Netherlands, Sweden, Norway and Italy from 15-20 May 2026. During the visit, he will meet various Heads of State and hold discussions to further strengthen partnerships across key sectors. Highlights of the visit include his participation in the European Round Table for Industry in Sweden and the 3rd India-Nordic Summit in Oslo.

ପ୍ରଧାନମନ୍ତ୍ରୀଙ୍କ ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱିଡେନ, ନରୱେ ଏବଂ ଇଟାଲୀ ଗସ୍ତ (ମେ' 15 - 20, 2026)

May 11th, 09:00 pm

ପ୍ରଧାନମନ୍ତ୍ରୀ ମୋଦୀ 15 ମେ' ରୁ 20 ମେ' , 2026 ପର୍ଯ୍ୟନ୍ତ ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱିଡେନ, ନରୱେ ଏବଂ ଇଟାଲୀ ଗସ୍ତ କରିବେ। ଏହି ଗସ୍ତ ସମୟରେ, ସେ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିବେ। ନେଦରଲ୍ୟାଣ୍ଡରେ, ପ୍ରଧାନମନ୍ତ୍ରୀ ରାଜା ୱିଲେମ-ଆଲେକଜାଣ୍ଡାରଙ୍କୁ ଭେଟି ପ୍ରଧାନମନ୍ତ୍ରୀ ରବ ଜେଟେନଙ୍କ ସହ ଆଲୋଚନା କରିବେ। ସ୍ୱିଡେନରେ, ସେ ପ୍ରଧାନମନ୍ତ୍ରୀ କ୍ରିଷ୍ଟରସନଙ୍କ ସହ ଆଲୋଚନା କରିବେ। ନରୱେରେ, ସେ ରାଜା ହାରାଲ୍ଡ ପଞ୍ଚମଙ୍କୁ ସାକ୍ଷାତ କରିବେ ଏବଂ ପ୍ରଧାନମନ୍ତ୍ରୀ ଜୋନାସ ଗାହର ଷ୍ଟୋରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପରେ, ସେ ପ୍ରଧାନମନ୍ତ୍ରୀ ଜୋର୍ଜିଆ ମେଲୋନିଙ୍କ ସହ ଆଲୋଚନା କରିବା ପାଇଁ ଇଟାଲୀ ଗସ୍ତ କରିବେ।

ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 18, 2018

April 18th, 07:43 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

World is looking at India with renewed confidence: PM Modi in Sweden

April 17th, 11:59 pm

Addressing the Indian Community in Sweden, PM Narendra Modi today thanked PM Stefan Löfven for the warm welcome. Shri Modi remarked that it was not his welcome but the welcome of 125 crore Indians.

ଷ୍ଟକହୋମରେ ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

April 17th, 11:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଷ୍ଟକହୋମରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସ୍ୱିଡେନର ମହାମହିମ ରାଜା ଏବଂ ସ୍ୱିଡେନ ପ୍ରଧାନମନ୍ତ୍ରୀ ଷ୍ଟିଫେନ ଲୱେନ ଉପସ୍ଥିତ ଥିଲେ । ସ୍ୱିଡେନରେ ଭାବି ଓ ଉଦାରତାପୂର୍ଣ୍ଣ ସ୍ୱାଗତ ଲାଗି ଉଭୟଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

Visit of Prime Minister of India to Sweden (16-17 April 2018)

April 17th, 11:12 pm

During PM Modi's visit, India and Sweden hosted an India-Nordic Summit, entitled ‘India-Nordic Summit : Shared Values, Mutual Prosperity’. Prime Ministers of Denmark, Finland, Iceland and Norway attended the Summit. India has substantial economic ties with Nordic countries.  Annual India-Nordic trade is about $5.3 billion.  The cumulative Nordic FDI into India has been $2.5 billion.

ସ୍ୱିଡେନ, ଭାରତ ଯୁଗ୍ମ କାର୍ଯ୍ୟ।ନ୍ୱୟନ ଯୋଜନା (17 ଏପ୍ରିଲ 2018)

April 17th, 09:47 pm

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଲୱେନ 17 ଏପ୍ରିଲରେ ପରସ୍ପରକୁ ଭେଟିଥିଲେ । 2016ରେ ସେମାନଙ୍କ ଦ୍ୱାରା ଜାରି ହୋଇଥିବା ଯୁଗ୍ମ ବିବୃତିକୁ ଉଭୟ ସ୍ମରଣ କରିଥିଲେ । ସେମାନେ ଏହାର କାର୍ଯ୍ୟକାରୀତାରେ ହୋଇଥିବା ଅଗ୍ରଗତିକୁ ସ୍ୱାଗତ କରିଥିଲେ ଏବଂ ସାମଗ୍ରୀକ ରାଜନୈତିକ ସହଯୋଗ ପାଇଁ ଯୁଗ୍ମ ବିବୃତି ପ୍ରତି ସେମାନଙ୍କ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଡେନମାର୍କ ,ଆଇସଲ୍ୟାଣ୍ଡ ,ଫିନଲ୍ୟାଣ୍ଡ ଏବଂ ନରୱେର ପ୍ରଧାନମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି

April 17th, 09:05 pm

ନିଜର ସ୍ଵିଡେନ ଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଡେନମାର୍କ ,ଆଇସଲ୍ୟାଣ୍ଡ ,ଫିନଲ୍ୟାଣ୍ଡ ଏବଂ ନରୱେର ପ୍ରଧାନମନ୍ତ୍ରୀମାନଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନେତାମାନଙ୍କ ସହ ଦ୍ୱିପାକ୍ଷିକ ସ୍ତରରେ ଆଲୋଚନା କରିଛନ୍ତି ଏବଂ ବିଭିନ୍ନ ଦେଶମାନଙ୍କ ସହ ଭାରତର ସମ୍ପର୍କକୁ ଆହୁରି ସୁଦୃଢ କରିବାର ପ୍ରକ୍ରିୟା ଉପରେ ବିଚାରବିମର୍ଶ କରିଛନ୍ତି ।

ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 17, 2018

April 17th, 07:40 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ପ୍ରଧାନମନ୍ତ୍ରୀ ସ୍ଵିଡେନର ସିଇଓମାନଙ୍କ ସହ ମତ ବିନିମୟ କରିଛନ୍ତି ,ଭାରତରେ ନିବେଶର ସୁଯୋଗ ଉପରେ ଉଲ୍ଲେଖ କରିଛନ୍ତି

April 17th, 05:52 pm

ପ୍ରଧାନମନ୍ତ୍ରୀ ମୋଦୀ ଆଜି ସ୍ଵିଡେନ ସିଇଓମାନଙ୍କ ସହ ମତ ବିନିମୟ କରିଥିଲେ । ସେ ଦୁଇ ଦେଶ ମଧ୍ୟରେ ବ୍ୟାପାର ଏବଂ ବ୍ୟବସାୟିକ ସମ୍ପର୍କ ଉପରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ସ୍ଵିଡେନ 'ମେକ ଇନ ଇଣ୍ଡିଆ' ପଦକ୍ଷେପରେ ଏକ ବଡ଼ ଯୋଗଦାନକାରୀ ରାଷ୍ଟ୍ର ବୋଲି କହି ଭାରତରେ ନିବେଶ ଲାଗି ଉପଲବ୍ଧ ଭିଭିନ୍ନ ସୁଯୋଗ ଉପରେ ମଧ୍ୟ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଷ୍ଟକହୋମ ଗସ୍ତ ବେଳେ ସ୍ୱାକ୍ଷରିତ ଓ ବିନିମୟ ହୋଇଥିବା ରାଜିନାମା/ ବୁଝାମଣାର ତାଲିକା (16-17ଏପ୍ରିଲ, 2018)

April 17th, 05:36 pm



ସ୍ୱିଡେନ ଗସ୍ତ (ଏପ୍ରିଲ 17, 2018) ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି

April 17th, 04:50 pm

ଏହା ମୋର ପ୍ରଥମ ସ୍ୱିଡେନ ଗସ୍ତ ଅଟେ । ଭାରତର ପ୍ରଧାନମନ୍ତ୍ରୀଙ୍କ ସ୍ୱିଡେନ ଯାତ୍ରା ପାଖାପାଖି ତିନି ଦଶକ ପରେ ହେଉଛି । ସ୍ୱିଡେନରେ ଆମକୁ ଉଦାରତାପୂର୍ଣ୍ଣ ସ୍ୱାଗତ ଏବଂ ସମ୍ମାନ ଲାଗି ମୁଁ ପ୍ରଧାନମନ୍ତ୍ରୀ ଲୱେନ ଏବଂ ସ୍ୱିଡେନ ସରକାରଙ୍କୁ ହୃଦୟପୂର୍ବକ କୃତଜ୍ଞତା ପ୍ରକଟ କରୁଛି । ମୋର ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଲୱେନ ଅନ୍ୟ ନୋର୍ଡିକ ଦେଶଗୁଡ଼ିକ ସହିତ ଭାରତର ଶିଖର ସମ୍ମିଳନୀ ମଧ୍ୟ ଆୟୋଜନ କରୁଛନ୍ତି । ସେଥିପାଇଁ ମୁଁ ହୃଦୟପୂର୍ବକ କୃତଜ୍ଞତା ପ୍ରକଟ କରୁଛି ।