Over the last 11 years, India has changed its economic DNA: PM Modi during India-Oman Business Forum

December 18th, 04:08 pm

PM Modi addressed the India–Oman Business Forum in Muscat, highlighting centuries-old maritime ties, the India–Oman CEPA as a roadmap for shared growth, and India’s strong economic momentum. He invited Omani businesses to partner in future-ready sectors such as green energy, innovation, fintech, AI and agri-tech to deepen bilateral trade and investment.

ଓମାନରେ ଭାରତୀୟ ଛାତ୍ର ଏବଂ ଭାରତୀୟ ସମ୍ପ୍ରଦାୟକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

December 18th, 12:32 pm

ଏହି ଯୁବ ଉତ୍ସାହ, ତୁମର ଶକ୍ତି, ଏଠାକାର ସମ୍ପୂର୍ଣ୍ଣ ପରିବେଶକୁ ଚଳଚଞ୍ଚଳ କରିଦେଇଛି । ମୁଁ ସେହି ସମସ୍ତ ଭାଇ-ଭଉଣୀମାନଙ୍କୁ ମଧ୍ୟ ପ୍ରଣାମ କରୁଛି ଯେଉଁମାନେ ସ୍ଥାନର ଅଭାବ ଯୋଗୁଁ ଏହି ହଲରେ ନାହାନ୍ତି ଏବଂ ନିକଟବର୍ତ୍ତୀ ହଲ୍‌ରେ ସ୍କ୍ରିନରେ ଏହି କାର୍ଯ୍ୟକ୍ରମକୁ ଲାଇଭ ଦେଖୁଛନ୍ତି । ଏବେ ଆପଣ କଳ୍ପନା କରିପାରିବେ, ଯଦି ଏତେ ଦୂର ଆସିଲେ ଏବଂ ଭିତରକୁ ଆସିପାରିଲେ ନାହିଁ, ତେବେ ସେମାନଙ୍କ ମନରେ କ’ଣ ଚାଲିଥିବ ।

ଓମାନରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 18th, 12:31 pm

ସମାବେଶକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଭାରତରେ ରହୁଥିବା ପରିବାର ଏବଂ ବନ୍ଧୁମାନଙ୍କ ତରଫରୁ ସମୁଦାୟକୁ ଶୁଭେଚ୍ଛା ଜଣାଇଥିଲେ। ସେ ସେମାନଙ୍କର ଅତି ଚମତ୍କାର ଏବଂ ରଙ୍ଗାରଙ୍ଗ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ଓମାନରେ ବସବାସ କରୁଥିବା ଭାରତର ବିଭିନ୍ନ ଅଂଶରୁ ଲୋକଙ୍କୁ ଭେଟି ସେ ଖୁବ୍ ଆନନ୍ଦିତ, ଏବଂ ଉଲ୍ଲେଖ କରିଥିଲେ ଯେ ବିବିଧତା ହେଉଛି ଭାରତୀୟ ସଂସ୍କୃତିର ମୂଳଦୁଆ - ଏକ ମୂଲ୍ୟ ଯାହା ସେମାନଙ୍କୁ ଯେକୌଣସି ସମାଜର ଅଂଶ ହେବାରେ ସାହାଯ୍ୟ କରେ। ଓମାନରେ ଭାରତୀୟ ସମ୍ପ୍ରଦାୟକୁ କେତେ ଭଲ ଭାବରେ ସମ୍ମାନିତ କରାଯାଏ ସେ, ବିଷୟରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ସହାବସ୍ଥାନ ଏବଂ ସହଯୋଗ ଭାରତୀୟ ପ୍ରବାସୀମାନଙ୍କର ଏକ ପ୍ରମୁଖ ପରିଚୟ।

PM Modi participates in India Oman Business Forum

December 18th, 11:15 am

PM Modi addressed the India–Oman Business Forum in Muscat, highlighting centuries-old maritime ties, the India–Oman CEPA as a roadmap for shared growth, and India’s strong economic momentum. He invited Omani businesses to partner in future-ready sectors such as green energy, innovation, fintech, AI and agri-tech to deepen bilateral trade and investment.

PM Modi arrives in Muscat, Oman to a warm welcome

December 17th, 07:19 pm

PM Modi arrived in Muscat, Oman, a short while ago. He was accorded a ceremonial welcome at the airport. The PM’s visit marks 70 years of the establishment of diplomatic ties between India and Oman. In Muscat, the PM will hold discussions with His Majesty the Sultan of Oman to further strengthen the Strategic Partnership.

ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

December 15th, 08:15 am

ଆଜି ମୁଁ ଜୋର୍ଡାନର ହାସେମାଇଟ, ଫେଡେରାଲ ଡେମୋକ୍ରାଟିକ ରିପବ୍ଲିକ ଅଫ ଇଥିଓପିଆ ଏବଂ ସୁଲତାନତ ଅଫ ଓମାନକୁ ତିନି ଦେଶ ଗସ୍ତରେ ଯାଉଛି, ଏହି ତିନିଟି ରାଷ୍ଟ୍ର ସହିତ ଭାରତର ପୁରୁଣା ସଭ୍ୟତାଗତ ସମ୍ପର୍କ ଏବଂ ବ୍ୟାପକ ସମସାମୟିକ ଦ୍ୱିପାକ୍ଷିକ ସମ୍ପର୍କ ମଧ୍ୟ ରହିଛି ।

ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 2, 2018

February 12th, 07:47 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ପ୍ରଧାନମନ୍ତ୍ରୀ ମୋଦୀ ମସ୍କଟରେ ସୁଲତାନ କାବୁସ ମସଜିଦ ପରିଦର୍ଶନ କଲେ

February 12th, 02:35 pm

ପ୍ରଧାନମନ୍ତ୍ରୀ ମୋଦୀ ମସ୍କଟସ୍ଥିତ ଓମାନର ସବୁଠୁ ବଡ଼ ମସଜିଦ ସୁଲତାନ କାବୁସ ଶାହୀ ମସଜିଦ ପରିଦର୍ଶନ କଲେ । ପ୍ରଧାନମନ୍ତ୍ରୀ ଯାତ୍ରାର କିଛି ଫୋଟଚିତ୍ର ଟ୍ୱିଟରରେ ସେୟାର କରିଛନ୍ତି ।

ମସ୍କଟ ଶିବ ମନ୍ଦିରର ପୂଜାର୍ଚନା କଲେ ପ୍ରଧାନମନ୍ତ୍ରୀ

February 12th, 01:35 pm

ଓମାନ, ମସ୍କଟ ଶିବ ମନ୍ଦିରର ପୂଜାର୍ଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ପ୍ରଧାନମନ୍ତ୍ରୀ ମୋଦୀ କାଉନସିଲ ଅଫ ମିନିଷ୍ଟରର ଉପ ପ୍ରଧାନମନ୍ତ୍ରୀ ସେୟୀଦ ଫହଦ ବିନ ମହମ୍ମଦ ଅଲ ସଇଦଙ୍କୁ ସାକ୍ଷାତ କଲେ

February 12th, 01:33 pm

ପ୍ରଧାନମନ୍ତ୍ରୀ ମୋଦୀ ଆଜି କାଉନସିଲ ଅଫ ମିନିଷ୍ଟରର ଉପ ପ୍ରଧାନମନ୍ତ୍ରୀ ସେୟୀଦ ଫହଦ ବିନ ମହମ୍ମଦ ଅଲ ସଇଦଙ୍କୁ ସାକ୍ଷାତ କଲେ । ଦୁଇ ନେତା ଭାରତ ଏବଂ ଓମାନ ମଧ୍ୟରେ ସହଯୋଗକୁ ଆହୁରି ବିସ୍ତାର କରିବାର ପ୍ରକ୍ରିୟା ଉପରେ ଚର୍ଚ୍ଚା କଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଓମାନର ଅନ୍ତଃରାଷ୍ଟ୍ରୀୟ ସମ୍ପର୍କ ଏବଂ ସହଯୋଗ ବ୍ୟାପାରର ଉପ-ପ୍ରଧାନମନ୍ତ୍ରୀ ସେୟାଦ ଅସଦ ବିନ ତାରିକ ଅଲ ସଇଦଙ୍କୁ ସାକ୍ଷାତ କଲେ

February 12th, 12:35 pm

ପ୍ରଧାନମନ୍ତ୍ରୀ ମୋଦୀ ଓମାନର ଅନ୍ତଃରାଷ୍ଟ୍ରୀୟ ସମ୍ପର୍କ ଏବଂ ସହଯୋଗ ବ୍ୟାପାରର ଉପ-ପ୍ରଧାନମନ୍ତ୍ରୀ ସେୟାଦ ଅସଦ ବିନ ତାରିକ ଅଲ ସଇଦଙ୍କୁ ସାକ୍ଷାତ କଲେ । ଦୁଇ ନେତାଙ୍କ ମଧ୍ୟରେ ଭାରତ-ଓମାନର ବନ୍ଧୁତାକୁ ଆହୁରି ମଜବୁତ କରିବାର ପ୍ରକ୍ରିୟା ଉପରେ ଚର୍ଚ୍ଚା ହେଲା ।

ପ୍ରଧାନମନ୍ତ୍ରୀଙ୍କ ଓମାନ ଗସ୍ତ ବେଳେ ସ୍ୱାକ୍ଷରିତ ରାଜିନାମା/ବୁଝାମଣାର ତାଲିକା (ଫେବୃଆରୀ 11, 2018)

February 12th, 11:53 am

ପ୍ରଧାନମନ୍ତ୍ରୀଙ୍କ ଓମାନ ଗସ୍ତ ବେଳେ ସ୍ୱାକ୍ଷରିତ ରାଜିନାମା/ବୁଝାମଣାର ତାଲିକା (ଫେବୃଆରୀ 11, 2018)

ପ୍ରଧାନମନ୍ତ୍ରୀ ମୋଦୀ ଓମାନର ଉଦ୍ୟୋଗପତିମାନଙ୍କୁ ସାକ୍ଷାତ କଲେ

February 12th, 11:35 am

ଭାରତ-ଓମାନ ବ୍ୟାପାର ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଓମାନର ପ୍ରମୁଖ ଉଦ୍ୟୋଗପତିମାନଙ୍କୁ ସାକ୍ଷାତ କଲେ ଏବଂ ଭାରତର ଆର୍ଥିକ ପ୍ରଗତି ବିଷୟରେ ସେମାନଙ୍କ ସହ ଆଲୋଚନା କଲେ । ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ୟୋଗପତିମାନଙ୍କ ସହ ଗତ ସାଢ଼େ 3 ବର୍ଷରେ କରାଯାଇଥିବା ସୁଧାର ଏବଂ ଭାରତରେ ଆର୍ଥିକ ଅବସରର ଲାଭ ନେବା ପାଇଁ ସେମାନଙ୍କୁ ଆମନ୍ତ୍ରିତ କଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଓମାନ ସୁଲତାନ କାବୁସଙ୍କୁ ସାକ୍ଷାତ କଲେ

February 11th, 10:30 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓମାନ ସୁଲତାନ କାବୁସଙ୍କୁ ସାକ୍ଷାତ କଲେ । ଦୁଇ ନେତା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କଲେ ।

ଓମାନର ମାସ୍କଟଠାରେ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

February 11th, 09:47 pm

ଏତେ ବିଶାଳ ସଂଖ୍ୟାରେ ଆସିଥିବା, ଏଠାକୁ ଆସିଥିବା ମୋର ପ୍ରିୟ ଦେଶବାସୀଗଣ ଆପଣ ସମସ୍ତଙ୍କୁ ବହୁତ-ବହୁତ ନମସ୍କାର ।

ଓମାନ ମସ୍କଟରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

February 11th, 09:46 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମସ୍କଟର ସୁଲତାନ କାବୁସ ଷ୍ଟାଡିୟମରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ।

ଓମାନର ମସ୍କଟରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦୀ

February 11th, 07:07 pm

ପ୍ରଧାନମନ୍ତ୍ରୀ ମୋଦୀ ଓମାନର ମସ୍କଟରେ ପହଁଚିଲେ । ପ୍ରଧାନମନ୍ତ୍ରୀ ଓମାନର ସୁଲତାନ ସେୟାଦ କାବୁସ ବିନ ସଇଦଙ୍କୁ ସାକ୍ଷାତ କରିବେ ।

ପାଲେଷ୍ଟାଇନ, ସଂଯୁକ୍ତ ଆରବ ଅମିରତନ୍ତ୍ର, ଓମାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

February 08th, 11:05 pm

ପାଲେଷ୍ଟାଇନ, ସଂଯୁକ୍ତ ଆରବ ଅମିରତନ୍ତ୍ର (ୟୁଏଇ)ଏବଂ ଓମାନ ଗସ୍ତରେ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ଥାନ ବିବୃତି ନିମ୍ନରେ ଦିଆଗଲା