ମାଳଦ୍ୱୀପର ୬୦ତମ ସ୍ୱାଧୀନତା ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
July 26th, 06:47 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାଲେଠାରେ ମାଳଦ୍ୱୀପର ୬୦ତମ ସ୍ୱାଧୀନତା ଦିବସ ସମାରୋହରେ ‘ସମ୍ମାନିତ ଅତିଥି’ ଭାବରେ ଯୋଗ ଦେଇଛନ୍ତି। ପ୍ରଥମ ଥର କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ମାଳଦ୍ୱୀପର ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପ୍ରଥମ ବିଦେଶୀ ନେତା ଯାହାଙ୍କୁ ରାଷ୍ଟ୍ରପତି ମୁଇଜୁ ଆତିଥ୍ୟ ପ୍ରଦାନ କରିଛନ୍ତି।ଫଳାଫଳ ସୂଚୀ: ମାଳଦ୍ୱୀପକୁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଗସ୍ତ
July 26th, 07:19 am
ମାଳଦ୍ୱୀପକୁ ୪,୮୫୦ କୋଟି ଟଙ୍କାର ଋଣ ସହାୟତା (ଏଲଓସି)ର ବିସ୍ତାରRelease of Commemorative Stamps on the occasion of the 60th anniversary of establishment of India-Maldives diplomatic relations
July 25th, 09:08 pm
PM Modi and Malpes President Muizzu jointly released commemorative stamps on the occasion of the 60th anniversary of the establishment of India-Malpes diplomatic relations. Reflecting the age-old bilateral ties, the stamps depict the Indian boat Uru - a large wooden dhow handcrafted in the historic boatyards of Beypore, Kerala, and the traditional Malpian fishing boat - Vadhu Dhoni.Prime Minister meets the President of Maldives
July 25th, 08:48 pm
PM Modi has met Malpes President Muizzu in Male. Both the leaders took stock of the progress in the implementation of the India-Malpes Joint Vision for a ‘Comprehensive Economic and Maritime Security Partnership’ and also witnessed exchange of 6 MOUs. The PM reiterated India’s commitment to further deepen ties with Malpes in keeping with its Neighbourhood First’ and Vision MAHASAGAR policies.ମାଳଦ୍ୱୀପର ପ୍ରତିରକ୍ଷା ମନ୍ତ୍ରଣାଳୟ ଭବନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଏବଂ ମାଳଦ୍ୱୀପ ରାଷ୍ଟ୍ରପତି
July 25th, 08:43 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମାଳଦ୍ୱୀପ ରାଷ୍ଟ୍ରପତି ମହାମହିମ ଡକ୍ଟର ମହମ୍ମଦ ମୁଇଜୁ ଆଜି ମାଲେଠାରେ ମାଳଦ୍ୱୀପର ଅତ୍ୟାଧୁନିକ ପ୍ରତିରକ୍ଷା ମନ୍ତ୍ରଣାଳୟ (ଏମଓଡି) ସୌଧକୁ ମିଳିତ ଭାବେ ଉଦଘାଟନ କରିଛନ୍ତି।ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
July 25th, 06:00 pm
ସର୍ବପ୍ରଥମେ, ସମସ୍ତ ଭାରତୀୟଙ୍କ ପକ୍ଷରୁ, ମୁଁ ସ୍ୱାଧୀନତାର ୬୦ ବର୍ଷର ଐତିହାସିକ ବାର୍ଷିକୀ ପାଳନ ଅବସରରେ ରାଷ୍ଟ୍ରପତି ଏବଂ ମାଳଦ୍ୱୀପର ଜନସାଧାରଣଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ଜଣାଉଛି ।ମାଳଦ୍ୱୀପର ମାଲେରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
July 25th, 10:28 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ସମୟ ପୂର୍ବରୁ ମାଳଦ୍ୱୀପରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ତାଙ୍କୁ ବ୍ୟକ୍ତିଗତ ଭାବେ ସ୍ୱାଗତ କରିଥିଲେ। ମାଳଦ୍ୱୀପର 60ତମ ସ୍ୱାଧୀନତା ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ।ବ୍ରିଟେନ ଓ ମାଳଦ୍ୱୀପ ଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିଦାୟୀ ଅଭିଭାଷଣ
July 23rd, 01:05 pm
ଗତ କିଛି ବର୍ଷ ଭିତରେ ଭାରତ ଓ ବ୍ରିଟେନ ଭିତରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଛି । ବାଣିଜ୍ୟ, ପୁଞ୍ଜି ନିବେଶ, ପ୍ରଯୁକ୍ତି ବିଦ୍ୟା, ପ୍ରତିରକ୍ଷା, ଶିକ୍ଷା, ଗବେଷଣା, ସ୍ୱାସ୍ଥ୍ୟ ପରି ଅନେକ କ୍ଷେତ୍ରରେ ଦୁଇ ଦେଶ ଭିତରେ ସମ୍ପର୍କ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ସାର କେୟର ଷ୍ଟାରମରଙ୍କୁ ସାକ୍ଷାତ କରିବା ବେଳେ ପ୍ରଗତି ଓ ବିକାଶକୁ ଲକ୍ଷ୍ୟ ରଖି ଦୁଇ ଦେଶ ଭିତରେ ଆର୍ଥିକ କାରବାର ବୃଦ୍ଧି ପାଇଁ କଥା ହେବି । ଫଳରେ ଦୁଇ ଦେଶ ଭିତରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ମୋ ଗସ୍ତ ସମୟରେ ରାଜା ଚାର୍ଲସ ତୃତୀୟଙ୍କୁ ବି ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।ମାଳଦ୍ଵୀପର ସଂସଦ ମଜଲିସରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
June 08th, 08:14 pm
ଆପଣ ସମସ୍ତଙ୍କୁ ମୁଁ ନିଜ ତରଫରୁ ଏବଂ ଶହେ ତିରିଶ କୋଟି ଭାରତବାସୀଙ୍କର ଶୁଭକାମନା ଜଣାଉଛି । ଇଦ୍-ଉଲ୍-ଫିତରର ପବିତ୍ର ପର୍ବର ଆନନ୍ଦ ଏବଂ ଉତ୍ସାହ ଏବେ ମଧ୍ୟ ଆମ ସହିତ ରହିଛି । ଆପଣ ସମସ୍ତଙ୍କୁ ଏବଂ ମାଳଦ୍ଵୀପର ସମସ୍ତ ଜନସାଧାରଣଙ୍କୁ ମୁଁ ଏହି ଉପଲକ୍ଷେ ବହୁତ ବହୁତ ଶୁଭକାମନା ଜଣାଉଛି ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାଳଦ୍ୱୀପ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିନାମା/ ବୁଝାମଣା ପତ୍ରର ସୂଚୀ
June 08th, 07:38 pm
"ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଛି ମାଳଦ୍ଵୀପର ସର୍ବୋଚ୍ଚ ନାଗରିକ ସମ୍ମାନ '' ନିଶାନ -ଇଜ୍ଜୁଦ୍ଦୀନ'' "
June 08th, 07:11 pm
ଭାରତର ପ୍ରଧାନମନ୍ତ୍ରୀଙ୍କୁ ମିଳିଛି ମାଳଦ୍ଵୀପର ସର୍ବୋଚ୍ଚ ନାଗରିକ ସମ୍ମାନ '' ନିଶାନ -ଇଜ୍ଜୁଦ୍ଦୀନ'' । ଏହା ବିଦେଶ ନାଗରିକଙ୍କୁ ଦିଆଯାଉଥିବା ଏହା ହେଉଛି ସର୍ବୋଚ୍ଚ ସମ୍ମାନ ।ମାଳଦ୍ୱୀପ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବାର୍ତ୍ତା
June 08th, 07:11 pm
ମୁଁ ଆନନ୍ଦିତ ଯେ ମୋର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବିଦେଶ ଗସ୍ତରେ ଆପଣଙ୍କ ସୁନ୍ଦର ଦେଶ ମାଳଦ୍ୱୀପକୁ ଆସିବା ଲାଗି ମୋତେ ସୌଭାଗ୍ୟ ପ୍ରାପ୍ତ ହେଲା ।ମାଳଦ୍ୱୀପ ଓ ଶ୍ରୀଲଙ୍କା ଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରଦାନ କରିଥିବା ବିବୃତ୍ତି
June 07th, 04:20 pm
ମାଳଦ୍ୱୀପ ପ୍ରଜାତନ୍ତ୍ରର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି ଏବଂ ଶ୍ରୀଲଙ୍କା ଗଣତାନ୍ତ୍ରିକ ପ୍ରଜାତନ୍ତ୍ରର ରାଷ୍ଟ୍ରପତି ଶ୍ରୀ ମୈତ୍ରୀପାଳ ଶିରିସେନାଙ୍କ ଆମନ୍ତ୍ରଣ କ୍ରମେ ସେ ଏହି ଦୁଇ ଗସ୍ତରେ ଯାତ୍ରା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଦ୍ୱିତୀୟ ବାର ନିର୍ବାଚିତ ହୋଇ ସରକାର ଗଢ଼ିବା ପରେ ଏହା ତାଙ୍କର ପ୍ରଥମ ଦରିଆପାରି ବିଦେଶ ଗସ୍ତ ବୋଲି ସେ ସୂଚୀତ କରିଛନ୍ତି ।