Joint Press Release on the State Visit to Bhutan by Prime Minister of India
November 12th, 10:00 am
At the invitation of His Majesty Jigme Khesar Namgyel Wangchuck, the King of Bhutan, PM Modi undertook a two-day State Visit to Bhutan from 11–12 November 2025. During the visit, the PM joined the 70th Birth Anniversary celebrations of His Majesty the Fourth Druk Gyalpo, participated in the ongoing Global Peace Prayer Festival, inaugurated the 1020 MW Punatsangchhu-II Hydroelectric Project and witnessed the signing of several agreements and MoUs between India and Bhutan.ପ୍ରଧାନମନ୍ତ୍ରୀ ଭୂଟାନର ଚତୁର୍ଥ ରାଜାଙ୍କୁ ସାକ୍ଷାତ ସହ ବିଶ୍ୱ ଶାନ୍ତି ପ୍ରାର୍ଥନା ଉତ୍ସବରେ ଅଂଶଗ୍ରହଣ କଲେ
November 12th, 09:54 am
ଥିମ୍ପୁଠାରେ ଚାଲିଥିବା ବିଶ୍ୱ ଶାନ୍ତି ପ୍ରାର୍ଥନା ମହୋତ୍ସବର ଅଂଶବିଶେଷ ସ୍ୱରୂପ ଚାଙ୍ଗ୍ଲିମିଥାଙ୍ଗ ଷ୍ଟାଡିୟମରେ ଆୟୋଜିତ କାଳଚକ୍ର ଦୀକ୍ଷା ସମାରୋହରେ ପ୍ରଧାନମନ୍ତ୍ରୀ, ମହାମହିମ, ଭୂଟାନର ରାଜା, ମହାମହିମ ଭୁଟାନର ଚତୁର୍ଥ ରାଜା ଏବଂ ଭୂଟାନର ପ୍ରଧାନମନ୍ତ୍ରୀଙ୍କ ସହ ଯୋଗ ଦେଇଥିଲେ। ଏହି ପ୍ରାର୍ଥନାର ଅଧ୍ୟକ୍ଷତା କରିଥିଲେ ଭୂଟାନର ମୁଖ୍ୟ ମହାମହିମ ଜେ ଖେନପୋ।ଭୂଟାନର ରାଜାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ
November 11th, 06:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଥିମ୍ପୁଠାରେ ଭୂଟାନର ମହାମହିମ ରାଜା ଜିଗମେ ଖେସର ନାମଗ୍ୟେଲ ୱାଙ୍ଗଚୁକ ସ୍ୱାଗତ କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଦୁଇ ନେତା ମତ ବିନିମୟ କରିଥିଲେ। ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ଆଲୋଚନା କରିଥିଲେ। ଦିଲ୍ଲୀ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ମହାମାନ୍ୟ ସମବେଦନା ଜଣାଇଥିଲେ।ପ୍ରଧାନମନ୍ତ୍ରୀଙ୍କ ଭୂଟାନ ଗସ୍ତର ଫଳାଫଳ
November 11th, 06:10 pm
ଏହି ଏମଓୟୁ ଅକ୍ଷୟ ଶକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସଂସ୍ଥାଗତ କରିବା ପାଇଁ ଉଦ୍ଦିଷ୍ଟ ଏବଂ ଏହାର ଉଦ୍ଦେଶ୍ୟ ହେଉଛି ସୌର ଶକ୍ତି, ପବନ ଶକ୍ତି, ବାୟୋମାସ, ଶକ୍ତି ସଂରକ୍ଷଣ, ସବୁଜ ହାଇଡ୍ରୋଜେନ ଏବଂ ଏହି କ୍ଷେତ୍ରରେ କ୍ଷମତା ନିର୍ମାଣ ଭଳି କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା।ଦିଲ୍ଲୀ ଘଟଣା ପରେ ଭୂଟାନର ଏକତା ପ୍ରଦର୍ଶନ ପାଇଁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
November 11th, 03:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୂଟାନର ମହାମହିମ ରାଜା ଚତୁର୍ଥଙ୍କ ୭୦ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁଟାନର ଜନସାଧାରଣଙ୍କ ପ୍ରତି ହୃଦୟରୁ କୃତଜ୍ଞତା ବ୍ୟକ୍ତ କରିଛନ୍ତି। ଦିଲ୍ଲୀରେ ଘଟିଥିବା ଦୁଃଖଦ ଘଟଣା ପରେ ଭୂଟାନର ଲୋକମାନେ ପୀଡ଼ିତ ଏବଂ ସେମାନଙ୍କ ପରିବାର ପାଇଁ ଏକ ଅନନ୍ୟ ପ୍ରାର୍ଥନା କରିଥିଲେ। ପ୍ରଧାନମନ୍ତ୍ରୀ କରୁଣା ଏବଂ ଏକତାର ଏହି ଗଭୀର କାର୍ଯ୍ୟକୁ ସ୍ୱୀକାର କରି କହିଛନ୍ତି, ମୁଁ ଏହି ପଦକ୍ଷେପକୁ କେବେବି ଭୁଲିବି ନାହିଁ ।ଭୂଟାନ ରାଜାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 11th, 12:00 pm
କିନ୍ତୁ ମୁଁ ଆଜି ଏଠାକୁ ବ୍ୟଥିତ ହୃଦୟରେ ଆସିଛି । କାଲି ସନ୍ଧ୍ୟାରେ ଦିଲ୍ଲୀରେ ହୋଇଥିବା ଭୟାବହ ଘଟଣା ସମସ୍ତଙ୍କ ମନକୁ ବ୍ୟଥିତ କରିଦେଇଛି । ମୁଁ ଅପୂରଣୀୟ କ୍ଷତିର ସମ୍ମୁଖୀନ ହୋଇଥିବା ପୀଡ଼ିତ ପରିବାରଙ୍କ ଦୁଃଖ ବୁଝିପାରୁଛି । ଆଜି ସମଗ୍ର ଦେଶ ସେମାନଙ୍କ ସହ ସହାୟତା ପାଇଁ ଛିଡ଼ା ହୋଇଛି ।ଭୂଟାନର ଚତୁର୍ଥ ରାଜାଙ୍କ ୭୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
November 11th, 11:39 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୂଟାନର ଥିମ୍ପୁର ଚାଙ୍ଗଲିମେଥାଙ୍ଗ ସେଲିବ୍ରେସନ୍ ଗ୍ରାଉଣ୍ଡରେ ଏକ ସମାବେଶରେ ଉଦବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀ ଭୁଟାନର ରାଜା, ମହାମହିମ ଜିଗମେ ଖେସର ନାମଗ୍ୟେଲ ୱାଙ୍ଗଚୁକ୍ ଏବଂ ଚତୁର୍ଥ ରାଜା, ମହାମହିମ ଜିଗମେ ସିଙ୍ଗୟେ ୱାଙ୍ଗଚୁକ୍ ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ସେ ରାଜପରିବାରର ସମ୍ମାନିତ ସଦସ୍ୟ, ଭୂଟାନର ପ୍ରଧାନମନ୍ତ୍ରୀ, ମହାମହିମ ଶ୍ରୀଯୁକ୍ତ ଶେରିଂ ତୋବଗେ ଏବଂ ଉପସ୍ଥିତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନର ସହିତ ସ୍ୱାଗତ କରିଥିଲେ।PM Modi arrives in Bhutan for a two-day state visit
November 11th, 10:42 am
PM Modi arrived in Bhutan a short while ago. His two-day visit seeks to strengthen the special ties of friendship and cooperation between the two countries. The PM was given a warm welcome by Prime Minister of Bhutan Mr. Tshering Tobgay at the airport.ଗୟାଲ୍ତ୍ସୁଏନ୍ ଜେଟ୍ସନ୍ ପେମା ଓ୍ବାଙ୍ଗ୍ଚୁକ୍ ମାତୃ ଏବଂ ଶିଶୁ ଡାକ୍ତରଖାନା ଉଦ୍ଘାଟିତ
March 23rd, 08:58 am
ଭାରତ ସରକାରଙ୍କ ସହାୟତାରେ ଥିମ୍ପୁରେ ନିର୍ମିତ ହୋଇଥିବା ଗୟାଲ୍ତ୍ସୁଏନ୍ ଜେଟ୍ସନ୍ ପେମା ଓ୍ବାଙ୍ଗ୍ଚୁକ୍ ମାତୃ ଏବଂ ଶିଶୁ ଡାକ୍ତରଖାନାକୁ ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଭୁଟାନ୍ ପ୍ରଧାନମନ୍ତ୍ରୀ ଶେରିଙ୍ଗ୍ ଟୋବ୍ଗେ ଉଦ୍ଘାଟନ କରିଛନ୍ତି।Joint Statement on the State Visit of Prime Minister of India to Bhutan
March 22nd, 07:18 pm
Over centuries, Bharat and Bhutan have enjoyed close bonds of friendship and cooperation anchored in mutual trust, goodwill and understanding. PM Modi said that our development partnership is a confluence of India’s approach of ‘Sabka Saath, Sabka Vikas, Sabka Vishwas’ and the philosophy of Gross National Happiness in Bhutan.Prime Minister meets with His Majesty the King of Bhutan
March 22nd, 06:32 pm
Prime Minister Narendra Modi met with His Majesty the King of Bhutan, Jigme Khesar Namgyel Wangchuck in Thimphu today. Prime Minister thanked His Majesty for the exceptional public welcome accorded to him, with people greeting him all along the journey from Paro to Thimphu. The Prime Minister and His Majesty the King of Bhutan expressed deep satisfaction at the close and unique India-Bhutan friendshipBilateral meeting of Prime Minister with Prime Minister of Bhutan and Exchange of MoUs
March 22nd, 06:30 pm
Prime Minister Narendra Modi met H.E. Tshering Tobgay, Prime Minister of Bhutan in Thimphu over a working lunch hosted in his honour. The Prime Minister thanked Prime Minister Tobgay for the exceptional public welcome accorded to him, with people greeting him all along the journey from Paro to Thimphu. The two leaders held discussions on various aspects of the multi- faceted bilateral relations and forged an understanding to further enhance cooperation in sectors such as renewable energy, agriculture, youth exchange, environment and forestry, and tourism.Joint Vision Statement on India - Bhutan Energy Partnership
March 22nd, 05:20 pm
India and Bhutan share an exemplary bilateral relationship characterized by trust, goodwill and mutual understanding at all levels. The two leaders noted the stellar contribution of clean energy partnership in the development of hydro-power sector of Bhutan, and in providing energy security to the regionPrime Minister conferred with the Order of the Druk Gyalpo
March 22nd, 03:39 pm
Prime Minister Narendra Modi was conferred the Order of the Druk Gyalpo, Bhutan’s highest civilian decoration, by His Majesty the King of Bhutan in a public ceremony at the Tendrelthang, Thimphu. Prime Minister Modi is the first foreign leader to be given this prestigious award. His Majesty the King of Bhutan had announced the conferment of the award during Bhutan’s 114th National Day celebrations held at the Tashichhodzong, Thimphu in December 2021.List of Outcomes : State visit of Prime Minister Shri Narendra Modi to Bhutan
March 22nd, 03:10 pm
Both India and Bhutan agreed on MoUs ranging across sectors also having agreed on and initialled the text of the MoU on Establishment of Rail Links between India and Bhutan. The MoU provides for establishment of two proposed rail links between India and Bhutan, including the Kokrajhar-Gelephu rail link and Banarhat-Samtse rail link and their implementation modalities.ଭୁଟାନରେ ପହଚିଂଲେ ପ୍ରଧାନମନ୍ରୀ
March 22nd, 09:53 am
ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମାଚ୍ର୍ଚ ୨୨ରୁ ୨୩ ତାରିଖ ଯାଏଁ ଦୁଇଦିନିଆ ଭୁଟାନ ଗସ୍ତରେ ଆଜି ପାରୋରେ ପହଚିଂଛନ୍ତି। ଏହି ଗସ୍ତରେଭାରତ ଓ ଭୁଟାନ ମଧ୍ଯରେ ନିୟମିତ ଉଚ୍ଚ ସ୍ତରୀୟ ଆଦାନ-ପ୍ରଦାନଏବଂ ସରକାରଙ୍କ ପଡୋଶୀ ପ୍ରଥମ ନୀତି ଉପରେ ଗୁରୁତ୍ବ ଦିଆଯିବ।ପ୍ରଧାନମନ୍ତ୍ରୀଙ୍କ ଭୁଟାନ ଗସ୍ତ (ମାର୍ଚ୍ଚ ୨୧-୨୨, ୨୦୨୪)
March 22nd, 08:06 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 21-22 ମାର୍ଚ୍ଚ 2024 ପର୍ଯ୍ୟନ୍ତ ଭୁଟାନ ଗସ୍ତରେ ଯିବେ । ଭାରତ ଓ ଭୁଟାନ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ବିନିମୟ ପରମ୍ପରା ଏବଂ ଏହାର ପଡ଼ୋଶୀ ପ୍ରଥମ ନୀତି ଉପରେ ସରକାରଙ୍କ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ଗସ୍ତ କରାଯାଇଛି।ପ୍ରଧାନମନ୍ତ୍ରୀଙ୍କ ଭୂଟାନ ଗସ୍ତ ଅବସରରେ ମିଳିତ ବିବୃତ୍ତି
August 18th, 07:30 pm
ପ୍ରଧାନମନ୍ତ୍ରୀଙ୍କ ଭୂଟାନ ଗସ୍ତ ଅବସରରେ ମିଳିତ ବିବୃତ୍ତି"ପ୍ରଧାନମନ୍ତ୍ରୀ ମୋଦୀ ଭୁଟାନର ରୋୟାଲ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଛନ୍ତି "
August 18th, 09:50 am
ଥିମ୍ପୁରେ ଭୁଟାନର ରୋୟାଲ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଉଭୟ ଦେଶର ପ୍ରମୁଖ ଶିକ୍ଷା ଅନୁଷ୍ଠାନମାନଙ୍କ ମଧ୍ୟରେ ଅଧିକ ଶିକ୍ଷା ସହଯୋଗ ଏବଂ ଗବେଷଣାର ଅହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ ଫେସ୍ବୁକ୍ ପୋଷ୍ଟକୁ ସ୍ମରଣ କରି କହିଛନ୍ତି ,ଭୁଟାନ ପ୍ରଧାନମନ୍ତ୍ରୀ ‘ଏଗଜାମ ୱାରିୟର୍ସ’ ପୁସ୍ତକ ଉପରେ ଫେସ୍ବୁକ୍ ପୋଷ୍ଟରେ ଯାହା ଲେଖିଥିଲେ ତାହା ମୋର ମନକୁ ଛୁଇଁଥିଲା । ଏବଂ କହିଛନ୍ତି ,ଏଗଜାମ ୱାରିୟର୍ସ’ ପୁସ୍ତକରେ ଅଧିକାଂଶ ବିଷୟ ଭଗବାନ ବୁଦ୍ଧଙ୍କ ଶିକ୍ଷାରୁ ପ୍ରେରିତ ହୋଇ ମୁଁ ଲେଖିଛି ।"ଭୁଟାନ ପ୍ରଧାନମନ୍ତ୍ରୀଙ୍କ ସହିତ ମିଳିତ ପ୍ରେସ ବିବୃତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ "
August 17th, 05:42 pm
ଭୁଟାନ ପ୍ରଧାନମନ୍ତ୍ରୀଙ୍କ ସହିତ ମିଳିତ ପ୍ରେସ ବିବୃତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ , 130 କୋଟି ଭାରତୀୟଙ୍କ ହୃଦୟରେ ଭୁଟାନ ଲାଗି ସ୍ୱତନ୍ତ୍ର ସ୍ଥାନ ରହିଛି । ଭାରତ ଏବଂ ଭୁଟାନ ମଧ୍ୟରେ ବିଭିନ୍ନ ସହଯୋଗ ଉପରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ , ଭୁଟାନର ବିକାଶ ଯାତ୍ରାରେ ଭାରତର ଭାଗିଦାରୀ ଭାରତ ପାଇଁ ଏକ ସମ୍ମାନର ବିଷୟ ।