ଫଳାଫଳ ସୂଚୀ: ମାଳଦ୍ୱୀପକୁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଗସ୍ତ

July 26th, 07:19 am

ମାଳଦ୍ୱୀପକୁ ୪,୮୫୦ କୋଟି ଟଙ୍କାର ଋଣ ସହାୟତା (ଏଲଓସି)ର ବିସ୍ତାର

ମାଳଦ୍ୱୀପର ପ୍ରତିରକ୍ଷା ମନ୍ତ୍ରଣାଳୟ ଭବନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଏବଂ ମାଳଦ୍ୱୀପ ରାଷ୍ଟ୍ରପତି

July 25th, 08:43 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମାଳଦ୍ୱୀପ ରାଷ୍ଟ୍ରପତି ମହାମହିମ ଡକ୍ଟର ମହମ୍ମଦ ମୁଇଜୁ ଆଜି ମାଲେଠାରେ ମାଳଦ୍ୱୀପର ଅତ୍ୟାଧୁନିକ ପ୍ରତିରକ୍ଷା ମନ୍ତ୍ରଣାଳୟ (ଏମଓଡି) ସୌଧକୁ ମିଳିତ ଭାବେ ଉଦଘାଟନ କରିଛନ୍ତି।