ଅର୍ଥନୈତିକ ରୋଡମ୍ୟାପ୍ ବ୍ୟବସାୟିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 09th, 06:15 am

ଆଜି ଏହି ସଭାଗୃହରେ ଭାରତ ଓ ଅଷ୍ଟ୍ରେଲିଆର ବ୍ୟବସାୟିକ ଶକ୍ତି ଏବଂ ବ୍ୟବସାୟିକ ମହତ୍ତ୍ୱାକାଂକ୍ଷାର ଏକ ଉତ୍କୃଷ୍ଟ ସମନ୍ୱୟ ଦେଖିବାକୁ ମିଳୁଛି। ଏଠାରେ ଆପଣମାନଙ୍କର ଉପସ୍ଥିତି ଆମର ସାମୂହିକ ବିଶ୍ୱାସ ଓ ସାମୂହିକ ଆଶା-ଆକାଂକ୍ଷାର ପ୍ରତୀକ।

Prime Minister addresses Australia-India CEOs Forum and Economic Roadmap Business event

July 09th, 06:00 am

PM Modi participated in the Australia-India CEOs Forum and the Economic Roadmap Business event in Melbourne. Addressing the CEOs Forum, he highlighted India's strong economic growth, policy reforms, digital transformation and expanding innovation ecosystem. Addressing the Economic Roadmap Business event, he expressed satisfaction at the growth of trade and investment ties based on ECTA and called for early conclusion of the proposed CECA.

Prime Minister Applauds Sustainable Innovation Driving India’s Net-Zero Vision

August 03rd, 04:01 pm

Prime Minister Shri Narendra Modi today lauded a significant initiative that champions sustainability and strengthens India’s commitment to achieving Net-Zero emissions.

ଅକ୍ଷୟ ଶକ୍ତି କ୍ଷମତା ସ୍ଥାପନ ଲାଗି ଏନଟିପିସି ଲିମିଟେଡ୍‌କୁ ଅଧିକ କ୍ଷମତା ପ୍ରଦାନ କଲା କେନ୍ଦ୍ର କ୍ୟାବିନେଟ୍

July 16th, 02:46 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍‌ କମିଟି ବୈଠକରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ନିବେଶ ପାଇଁ ଏନଟିପିସି ଲିମିଟେଡକୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି । ମହାରତ୍ନ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ କ୍ଷମତା ପ୍ରଦାନ ଲାଗି ପ୍ରଚଳିତ ମାର୍ଗଦର୍ଶିକା ଅନୁଯାୟୀ, ଏହି କ୍ଷମତା ପ୍ରଦାନ କରାଯାଇଛି। ଏନଟିପିସି ଲିମିଟେଡ୍‌ ଏହି କ୍ଷମତା ବଳରେ ନିଜର ସହାୟକ କମ୍ପାନୀ ଏନଟିପିସି ସବୁଜ ଶକ୍ତି ଲିମିଟେଡ୍‌ (ଏନଜିଇଏଲ)ରେ ନିବେଶ କରିପାରିବ। ଏହା ପରେ ଏନଜିଇଏଲ ଦ୍ୱାରା ଏନଟିପିସି ଅକ୍ଷୟ ଶକ୍ତି ଲିମିଟେଡ୍‌ (ଏନଆରଇଏଲ) ଓ ଏହାର ଯୌଥ/ସହାୟକ ଉଦ୍ୟୋଗରେ ନିବେଶ କରାଯାଇ ପାରିବ। ଏହି ନିବେଶ କ୍ଷମତା ୭,୫୦୦ କୋଟି ଟଙ୍କାରୁ ୨୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପୂର୍ବ ଅନୁମୋଦିତ ସୀମା ଠାରୁ ଅଧିକ ହେବ। ଫଳରେ ୨୦୩୨ ସୁଦ୍ଧା ୬୦ ଗିଗାୱାଟ୍‌ ଅକ୍ଷୟ ଶକ୍ତି କ୍ଷମତା ହାସଲ ଲାଗି ଅଧିକ ଅକ୍ଷୟ ଶକ୍ତି ଉତ୍ପାଦନ କରିବା ସମ୍ଭବ ହେବ।

Cabinet approves Amendment in Pradhan Mantri JI-VAN Yojana

August 09th, 10:21 pm

To keep pace with the latest developments in the field of biofuels and to attract more investment, the Union Cabinet, chaired by the Prime Minister Shri Narendra Modi, today approved the modified Pradhan Mantri JI-VAN Yojana.

ସିଓପି-୨୮ରେ ଲିଡରସିପ୍ ଗ୍ରୁପ୍ ଫର୍ ଇଣ୍ଡଷ୍ଟ୍ରି ଟ୍ରାନଜିସନ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 01st, 07:29 pm

ଆମେ ସମସ୍ତେ ଏକ ଅଂଶୀଦାର ପ୍ରତିବଦ୍ଧତା ଦ୍ୱାରା ସଂଯୁକ୍ତ ଅଛୁ - ଗ୍ଲୋବାଲ ନେଟ୍ Zero.Net ଜିରୋର ଲକ୍ଷ୍ୟ ହାସଲ କରିବା ପାଇଁ ସରକାର ଏବଂ ଶିଳ୍ପ ମଧ୍ୟରେ ଭାଗିଦାରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଏବଂ, ଶିଳ୍ପ ଅଭିନବତା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଉତପ୍ରେରକ। ଇଣ୍ଡଷ୍ଟ୍ରି ଟ୍ରାନ୍ଜିସନ୍ ପାଇଁ ଲିଡରସିପ୍ ଗ୍ରୁପ୍ ଅର୍ଥାତ୍ ଲିଡ୍-ଆଇଟି ହେଉଛି ପୃଥିବୀର ସୁରକ୍ଷିତ ଭବିଷ୍ୟତ ପାଇଁ ସରକାର ଓ ଶିଳ୍ପ ମଧ୍ୟରେ ଭାଗିଦାରୀର ଏକ ସଫଳ ଉଦାହରଣ।

PM hails progress in Mission Net Zero as solar capacity increases 54x in the last 9 years

August 29th, 08:41 pm

The Prime Minister, Shri Narendra Modi has lauded the the strides made in the direction of Mission Net Zero.