The aspirations, skills and potential of our youth shape the path to a Viksit Bharat: PM Modi at VBRY programme
June 19th, 05:15 pm
Addressing beneficiaries, industry representatives and stakeholders of the PM Viksit Bharat Rozgar Yojana, PM Modi disbursed incentives worth around ₹2,400 crore and highlighted the government's commitment to empowering India's youth and boosting employment generation. He described PM-VBRY as a bridge between youth and industry, noting that the scheme has supported the creation of 15 lakh jobs and brought nearly 70 lakh first-time employees under social security.PM Modi disburses incentives worth around ₹2,400 crore under the Pradhan Mantri Viksit Bharat Rozgar Yojana
June 19th, 05:00 pm
Addressing beneficiaries, industry representatives and stakeholders of the PM Viksit Bharat Rozgar Yojana, PM Modi disbursed incentives worth around ₹2,400 crore and highlighted the government's commitment to empowering India's youth and boosting employment generation. He described PM-VBRY as a bridge between youth and industry, noting that the scheme has supported the creation of 15 lakh jobs and brought nearly 70 lakh first-time employees under social security.Daman has become a living example of Mini India: PM Modi
June 05th, 07:20 pm
Addressing a public gathering in Daman, PM Modi lauded Daman as a living example of Mini India. Launching multiple transformative projects spanning connectivity, health, education, tourism, and urban infrastructure, he highlighted the region's prowess in solar energy and cleanliness. Listing various government initiatives that transformed the lives of the people, he assured the Union Territory of the central government's continued support.PM Modi inaugurates, dedicates to the nation and lays the foundation stone of development projects worth around ₹2,970 crore in Daman
June 05th, 07:15 pm
Addressing a public gathering in Daman, PM Modi lauded Daman as a living example of Mini India. Launching multiple transformative projects spanning connectivity, health, education, tourism, and urban infrastructure, he highlighted the region's prowess in solar energy and cleanliness. Listing various government initiatives that transformed the lives of the people, he assured the Union Territory of the central government's continued support.From Panchayat to Parliament, PM Modi outlines roadmap for women’s leadership at Nari Shakti Vandan Sammelan
April 13th, 11:15 am
In his address at the Nari Shakti Vandan Sammelan, PM Modi said the Nari Shakti Vandan Act must be implemented on time. Highlighting the critical role of women in the Viksit Bharat journey, the Prime Minister expressed satisfaction that his government has created schemes for every stage of women's life cycle. He also urged women to take the discussions from the programme to every village in the country.‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
April 13th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନାରୀ ଶକ୍ତି ବନ୍ଦନ ସମ୍ମେଳନରେ ଉଦବୋଧନ ଦେଇଛନ୍ତି। ବୈଶାଖୀର ପବିତ୍ର ଅବସର ଏବଂ ଦେଶର ବିଭିନ୍ନ ସ୍ଥାନରେ ନବବର୍ଷ ପାଳନର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡର ସହିଦମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ ଦୃଢ଼ତାର ସହ କହିଛନ୍ତି, ‘‘ଭାରତ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ନିଷ୍ପତ୍ତି ମଧ୍ୟରୁ ଗୋଟିଏ ନେବାକୁ ଯାଉଛି, ଏହା ନାରୀ ଶକ୍ତି ପାଇଁ ଉତ୍ସର୍ଗୀକୃତ ।’’ଗୁଜରାଟର ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ଦେଇଥିବା ଅଭିଭାଷଣ
October 11th, 07:01 pm
ଆଜି ଗୁଜରାଟର ସ୍ୱାସ୍ଥ୍ୟ ସୁବିଧା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ମୁଁ ଭୂପେନ୍ଦ୍ର ଭାଇ, ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ସମସ୍ତ ସଂସଦ ସଦସ୍ୟ, ବିଧାୟକଗଣ ଓ ନିଗମ କର୍ମକର୍ତ୍ତା ଯେଉଁମାନେ ମଞ୍ଚ ଉପରେ ଅଛନ୍ତି, ତଥା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନେବାରେ ଲାଗିପଡିଛନ୍ତି ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅହମ୍ମଦାବାଦ ଆସରୱା ସିଭିଲ ହସ୍ପିଟାଲରେ ବିଭିନ୍ନ ସ୍ୱାସ୍ଥ୍ୟ ସୁବିଧାର ୧୨୭୫କୋଟି ଟଙ୍କାର ଶିଳାନ୍ୟାସ ଓ ଉଦ୍ଘାଟନ
October 11th, 02:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦର ଆସରୱା ସିଭିଲ ହସ୍ପିଟାଲରେ ୧୨୭୫କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି ।ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କେନ୍ଦ୍ର ବଜେଟ-୨୦୨୨ର ସକରାତ୍ମକ ପ୍ରଭାବ ସମ୍ପର୍କରେ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 26th, 02:08 pm
ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ, ସମଗ୍ର ଦେଶରୁ ସରକାରୀ ଏବଂ ଘରୋଇ କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ସହିତ ଜଡ଼ିତ ସମସ୍ତ ପେସାଦାର, ପାରାମେଡିକ୍ସ, ନର୍ସିଂ, ସ୍ୱାସ୍ଥ୍ୟ ପରିଚାଳକ, ବୈଷୟିକଜ୍ଞାନ ଏବଂ ଗବେଷଣା ସହିତ ଜଡ଼ିତ ସମସ୍ତ ମହାନୁଭବ, ଭଦ୍ର ମହିଳା ଏବଂ ଭଦ୍ର ବ୍ୟକ୍ତିଗଣ!ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଉପରେ ବଜେଟ୍ ପର ୱେବିନାର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
February 26th, 09:35 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବଜେଟ ପରବର୍ତ୍ତୀ ୱେବିନାରକୁ ଉଦ୍ଘାଟନ କରିଛନ୍ତି । ବଜେଟ ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପଞ୍ଚମ ୱେବିନାର ଉଦ୍ବୋଧନ । କେନ୍ଦ୍ରମନ୍ତ୍ରୀ, ସରକାରୀ ଓ ଘରୋଇ କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ,ପାରାମେଟିକ, ନସିଂ, ସ୍ୱାସ୍ଥ୍ୟପରିଚାଳନା, ବୈଷୟିକ ଓ ଗବେଷଣା ବିଶେଷଜ୍ଞ ଏଥିରେ ଉପସ୍ଥିତ ଥିଲେ ।ବାରଣାସୀଠାରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
October 25th, 01:33 pm
ଆପଣମାନେ ଅନୁମତି ପ୍ରଦାନ କଲେ ମୁଁ ମୋର ବକ୍ତବ୍ୟ ଆରମ୍ଭ କରିବି । ହର ହର ମହାଦେବ, ବାବା ବିଶ୍ୱନାଥ, ମାତା ଅନ୍ନପୂର୍ଣ୍ଣାଙ୍କ ନଗରୀ କାଶୀର ପୁଣ୍ୟ ଭୂମିର ସମସ୍ତ ବନ୍ଧୁ ଏବଂ ଭଉଣୀଙ୍କୁ ମୋର ପ୍ରଣାବ । ଦୀପାବଳି, ଦେବ ଦୀପାବଳି, ଅନ୍ନକୂଟ, ଭାଇୟାଦୁଜ, ପ୍ରକାଶୋତ୍ସବ ଏବଂ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଡାଲା ଛଠ ନିମନ୍ତେ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।ପିଏମ୍ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
October 25th, 01:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ତା୨୫.୧୦.୨୦୨୧)ପିଏମ୍ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନକୁ ଉଦ୍ଘାଟନ କରିଛନ୍ତି । ସେ ବାରଣାସୀରେ ୫୨୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ମଧ୍ୟ ଉଦ୍ଘାଟନ କରିଛନ୍ତି । ଉତ୍ତରପ୍ରଦେଶ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟା, ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ, ରାଜ୍ୟମନ୍ତ୍ରୀ ଓ ଲୋକ ପ୍ରତିନିଧିମାନେ ଏହି ଅବସରରେ ଉପସ୍ଥିତ ଥିଲେ ।In addition to rights, we must give as much importance to our duties as citizens: PM
December 25th, 02:54 pm
PM Modi unveiled a plaque to mark the laying of foundation stone of Atal Bihari Vajpayee Medical University in Lucknow. Speaking on the occasion, PM Modi said that from Swachh Bharat to Yoga, Ujjwala to Fit India and to promote Ayurveda - all these initiatives contribute towards prevention of diseases.ଅଟଳ ବିହାରୀ ବାଜପେୟୀ ମେଡ଼ିକାଲ ବିଶ୍ୱବିଦ୍ୟାଳୟ ପାଇଁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
December 25th, 02:53 pm
ଆଜି ଲକ୍ଷ୍ନୌଠାରେ ଅଟଳ ବିହାରୀ ବାଜପେୟୀ ମେଡ଼ିକାଲ ବିଶ୍ୱବିଦ୍ୟାଳୟ ଲାଗି ଭିତିପ୍ରସ୍ଥର ସ୍ଥାପନ ଉଦେ୍ଦଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫଳକ ଉନ୍ମୋଚନ କରିଛନ୍ତି । ଉତର ପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବିଶିଷ୍ଟବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ଥିଲେ ।ଆମେ ଭାରତୀୟ ଅର୍ଥବ୍ୟବସ୍ଥାର ଔପଚାରିକରଣ ଏବଂ ଆଧୁନିକୀକରଣ ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ
December 20th, 11:01 am
ପ୍ରଧାନମନ୍ତ୍ରୀ ମୋଦୀ ଆସୋଚାମର 100ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ 'ଇଜ ଅଫ ଡୁଇଙ୍ଗ ବିଜନେସ ' କହିବାରେ ଚାରୋଟି ଶବ୍ଦ ବ୍ୟବହାର ହେଉଛି ,କିନ୍ତୁ ଯେତେବେଳେ ସରକାର ଏବଂ ପୁରା ବ୍ୟବସ୍ଥା ପ୍ରାଥମିକ ସ୍ତରକୁ ଯାଇ କାର୍ଯ୍ୟ କରନ୍ତି ତ ରେଂକିଙ୍ଗରେ ସୁଧାର ହୋଇଥାଏ । ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ସବୁଠୁ ଅଧିକ ବ୍ୟାପାର ଅନୁକୂଳ ଦେଶମାନଙ୍କ ମଧ୍ୟରୁ ଗୋଟିଏ ଭାବେ ଉଲ୍ଲେଖ କରି କହିଛନ୍ତି ଯେ ,ଦେଶ 'ଇଜ ଅଫ ଡୁଇଙ୍ଗ ବିଜନେସ ' ରେଂକିଙ୍ଗରେ 63ତମ ସ୍ଥାନରେ ରହିଛି ।ପ୍ରଧାନମନ୍ତ୍ରୀ ମୋଦୀ ଆସୋଚାମର 100ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରିଛନ୍ତି
December 20th, 11:00 am
ପ୍ରଧାନମନ୍ତ୍ରୀ ମୋଦୀ ଆସୋଚାମର 100ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ 'ଇଜ ଅଫ ଡୁଇଙ୍ଗ ବିଜନେସ ' କହିବାରେ ଚାରୋଟି ଶବ୍ଦ ବ୍ୟବହାର ହେଉଛି ,କିନ୍ତୁ ଯେତେବେଳେ ସରକାର ଏବଂ ପୁରା ବ୍ୟବସ୍ଥା ପ୍ରାଥମିକ ସ୍ତରକୁ ଯାଇ କାର୍ଯ୍ୟ କରନ୍ତି ତ ରେଂକିଙ୍ଗରେ ସୁଧାର ହୋଇଥାଏ । ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ସବୁଠୁ ଅଧିକ ବ୍ୟାପାର ଅନୁକୂଳ ଦେଶମାନଙ୍କ ମଧ୍ୟରୁ ଗୋଟିଏ ଭାବେ ଉଲ୍ଲେଖ କରି କହିଛନ୍ତି ଯେ ,ଦେଶ 'ଇଜ ଅଫ ଡୁଇଙ୍ଗ ବିଜନେସ ' ରେଂକିଙ୍ଗରେ 63ତମ ସ୍ଥାନରେ ରହିଛି ।ରିପବ୍ଲିକ ଟିଭି ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 26th, 07:34 pm
ଗତଥର ଯେତେବେଳେ ମୁଁ ଆପଣମାନଙ୍କ ଗହଣକୁ ଆସିଥିଲି ତ ତାହା ରିପବ୍ଲିକ ଟେଲିଭିଜନର ଚର୍ଚ୍ଚା ହିଁ ହୋଇଥିଲା । କିନ୍ତୁ ଏବେ ଆପଣମାନେ ରିପବ୍ଲିକ୍ ଭାରତକୁ ମଧ୍ୟ ସ୍ଥାପିତ କରିଦେଇଛନ୍ତି । ଏବେ ଅର୍ଣ୍ଣବ କହୁଥିଲେ ଯେ କିଛି ଦିନ ମଧ୍ୟରେ ଆପଣମାନେ ଆଞ୍ଚଳିକ ଚାନେଲ ଆରମ୍ଭ କରିବାର ଯୋଜନା ଅଛି ଏବଂ ବୈଶ୍ୱିକ ଉପସ୍ଥିତିର ବି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭକାମନା ଜଣାଉଛି ।PM addresses Republic TV Summit
November 26th, 07:33 pm
Prime Minister Shri Narendra Modi delivered - keynote address in Republic Summit here today. Theme of this year’s summit is “India’s Moment Nation First”.ଝାଡ଼ଖଣ୍ଡର ରାଞ୍ଚିରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 12th, 12:20 pm
ନୂତନ ସରକାର ପ୍ରତିଷ୍ଠା ହେବା ପରେ ଯେଉଁ କେତେକ ରାଜ୍ୟକୁ ମୋତେ ପ୍ରଥମେ ଯିବାର ସୁଯୋଗ ମିଳିଲା, ସେମାନଙ୍କ ମଧ୍ୟରୁ ଝାଡ଼ଖଣ୍ଡ ମଧ୍ୟ ହେଉଛି ଗୋଟିଏ ରାଜ୍ୟ । ଏହି ପ୍ରଖ୍ୟାତ ମୈଦାନ, ପ୍ରଭାତ ତାରା ମୈଦାନ, ସକାଳର ସମୟ ଆଉ ଆମେ ସମସ୍ତେ ଯୋଗ କରୁଥିଲେ ଏବଂ ବର୍ଷା ମଧ୍ୟ ଆମ ଉପରେ ଆଶୀର୍ବାଦ ଢାଳୁଥିଲା । ଆଜି ଯେତେବେଳେ ପୁଣି ଏହି ମୈଦାନକୁ ଆସିଛି ତ ଅନେକ ପୁରୁଣା ସ୍ମୃତି ସତେଜ ହୋଇ ଉଠୁଛି । ଏହା ହେଉଛି ସେହି ମୈଦାନ ଯେଉଁଠାରୁ ଆୟୁଷ୍ମାନ ଭାରତ ଯୋଜନା ଗତ ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିଲା।ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
September 12th, 12:11 pm
କୃଷକଙ୍କ ଜୀବନକୁ ସୁରକ୍ଷିତ କରିବା ଲାଗି ଏକ ବୃହତ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ରାଂଚିଠାରେ ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିଛନ୍ତି ।