India-New Zealand Strategic Partnership: Roadmap to 2030

July 11th, 08:06 am

PM Modi and New Zealand Prime Minister Christopher Luxon unveiled the India-New Zealand Strategic Partnership: Roadmap to 2030, setting the course for deeper collaboration across defence, trade, innovation, culture, education and regional cooperation.

India-New Zealand Joint Statement

July 11th, 07:59 am

At the invitation of New Zealand PM Christopher Luxon, PM Modi is on an official visit to Auckland, New Zealand, on 10 and 11 July 2026. The two Prime Ministers held discussions and decided to elevate the bilateral relationship to a 'Strategic Partnership'. They agreed to take bilateral ties to a new level, strengthen existing cooperation mechanisms and explore new avenues for deepening cooperation.

List of Outcomes: Official visit of the Prime Minister to Malaysia

February 08th, 11:05 am

The state visit of PM Modi to Malaysia resulted in several key MoUs and agreements covering disaster management, combating corruption, UN peacekeeping, semiconductors, insurance, education, security, health and medicine. An MoU for the Audio-Visual Co-production Agreement was signed and the report of the 10th Malaysia–India CEO Forum was also presented.

ପରବର୍ତ୍ତୀ ଦଶନ୍ଧି ପାଇଁ ଭାରତ- ଜାପାନ ମିଳିତ ପରିକଳ୍ପନା : ଏହି ସ୍ୱତନ୍ତ୍ର ରଣନୀତିକ ଏବଂ ବୈଶ୍ୱିକ ସହଭାଗିତା ବୃଦ୍ଧି ନିମନ୍ତେ ଆଠଗୋଟି ଦିଗ

August 29th, 07:11 pm

ଆଇନର ଶାସନ ଉପରେ ଆଧାରିତ ଏକ ମୁକ୍ତ, ଶାନ୍ତିପୂର୍ଣ୍ଣ ସମୃଦ୍ଧି ଏବଂ ବଳପୂର୍ବକ ଦଖଲମୁକ୍ତ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସମାନ ଦୃଷ୍ଟିକୋଣ ସହିତ ଭାରତ ଏବଂ ଜାପାନ, ପରିପୂରକ ସମ୍ବଳ ପ୍ରଦାନ, ପ୍ରଯୁକ୍ତିବିଦ୍ୟାର ଶକ୍ତି ଏବଂ ମୂଲ୍ୟ ପ୍ରତିଯୋଗିତା ସହିତ ଦୁଇ ଦେଶର ଅର୍ଥନୀତି ଏବଂ ବନ୍ଧୁତା ତଥା ପାରସ୍ପରିକ ସଦ୍ଭାବନାର ଦୀର୍ଘ ପରମ୍ପରା ସହିତ ଉଭୟ ରାଷ୍ଟ୍ର, ଆଗାମୀ ଏକ ଦଶନ୍ଧି ମଧ୍ୟରେ ନିଜ ନିଜର ରାଷ୍ଟ୍ର ଏବଂ ବିଶ୍ୱରେ ଘଟୁଥିବା ପରିବର୍ତ୍ତନ ତଥା ସୁଯୋଗମାନଙ୍କୁ ମିଳିତ ଭାବରେ ସନ୍ଧାନ କରିବା ନିମନ୍ତେ ପରସ୍ପରର ଅଭିପ୍ରାୟ ବ୍ୟକ୍ତ କରୁଛ, ଯାହା ଉଭୟ ରାଷ୍ଟ୍ରର ଘରୋଇ ଲକ୍ଷ୍ୟ ହାସଲ କରିବା ଦିଗରେ ସହାୟକ ଏବଂ ନିଜ ନିଜ ରାଷ୍ଟ୍ର ଏବଂ ପରବର୍ତ୍ତୀ ପିଢ଼ିର ଲୋକମାନଙ୍କୁ ପୂର୍ବାପେକ୍ଷା ଅଧିକ ନିକଟତର କରାଇବ ।

ଭାରତ-ଜାପାନ ଭିତରେ ମାନବ ସମ୍ବଳ ବିନିମୟ ଓ ସହଯୋଗ ନେଇ ଆକ୍ସନ ପ୍ଲାନ

August 29th, 06:54 pm

ଭାରତରୁ ଜାପାନକୁ ଦୁଇ ସୂତ୍ରୀ ଭିତିରେ ପାଂଚ ବର୍ଷ ଭିତରେ ପଚାଶ ହଜାର କୁଶଳୀ ବ୍ୟକ୍ତି ଓ ଦକ୍ଷ ପ୍ରତିଭାଙ୍କ ସମେତ ପାଂଚ ଲକ୍ଷ ବ୍ୟକ୍ତିଙ୍କ ବିନିମୟ ହେବ । ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ୨୦୨୫ ଅବସରରେ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଭୟ ଭାରତ ଓ ଜାପାନର ପ୍ରଧାନମନ୍ତ୍ରୀ ସେମାନଙ୍କ ନାଗରିକଙ୍କ ଗସ୍ତ ଓ ବିନମୟକୁ ସୁଦୃଢ କରିବେ । ନିଜ ନିଜ ମାନବ ସମ୍ବଳକୁ ନେଇ ମୂଲ୍ୟବୋଧ ସୃଷ୍ଟି କରିବା ଓ ସୁଯୋଗ ସୃଷ୍ଟି କରିବା ଲାଗି ଉଭୟ ଦେଶ ଗୁରୁତ୍ୱ ଦେବେ ।

ଅଗଷ୍ଟ ୬ରେ କର୍ତ୍ତବ୍ୟ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 04th, 05:44 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୬ ଅଗଷ୍ଟ ପ୍ରାୟ ୧୨.୧୫ ସମୟରେ ଦିଲ୍ଲୀର କର୍ତ୍ତବ୍ୟ ପଥସ୍ଥିତ କର୍ତ୍ତବ୍ୟ ଭବନ ପରିଦର୍ଶନ କରି ଏହାର ଉଦଘାଟନ କରିବେ। ଏହା ପରେ ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ସେ କର୍ତ୍ତବ୍ୟ ପଥଠାରେ ଏକ ସାଧାରଣ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବେ।

ଭାରତ-ବ୍ରିଟେନ ଭିଜନ ୨୦୩୫

July 24th, 07:12 pm

ଲଣ୍ଡନରେ ୨୪ ଜୁଲାଇରେ ଭାରତ ଓ ବ୍ରିଟେନ କର୍ତୃପକ୍ଷଙ୍କ ଭିତରେ ସାକ୍ଷାତ ଆଲୋଚନା ବେଳେ ପ୍ରକାଶ ପାଇଛି ଭାରତ-ବ୍ରିଟେନ ଭିଜନ ୨୦୩୫ । ଏହି ଆକାଂକ୍ଷିତ ଓ ସୁଦୂରପ୍ରସାରୀ ଚୁକ୍ତିନାମା ଦୁଇ ଦେଶ ଭିତରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୂତ କରିବ । ବିଶ୍ୱର ଦ୍ରୁତ ପରିବର୍ତନ ସମୟରେ ଏହି ଚୁକ୍ତିନାମା ଦୁଇ ଦେଶକୁ ସମୃଦ୍ଧ ଓ ବିକାଶ ପଥରେ ଅଗ୍ରସର କରାଇବ ।

ଶ୍ରୀ ନଟବର ସିଂହଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ

August 11th, 08:17 am

ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ନଟବର ସିଂହଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଖ ପ୍ରକାଶ କରିଛନ୍ତି ।

କୁଏତରେ ଅଗ୍ନିକାଣ୍ଡ ଘଟଣାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ

June 12th, 10:01 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ କୁଏତରେ ଅଗ୍ନିକାଣ୍ଡ ଘଟଣାରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ, ଯେଉଁଥିରେ ଅନେକ ଭାରତୀୟ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି ।

ତାଞ୍ଜାନିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଏବଂ ଭାରତ ଓ ତାଞ୍ଜାନିଆ ମଧ୍ୟରେ ରଣନୈତିକ ଭାଗିଦାରୀର ଶୁଭାରମ୍ଭ ଅବସରରେ ମିଳିତ ବିବୃତି (୮-୧୦ ଅକ୍ଟୋବର ୨୦୨୩)

October 09th, 06:57 pm

୨. ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନଙ୍କୁ ୯ ଅକ୍ଟୋବର ୨୦୨୩ରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ପ୍ରାଙ୍ଗଣରେ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା । ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ ଜଣାଇବା ପାଇଁ ସେ ରାଜଘାଟ ମଧ୍ୟ ଯାଇଥିଲେ। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ମହାମହିମ ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନଙ୍କ ସମ୍ମାନରେ ଏକ ରାଷ୍ଟ୍ରୀୟ ଭୋଜିର ଆୟୋଜନ ମଧ୍ୟ କରିବେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବର୍ଷ 2021 ର 21ଟି ସ୍ୱତନ୍ତ୍ର ଫଟୋ

December 31st, 11:59 am

ବର୍ଷ 2021 ଶେଷ ହେବାକୁ ଯାଉଥିବାବେଳେ, ଏଠାରେ ନଜର ପକାନ୍ତୁ ବର୍ଷ 2021 ର ପ୍ରଧାନମନ୍ତ୍ରୀ ମୋଦୀଙ୍କ କିଛି ସ୍ୱତନ୍ତ୍ର ଫଟୋ ।

କେନ୍ଦ୍ର ଏସୀୟ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ

December 20th, 04:32 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ୨୦ ଡିସେମ୍ବର ୨୦୨୧ ରେ କାଜାଖସ୍ତାନ, ର୍କିଗିଜ୍ ରିପବ୍ଲିକ୍‌, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ବୈଦେଶିକ ମନ୍ତ୍ରୀମାନେ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି । ଭାରତ-କେନ୍ଦ୍ର ଏସିଆ ଆଲୋଚନାର ତୃତୀୟ ବୈଠକରେ ଅଂଶଗ୍ରହଣ ଲାଗି କେନ୍ଦ୍ର ଏସିଆର ବୈଦେଶିକ ମନ୍ତ୍ରୀମାନେ ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି ।

ଏହି ଧରଣର ପ୍ରଥମ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଅଗଷ୍ଟ ୬ ତାରିଖରେ ବିଦେଶରେ ଥିବା ଭାରତୀୟ ମିଶନର ମୁଖ୍ୟ ତଥା ବାଣିଜ୍ୟ ଏବଂ ବ୍ୟବସାୟ କ୍ଷେତ୍ରର ସହଯୋଗୀମାନଙ୍କ ସହ ଆଲୋଚନା କରିବେ

August 05th, 10:18 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୬ ଅଗଷ୍ଟ ୨୦୨୧ ରେ ଦେଶର ବାଣିଜ୍ୟ ଏବଂ ବ୍ୟବସାୟ କ୍ଷେତ୍ରର ସହଯୋଗୀ ଏବଂ ବିଦେଶରେ ଥିବା ଭାରତୀୟ ମିଶନ ମୁଖ୍ୟମାନଙ୍କ ସହ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗୋଜ୍‍ ଗ୍ଲୋବାଲ୍ - ମେକ୍ ଇନ୍ ଇଣ୍ଡିଆ ଫର ୱାର୍ଲ୍ଡ” ପାଇଁ ଏକ ଏକ ଆହ୍ୱାନ ଦିଆଯିବ ।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 35ତମ ପ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ

January 27th, 08:53 pm

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ସହିତ ସକ୍ରିୟ ପ୍ରଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟକାରିତା ଲାଗି ଆଇସିଟି ଆଧାରିତ ବହୁମୁଖୀ ପ୍ଲାଟଫର୍ମ ପ୍ରଗତିର 35ତମ ବୈଠକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି।

ଷୋଡ଼ଶ ଲୋକସଭାର ଶେଷ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଶ

February 13th, 05:25 pm

ଅଧ୍ୟକ୍ଷ ମହୋଦୟା, ମୁଁ ସଦନର ସମସ୍ତ ସଦସ୍ୟଙ୍କ ତରଫରୁ ଏବଂ ମୋ ତରଫରୁ ଏହି ଷୋଡ଼ଶ ଲୋକସଭାର ସଂପୂର୍ଣ୍ଣ କାର୍ଯ୍ୟକାଳକୁ ଅଧ୍ୟକ୍ଷ ଭାବେ ଯେଉଁ ଧୈର୍ଯ୍ୟର ସହିତ, ସନ୍ତୁଳନର ସହିତ ଏବଂ ପ୍ରତିକ୍ଷଣ ସହାସ୍ୟ ବଦନରେ ଆପଣ ସଦନକୁ ଚଲାଇଲେ, ଏଥିପାଇଁ ଆପଣ ହେଉଛନ୍ତି ଅନେକ ଅନେକ ଅଭିନନ୍ଦନର ଅଧିକାରୀ ।

ଷୋଡ଼ଶ ଲୋକସଭାର ଅନ୍ତିମ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 13th, 05:24 pm

ସଦନର ପରିଚାଳନା ସୂଚାରୁ ରୂପେ ସମ୍ପାଦନ କରିଥିବାରୁ ସେ ବାଚସ୍ପତି ସୁମିତ୍ରା ମହାଜନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ । ଷୋଡ଼ଶ ଲୋକସଭାର କାର୍ଯ୍ୟକାଳ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଭୂମିକାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ ପୂର୍ବତନ ସଂସଦୀୟ ବ୍ୟାପାର ମନ୍ତ୍ରୀ ସ୍ୱର୍ଗତଃ ଅନନ୍ତ କୁମାରଙ୍କୁ ଲୋକସଭାରେ ତାଙ୍କର ଯୋଗଦାନ ଓ ସେବା ପାଇଁ ସ୍ମରଣ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ “ସୁଲଭ ସୌରଶକ୍ତି ପାଇଁ ସାମର୍ଥ୍ୟ ନିର୍ମାଣରେ ପ୍ରବାସୀ ଭାରତୀୟଙ୍କ ଭୂମିକା” ସଂକ୍ରାନ୍ତ ପ୍ରବାସୀ ଭାରତୀୟ ଦିବସ ପ୍ୟାନେଲିଷ୍ଟ

August 24th, 09:52 pm

“ସୁଲଭ ସୌରଶକ୍ତି ପାଇଁ ସାମର୍ଥ୍ୟ ନିର୍ମାଣରେ ପ୍ରବାସୀ ଭାରତୀୟଙ୍କ ଭୂମିକା” ସଂକ୍ରାନ୍ତ ପ୍ରବାସୀ ଭାରତୀୟ ପ୍ୟାନେଲର ସଦସ୍ୟମାନେ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ।

ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2018

July 11th, 06:57 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 9, 2018

July 09th, 06:58 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 7, 2018

July 07th, 06:42 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।