ପ୍ରଧାମନ୍ତ୍ରୀଙ୍କୁ ଭେଟିଲେ ସନ୍ ମାଇକ୍ରୋସିଷ୍ଟମ୍‌ର ପ୍ରତିଷ୍ଠାତା ବିନୋଦ ଖୋସଲା

February 18th, 10:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ ମାଇକ୍ରୋସିଷ୍ଟମ୍‌ର ପ୍ରତିଷ୍ଠାତା ଶ୍ରୀ ବିନୋଦ ଖୋସଲାଙ୍କ ସହିତ ଆଲୋଚନା କରିଛନ୍ତି ।