Cabinet approves extension corridor from Noida Sector 142 to Botanical Garden (Noida) for a length of 11.56 Km with 8 stations

February 14th, 01:08 pm

The Union Cabinet, chaired by PM Modi, has approved the Extension Corridor from Noida Sector 142 to Botanical Garden (Noida) of the Noida Metro Rail Project, covering a length of 11.56 km with 8 elevated stations. The project will enhance connectivity, stimulate economic activity and ease urban mobility for both residents and commuters, while significantly reducing carbon emissions.

ମାଇକ୍ରୋସଫ୍ଟର ସର୍ବବୃହତ୍ ନିବେଶକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

December 09th, 07:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାଇକ୍ରୋସଫ୍ଟର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ସତ୍ୟ ନାଡେଲାଙ୍କ ସହ ଫଳପ୍ରଦ ଆଲୋଚନା ପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତର ନେତୃତ୍ୱକୁ ନେଇ ଆଶା ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଲ୍ ଗେଟ୍ସ

March 19th, 07:21 pm

ଆଜି ନୂଆଦିଲ୍ଲୀରେ ବିଲ୍ ଗେଟ୍ସ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଭାରତର ବିକାଶ, ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ପଥ ଏବଂ ସ୍ୱାସ୍ଥ୍ୟ, କୃଷି, ଏଆଇ ଏବଂ ଅନ୍ୟାନ୍ୟ କ୍ଷେତ୍ର, ଯାହା ଆଜି ବେଶ୍ ସୁଯୋଗ ଏବଂ ପ୍ରଭାବ ସୃଷ୍ଟି କରୁଛି ସେହି କ୍ଷେତ୍ରଗୁଡିକରେ ଆକର୍ଷଣୀୟ ଅଭିବୃଦ୍ଧି ବିଷୟରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରିଛନ୍ତି ବୋଲି ବିଲ୍ ଗେଟ୍ସ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ମାଇକ୍ରୋସଫ୍ଟର ଚେୟାରମ୍ୟାନ ତଥା ସିଇଓ ସତ୍ୟ ନାଦେଲା

January 06th, 09:44 pm

ମାଇକ୍ରୋସଫ୍ଟର ଚେୟାରମ୍ୟାନ ତଥା ସିଇଓ ସତ୍ୟ ନାଦେଲା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀ ଡିସେମ୍ବର ୧୨ ରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଜିପିଏଆଇ) ଉପରେ ବାର୍ଷିକ ବିଶ୍ୱସ୍ତରୀୟ ଭାଗୀଦାରୀ ଶିଖର ସମ୍ମିଳନୀକୁ ଉଦ୍‌ଘାଟନ କରିବେ

December 11th, 04:27 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ଡିସେମ୍ବର, ୨୦୨୩ ଅପରାହ୍ନ ପ୍ରାୟ ୫ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଗ୍ଲୋବାଲ ପାର୍ଟନରସିପ୍ ଅନ୍ ଆର୍ଟିଫିସିଆଲ୍ଇଣ୍ଟେଲିଜେନ୍ସ (ଜିପିଏଆଇ) ସମିଟ୍ / (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେବିଶ୍ୱସ୍ତରୀୟ ଭାଗୀଦାରୀ ଶିଖର ସମ୍ମିଳନୀ) କୁ ଉଦ୍‌ଘାଟନ କରିବେ ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମାଇକ୍ରୋସଫ୍ଟ କର୍ପୋରେସନର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ସତ୍ୟ ନାଡେଲା

January 05th, 03:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଇକ୍ରୋସଫ୍ଟ କର୍ପୋରେସନର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ସତ୍ୟ ନାଡେଲାଙ୍କୁ ସାକ୍ଷାତ କରି କହିଛନ୍ତି ଯେ ଜ୍ଞାନକୌଶଳ ଏବଂ ନବସୃଜନ କ୍ଷେତ୍ରରେ ଭାରତର ଅଗ୍ରଗତି ବୈଷୟିକ ନେତୃତ୍ୱ ଅଭିବୃଦ୍ଧିର ଏକ ଯୁଗକୁ ଆଗେଇ ନେଉଛି ।

India: The “It” Destination for IT Giants

April 03rd, 04:37 pm

The world’s largest tech companies are recognizing the great potential offered by Indian economy with its highly skilled workforce, a thriving business climate and a digital push under PM Modi’s visionary leadership. The top tech organizations are looking to expand their base and be part of India’s growth story.

ସୋସିଆଲ ମିଡିଆ କର୍ଣ୍ଣର 21 ଫେବୃୟାରୀ 2017

February 21st, 07:56 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

CEO of Microsoft, Mr. Satya Nadella meets the Prime Minister

February 21st, 04:52 pm

CEO of Microsoft, Mr. Satya Nadella met Prime Minister Narendra Modi today.

Satya Nadella, CEO Microsoft calls on PM Modi

May 30th, 03:57 pm



PM’s engagements in NYC and San Jose,California – September 26th, 2015

September 26th, 07:33 pm



Digital India is the enterprise for India's transformation, PM’s address at the Digital India Dinner

September 26th, 07:31 pm



Shri Satya Nadella, CEO, Microsoft calls on PM

December 26th, 06:05 pm

Shri Satya Nadella, CEO, Microsoft calls on PM