Prime Minister congratulates Indian Men’s U18 Hockey Team on winning the Men’s U18 Asia Cup 2026
June 06th, 06:18 pm
Prime Minister Shri Narendra Modi today praised a splendid accomplishment by India's young hockey players. The Prime Minister congratulated the Indian Men’s U18 Hockey Team on winning the Men’s U18 Asia Cup 2026.“ଏସିଆ କପ୍ ୨୦୨୫”ରେ ଐତିହାସିକ ବିଜୟ ପାଇଁ ଭାରତୀୟ ପୁରୁଷ ହକି ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
September 08th, 07:20 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାର ରାଜଗିରରେ ଆୟୋଜିତ, ପୁରୁଷ ହକି “ଏସିଆ କପ୍ ୨୦୨୫”ରେ ଚାମ୍ପିଅନ ହୋଇଥିବାରୁ ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଏହି ବିଜୟ ଅଧିକ ସ୍ୱତନ୍ତ୍ର କାରଣ ଗତ ଥର ବିଜେତା ଦକ୍ଷିଣ କୋରିଆକୁ ଏଥର ଭାରତ ହରାଇଛି ।ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ପୁରୁଷ ହକି ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
October 06th, 10:12 pm
ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ପୁରୁଷ ହକି ଟିମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।ବିଶେଷ ଫୋଟ! ପ୍ରଧାନମନ୍ତ୍ରୀ ମୋଦୀ ଅଲିମ୍ପିଆନମାନଙ୍କୁ ଭେଟିଛନ୍ତି ଯେଉଁମାନେ ଭାରତକୁ ଗର୍ବିତ କରିଛନ୍ତି!
August 16th, 10:56 am
ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରରୁ ପ୍ରଶଂସା କରିବା ଏବଂ ସମଗ୍ର ଦେଶ ଦ୍ୱାରା ପ୍ରଶଂସା ହେବାର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଭାରତୀୟ ଆଥଲେଟମାନଙ୍କୁ ଭେଟିଛନ୍ତି ଯେଉଁମାନେ ଭାରତକୁ ଗର୍ବିତ କରିଛନ୍ତି I ଏଠାରେ କାର୍ଯ୍ୟକ୍ରମର କିଛି ସ୍ୱତନ୍ତ୍ର ଫୋଟ !