Key highlights of Prime Minister Shri Narendra Modi’s address from the ramparts of the Red Fort on the occasion of the 80th Independence Day
August 15th, 04:44 pm
PM Modi today addressed the nation from the ramparts of the Red Fort on the occasion of the 80th Independence Day. In his speech, he presented a detailed report card of India’s progress across manufacturing, digital growth and citizen delivery over the past 12 years. He also unveiled the transformative Sapta Dhara, comprising seven key sectors for achieving national ambitions.ପରିବର୍ତ୍ତନର ୧୨ ବର୍ଷ: ସ୍ୱାଧୀନତା ଦିବସ ଅଭିଭାଷଣରେ ଭାରତର ପ୍ରଗତିକୁ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ
August 15th, 01:18 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଗତ ୧୨ ବର୍ଷ ମଧ୍ୟରେ ଭାରତର ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ। ଏହା ସହିତ ଉତ୍ପାଦନ, ଡିଜିଟାଲ୍ ଭିତ୍ତିଭୂମି, ମୌଳିକ ସୁବିଧା, ଶକ୍ତି ସୁରକ୍ଷା, ଯୁବ ସଶକ୍ତିକରଣ, ନବସୃଜନ, ସାମାଜିକ ସୁରକ୍ଷା ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ହୋଇଥିବା ପ୍ରଗତିର ରୂପରେଖ ପ୍ରସ୍ତୁତ କରିଥିଲେ।ଲାଲକିଲ୍ଲାର ପ୍ରାଚୀରରୁ ୮୦ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 15th, 07:00 am
ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରୁ 80ତମ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରି 140 କୋଟି ଭାରତୀୟଙ୍କ ଶକ୍ତି ଏବଂ ସଂକଳ୍ପ ଦ୍ୱାରା ପରିଚାଳିତ 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନର ସ୍ୱପ୍ନ ବିଷୟରେ କହିଥିଲେ। ଶାନ୍ତି ଆଇନ, ରେଳ ବିଦ୍ୟୁତିକରଣ, ଭାରତର ବାଣିଜ୍ୟ କାରବାର, ନକ୍ସଲବାଦର ସମାପ୍ତି ଏବଂ ଆହୁରି ଅନେକ ପ୍ରମୁଖ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ । 'ଶକ୍ତି କି ସପ୍ତଧାର'କୁ ଆପଣାଇବା ଲାଗି ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ ।PM Modi addresses the nation from the ramparts of Red Fort on the occasion of 80th Independence Day
August 15th, 06:50 am
PM Modi today addressed the nation from the ramparts of the Red Fort on the occasion of the 80th Independence Day. In his speech, he presented a detailed report card of India’s progress across manufacturing, digital growth and citizen delivery over the past 12 years. He also unveiled the transformative Sapta Dhara, comprising seven key sectors for achieving national ambitions.80ତମ ସ୍ୱାଧୀନତା ଦିବସ ପାଳନ କଲା ଭାରତ
August 15th, 06:45 am
ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରୁ 80ତମ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରି 140 କୋଟି ଭାରତୀୟଙ୍କ ଶକ୍ତି ଏବଂ ସଂକଳ୍ପ ଦ୍ୱାରା ପରିଚାଳିତ 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନର ସ୍ୱପ୍ନ ବିଷୟରେ କହିଥିଲେ। ଶାନ୍ତି ଆଇନ, ରେଳ ବିଦ୍ୟୁତିକରଣ, ଭାରତର ବାଣିଜ୍ୟ କାରବାର, ନକ୍ସଲବାଦର ସମାପ୍ତି ଏବଂ ଆହୁରି ଅନେକ ପ୍ରମୁଖ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ । 'ଶକ୍ତି କି ସପ୍ତଧାର'କୁ ଆପଣାଇବା ଲାଗି ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ ।ବିବେକା ସ୍ମାରକ ଆମକୁ ଏକ ଉଚ୍ଚ ଉଦ୍ଦେଶ୍ୟ ପାଇଁ ନିଜକୁ ସମର୍ପିତ କରିବାକୁ ପ୍ରେରଣା ଦିଏ : କର୍ଣ୍ଣାଟକର ମୈସୁରୁରେ ପ୍ରଧାନମନ୍ତ୍ରୀ ମୋଦୀ
August 01st, 04:53 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି କର୍ଣ୍ଣାଟକର ମୈସୁରୁରେ ବିବେକା ସ୍ମାରକ ଉଦଘାଟନ କରିଛନ୍ତି। ଏହି ଅବସରରେ ସମ୍ବୋଧନ କରି , ସେ ଦେଶର ସ୍ୱଚ୍ଛ ସହରାଞ୍ଚଳ କେନ୍ଦ୍ର ମଧ୍ୟରେ ଏହାର ସ୍ଥିର ସ୍ଥାନ ପାଇଁ ସହରକୁ ପ୍ରଶଂସା କରିଛନ୍ତି। ସେ ଯୁବପିଢ଼ିଙ୍କୁ ଦେଶକୁ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି, ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଏବଂ ବିଶ୍ୱ ସ୍ତରରେ ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଉତ୍ପାଦନ କ୍ଷମତା ହାସଲ କରିବା ପାଇଁ ପ୍ରେରଣା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ବର୍ତ୍ତମାନର ପିଢ଼ିକୁ ସ୍ୱାମୀ ବିବେକାନନ୍ଦଙ୍କ ଦେଶ ପାଇଁ ମହାନ ଦୃଷ୍ଟିକୋଣକୁ ସାକାର କରିବାର ଚୂଡ଼ାନ୍ତ ଦାୟିତ୍ୱ ନେବାକୁ ଆହ୍ୱାନ କରିଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀ କର୍ଣ୍ଣାଟକର ମୈସୁରୁରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ ଯୁବ କେନ୍ଦ୍ର - ବିବେକା ସ୍ମାରକ ଉଦଘାଟନ କରିଛନ୍ତି
August 01st, 04:00 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି କର୍ଣ୍ଣାଟକର ମୈସୁରୁରେ ବିବେକା ସ୍ମାରକ ଉଦଘାଟନ କରିଛନ୍ତି। ଏହି ଅବସରରେ ସମ୍ବୋଧନ କରି , ସେ ଦେଶର ସ୍ୱଚ୍ଛ ସହରାଞ୍ଚଳ କେନ୍ଦ୍ର ମଧ୍ୟରେ ଏହାର ସ୍ଥିର ସ୍ଥାନ ପାଇଁ ସହରକୁ ପ୍ରଶଂସା କରିଛନ୍ତି। ସେ ଯୁବପିଢ଼ିଙ୍କୁ ଦେଶକୁ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି, ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଏବଂ ବିଶ୍ୱ ସ୍ତରରେ ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଉତ୍ପାଦନ କ୍ଷମତା ହାସଲ କରିବା ପାଇଁ ପ୍ରେରଣା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ବର୍ତ୍ତମାନର ପିଢ଼ିକୁ ସ୍ୱାମୀ ବିବେକାନନ୍ଦଙ୍କ ଦେଶ ପାଇଁ ମହାନ ଦୃଷ୍ଟିକୋଣକୁ ସାକାର କରିବାର ଚୂଡ଼ାନ୍ତ ଦାୟିତ୍ୱ ନେବାକୁ ଆହ୍ୱାନ କରିଛନ୍ତି।The development of Chandigarh has always been the absolute priority of our government: PM Modi
July 17th, 02:08 pm
Launching multiple development projects in Chandigarh, PM Modi asserted that the development of Chandigarh has always been an absolute priority of the current government. He detailed the massive structural changes implemented in the region over the past decade. Congratulating the residents on the inauguration of healthcare, education and infrastructure projects, he also praised the city for striving to improve its cleanliness rankings.ଚଣ୍ଡୀଗଡ଼ରେ ₹୪,୭୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ
July 17th, 01:45 pm
ପ୍ରାୟ ଦେଢ଼ ବର୍ଷ ପୂର୍ବେ ଦେଶର ନ୍ୟାୟ ବ୍ୟବସ୍ଥାରେ କରାଯାଇଥିବା ଐତିହାସିକ ଏବଂ ବ୍ୟାପକ ପରିବର୍ତ୍ତନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉପନିବେଶବାଦୀ ଦଣ୍ଡମୂଳକ ଆଇନରୁ ନ୍ୟାୟକେନ୍ଦ୍ରିକ ବ୍ୟବସ୍ଥାକୁ ଦେଶ ରୂପାନ୍ତରିତ ହୋଇଛି। “ଭାରତୀୟ ନ୍ୟାୟ ସଂହିତାର କାର୍ଯ୍ୟାନ୍ୱୟନ ଚଣ୍ଡିଗଡ଼ରୁ ହିଁ ଆରମ୍ଭ ହୋଇଥିଲା,” ବୋଲି ଶ୍ରୀ ମୋଦୀ ମତ ଦେଇଥିଲେ।ହରିଆଣାର ଜିନ୍ଦରେ ବହୁବିଧ ବିକାଶ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 17th, 12:00 pm
ଜିନ୍ଦର ଏହି ଗୌରବମୟ ଭୂମିରୁ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ରାମ-ରାମ ! ଏହି ପବିତ୍ର ମାଟିକୁ ମୁଁ ଆସି ମୋର ହୃଦୟ ଆନନ୍ଦରେ ଭରିଯାଉଛି । ଏହା କୌଣସି ସାଧାରଣ ଭୂମି ନୁହେଁ,ଏହା ଇତିହାସ, ବୀରତ୍ୱ, ବିଶ୍ୱାସ ଏବଂ ଗର୍ବର ଭୂମି । ଶକ୍ତି ପୀଠ ମାତା ଜୟଁନ୍ତୀୟାଁଙ୍କ ଆଶୀର୍ବାଦ ଏହି ସହର ଉପରେ ସର୍ବଦା ରହିଥାଏ। ମୋ ପାଇଁ, ଜିନ୍ଦ ଆସିବା ପୁରୁଣା ସ୍ମୃତି ପାଇଁ ଏକ ଝରକା ଖୋଲିବା ଭଳି। ମୁଁ ଆଜି ଏଠାରେ ଅନେକ ପରିଚିତ ଚେହେରା ଦେଖିପାରୁଛି। ଅନେକ ଲୋକ ଦାବି କରନ୍ତି ଯେ ମୁଁ ଏଠାକୁ ସେମାନଙ୍କ ସ୍କୁଟରରେ ଚଢ଼ି ଆସୁଥିଲି। ଦଶନ୍ଧି ପୂର୍ବରୁ, ମୁଁ ପ୍ରଥମେ ସଂଗଠନ କାର୍ଯ୍ୟ ପାଇଁ ଜିନ୍ଦ ଆସୁଥିଲି। ସେତେବେଳେ ଆପଣମାନେ ମୋତେ ଯେଉଁ ସ୍ନେହ ଏବଂ ଭଲପାଇବା ଦେଇଥିଲେ, ତାହା ମୁଁ କେବେ ଭୁଲି ପାରିନାହିଁ। ଏଠିକାର ମଇଁଷିର କ୍ଷୀର, ଦହି ଏବଂ ଘିଅ, ଜିନ୍ଦର ଦେଶୀ ବୁରା ଏବଂ ଏଠାକାର ଘେଓ୍ବର , ଏହି ସ୍ମୃତି ଗୁଡ଼ିକ ଚିରକାଳ ପାଇଁ ଜିନ୍ଦ ସହିତ ଜଡିତ ।ହରିୟାଣାର ଜିନ୍ଦ୍ଠାରେ ପ୍ରାୟ ୧୪,୭୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଶିଳାର୍ପଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
July 17th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ଜିନ୍ଦରେ ପ୍ରାୟ ୧୪,୭୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ସ୍ଥାନରେ ପହଞ୍ଚିବା ପରେ ଗଭୀର ଆନନ୍ଦ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଶକ୍ତିପୀଠ ମାତା ଜୟନ୍ତୀ ଦ୍ୱାରା ଅନନ୍ୟ ଭାବରେ ଆଶୀର୍ବାଦପ୍ରାପ୍ତ ଏହି ଅଞ୍ଚଳର ସମୃଦ୍ଧ ଐତିହାସିକ, ସାମରିକ ଏବଂ ଆଧ୍ୟାତ୍ମିକ ଐତିହ୍ୟ ଉପରେ ଆଲୋକପାତ କରିଥିଲେ। ଦଶନ୍ଧି ପୂର୍ବେ ସଂଗଠନ ଦାୟିତ୍ୱ ପାଇଁ ସହରକୁ ତାଙ୍କର ପ୍ରାରମ୍ଭିକ ଗସ୍ତକୁ ମନେ ପକାଇ, ତାଙ୍କୁ ମିଳିଥିବା ଅବିସ୍ମରଣୀୟ ସ୍ନେହକୁ ସେ ସ୍ମରଣ କରିଥିଲେ, ଯାହା ସ୍ଥାନୀୟ ଖାଦ୍ୟ ସାମଗ୍ରୀ ଯେପରିକି ମୁରାହ ମଇଁଷି ଡାଏରୀ, ଦେଶୀ ବୁରା ଏବଂ ଘେୱର ସହିତ ଆନ୍ତରିକ ଭାବରେ ଜଡିତ ବୋଲି କହିଥିଲେ। ଶ୍ରୀ ମୋଦୀ କହିଥିଲେ, ଏହା କୌଣସି ସାଧାରଣ ଭୂମି ନୁହେଁ; ଏହା ଇତିହାସ, ବୀରତ୍ୱ, ବିଶ୍ୱାସ ଏବଂ ଅପାର ଗର୍ବର ଏକ ମହାନ ଭୂମି।Daman has become a living example of Mini India: PM Modi
June 05th, 07:20 pm
Addressing a public gathering in Daman, PM Modi lauded Daman as a living example of Mini India. Launching multiple transformative projects spanning connectivity, health, education, tourism, and urban infrastructure, he highlighted the region's prowess in solar energy and cleanliness. Listing various government initiatives that transformed the lives of the people, he assured the Union Territory of the central government's continued support.PM Modi inaugurates, dedicates to the nation and lays the foundation stone of development projects worth around ₹2,970 crore in Daman
June 05th, 07:15 pm
Addressing a public gathering in Daman, PM Modi lauded Daman as a living example of Mini India. Launching multiple transformative projects spanning connectivity, health, education, tourism, and urban infrastructure, he highlighted the region's prowess in solar energy and cleanliness. Listing various government initiatives that transformed the lives of the people, he assured the Union Territory of the central government's continued support.ତାମିଲନାଡୁର ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଲୋଚନା
April 13th, 04:00 pm
ପ୍ରଧାନମନ୍ତ୍ରୀ ମୋଦୀ 'ମେରା ବୁଥ୍, ସବସେ ମଜବୁତ ସମ୍ବାଦ' ସମୟରେ ତାମିଲନାଡୁର ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ, ସାରା ରାଜ୍ୟରେ ଏନଡିଏର ପ୍ରସାରକୁ ସୁଦୃଢ଼ କରିବାରେ ସେମାନଙ୍କର ନିରନ୍ତର ତୃଣମୂଳ ସ୍ତରରେ ପ୍ରୟାସକୁ ସ୍ୱୀକାର କରିଥିଲେ।TMC is Anti-North Bengal, Anti-tribal, Anti-tea garden, Anti-women & Anti-youth: PM Modi in Siliguri
April 12th, 01:15 pm
Ahead of the West Bengal Assembly elections, Prime Minister Narendra Modi today turbocharged the BJP’s campaign with a high-energy address in Siliguri, drawing massive public support. Addressing a packed rally in North Bengal, the PM launched a scathing attack on the ruling All India Trinamool Congress (TMC), accusing it of corruption, neglect and fostering a climate of fear.PM Modi’s high-energy speech electrifies the Siliguri crowd
April 12th, 01:00 pm
Ahead of the West Bengal Assembly elections, Prime Minister Narendra Modi today turbocharged the BJP’s campaign with a high-energy address in Siliguri, drawing massive public support. Addressing a packed rally in North Bengal, the PM launched a scathing attack on the ruling All India Trinamool Congress (TMC), accusing it of corruption, neglect and fostering a climate of fear.ପଶ୍ଚିମବଙ୍ଗର ପତନ କଂଗ୍ରେସ, ପରେ ବାମପନ୍ଥୀ ଏବଂ ଏବେ ଟିଏମସି ଅଧୀନରେ ଆସିଥିଲା: କୁଚବିହାରରେ ପ୍ରଧାନମନ୍ତ୍ରୀ ମୋଦୀ
April 05th, 05:00 pm
ପ୍ରଧାନମନ୍ତ୍ରୀ ମୋଦୀ କୁଚବିହାରରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରି କହିଛନ୍ତି ଯେ ପଶ୍ଚିମବଙ୍ଗର ଲୋକମାନେ ଆଜି ଟିଏମସିର ଭୟ ଏବଂ ବିଜେପିର ବିଶ୍ୱାସ ମଧ୍ୟରେ ଏକ ସ୍ପଷ୍ଟ ବାଛନ୍ତୁ। ସେ କହିଛନ୍ତି ଯେ ଟିଏମସି କଟ-ମନି, ଦୁର୍ନୀତି, ଅନୁପ୍ରବେଶ ଏବଂ ସିଣ୍ଡିକେଟ ରାଜକୁ ପ୍ରତିନିଧିତ୍ୱ କରୁଥିବା ବେଳେ, ବିଜେପି ଦ୍ରୁତ ବିକାଶ, ସୁରକ୍ଷା, ମର୍ଯ୍ୟାଦା ଏବଂ ଜମି ଏବଂ ଘରର ସଠିକ୍ ମାଲିକାନା ପାଇଁ ଠିଆ ହୋଇଛି।ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗର କୁଚବିହାରରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିଛନ୍ତି
April 05th, 04:20 pm
ପ୍ରଧାନମନ୍ତ୍ରୀ ମୋଦୀ କୁଚବିହାରରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରି କହିଛନ୍ତି ଯେ ପଶ୍ଚିମବଙ୍ଗର ଲୋକମାନେ ଆଜି ଟିଏମସିର ଭୟ ଏବଂ ବିଜେପିର ବିଶ୍ୱାସ ମଧ୍ୟରେ ଏକ ସ୍ପଷ୍ଟ ବାଛନ୍ତୁ। ସେ କହିଛନ୍ତି ଯେ ଟିଏମସି କଟ-ମନି, ଦୁର୍ନୀତି, ଅନୁପ୍ରବେଶ ଏବଂ ସିଣ୍ଡିକେଟ ରାଜକୁ ପ୍ରତିନିଧିତ୍ୱ କରୁଥିବା ବେଳେ, ବିଜେପି ଦ୍ରୁତ ବିକାଶ, ସୁରକ୍ଷା, ମର୍ଯ୍ୟାଦା ଏବଂ ଜମି ଏବଂ ଘରର ସଠିକ୍ ମାଲିକାନା ପାଇଁ ଠିଆ ହୋଇଛି।କଂଗ୍ରେସ ସବୁବେଳେ ଆସାମର ସ୍ୱାର୍ଥ ସହ ସାଲିସ କରିଛି: ବିଶ୍ୱନାଥରେ ପ୍ରଧାନମନ୍ତ୍ରୀ ମୋଦୀ
April 01st, 11:45 am
ଆସାମର ବିଶ୍ୱନାଥ ଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କଂଗ୍ରେସକୁ 'ବିକାଶ ବିରୋଧୀ' ଏବଂ 'ସ୍ୱାଧୀନ ଭାରତରେ ଦୁର୍ନୀତିର ମୂଳ' ବୋଲି ଅଭିଯୋଗ କରି କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କରିଥିଲେ। ବିଜେପି-ଏନଡିଏ ସରକାରଙ୍କ କାର୍ଯ୍ୟକଳାପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ହଜାର ହଜାର ବିଘା ଜମିକୁ ବେଆଇନ ଜବରଦଖଲରୁ ମୁକ୍ତ କରାଯାଇଛି, ଯାହା ଆସାମର ଐତିହ୍ୟ ଏବଂ ପରିବେଶକୁ ପୁନଃସ୍ଥାପିତ କରିଛି। ସବକା ସାଥ, ସବକା ବିକାଶ ପାଇଁ ବିଜେପିର ପ୍ରତିବଦ୍ଧତାକୁ ଦୋହରାଇ ସେ ରେକର୍ଡ ମତଦାନ ସୁନିଶ୍ଚିତ କରିବା ଲାଗି ଭୋଟରମାନଙ୍କୁ ଅନୁରୋଧ କରିଥିଲେ ।ବିଜେପି-ଏନଡିଏ ସଂସଦରେ କଂଗ୍ରେସର ଅନ୍ୟାୟ ସାମ୍ପ୍ରଦାୟିକ ହିଂସା ବିଲକୁ ରୋକିଛି: ପ୍ରଧାନମନ୍ତ୍ରୀ ମୋଦୀ
April 01st, 11:30 am
ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଗାମୁଖରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି, ଯାହା ନିର୍ବାଚନ ଘୋଷଣା ପରେ ଆସାମରେ ତାଙ୍କର ପ୍ରଥମ ରାଲି। ଏହି କାର୍ଯ୍ୟକ୍ରମରେ ଯୁବକ, ମହିଳା ଏବଂ ସ୍ଥାନୀୟ ସମ୍ପ୍ରଦାୟର ଉତ୍ସାହଜନକ ଅଂଶଗ୍ରହଣ ସହିତ ବିଜେପି ନେତୃତ୍ୱାଧୀନ ଏନଡିଏ ପାଇଁ ଦୃଢ ଗତିର ସଙ୍କେତ ଦେଇଥିଲା।