ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
February 26th, 03:30 pm
ନଅ ବର୍ଷ ପୂର୍ବେ, ମୋତେ ଇସ୍ରାଏଲକୁ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଗସ୍ତ କରିବାର ସୌଭାଗ୍ୟ ମିଳିଥିଲା। ପୁଣିଥରେ ଇସ୍ରାଏଲ୍ର ଐତିହାସିକ ଭୂମିରେ ପଦାର୍ପଣ କରିବା ମୋ ପାଇଁ ଏକ ଗର୍ବ ଏବଂ ଭାବପ୍ରବଣ ମୁହୂର୍ତ୍ତ ଅଟେ।