ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉସ୍ତାଦ ଅମଜାଦ ଅଲ୍ଲୀ ଖାନ

June 13th, 12:47 pm

ସରୋଦ ବାଦକ ଉସ୍ତାଦ ଆଜମଲ ଅଲି ଖାନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ପ୍ରସିଦ୍ଧ ସଂଗୀତକାର ଏବଂ ସରୋଦ ବାଦକ ପ୍ରଧାନମନ୍ତ୍ରୀଙ୍କୁ ଭାରତୀୟ ଶାସ୍ତ୍ରୀୟ ସଂଗୀତର 20 ଜଣ ପ୍ରତିଷ୍ଠିତ ଲୋକଙ୍କ ଜୀବନ ଉପରେ ଆଧାରିତ ପୁସ୍ତକ 'ମାଷ୍ଟର ଅନ ମାଷ୍ଟର୍ସ' ପ୍ରଦାନ କଲେ ।