ରାଜସ୍ଥାନ ମନ୍ତ୍ରୀ ମାଷ୍ଟର ଭନୱରଲାଲ ମେଘୱାଲଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

November 16th, 08:02 pm

ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ମାଷ୍ଟର ଭନୱରଲାଲ ମେଘୱାଲଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।