ପ୍ରଧାନମନ୍ତ୍ରୀ ଏସୀୟ ଉନ୍ନୟନ ବ୍ୟାଙ୍କ ଅଧ୍ୟକ୍ଷଙ୍କୁ ଭେଟିଲେ
June 01st, 04:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ ଉନ୍ନୟନ ବ୍ୟାଙ୍କ ଅଧ୍ୟକ୍ଷ ଶ୍ରୀ ମସାତୋ କାଣ୍ଡାଙ୍କୁ ଭେଟିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ବିଗତ ଦଶକରେ ଭାରତରେ ହୋଇଥିବା ପରିବର୍ତ୍ତନ ଅଗଣିତ ଲୋକଙ୍କୁ ସଶକ୍ତ କରିଛି ଏବଂ ଏହାକୁ ଆଗେଇ ନେବା ଦିଗରେ ଆମେ କାମ କରୁଛୁ’ ।