Prime Minister Pays Tributes to Chandra Shekhar Azad on Martyrdom Day: Shares a Sanskrit Subhshitam Highlighting his Life Lessons

February 27th, 09:13 am

On the martyrdom day of Chandra Shekhar Azad, PM Modi lauded his bravery and said that Azad sacrificed everything to free Mother India from the shackles of slavery. The PM also shared a Sanskrit verse that says, “There is no element more transcendent than bravery in the three worlds. Valor is the fundamental force that nourishes and protects the animate and inanimate world. All worldly dignity, prosperity and duty exist solely in the valor of the valiant.”

PM bows to Sri Guru Teg Bahadur Ji on his martyrdom day

December 06th, 08:07 pm

The Prime Minister, Shri Narendra Modi has paid tributes to Sri Guru Teg Bahadur Ji on his martyrdom day. Prime Minister, Shri Narendra Modi recalled the unparalleled courage and sacrifice of Sri Guru Teg Bahadur Ji for the values of justice, equality and the protection of humanity.

ଶ୍ରୀ ଗୁରୁ ତେଗ୍ ବାହାଦୂରଙ୍କୁ ତାଙ୍କ ସହୀଦ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

December 17th, 01:24 pm

ଶ୍ରୀ ଗୁରୁ ତେଗ୍ ବାହାଦୂରଙ୍କୁ ତାଙ୍କ ସହୀଦ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ସ୍ୱାଧୀନତା ଏବଂ ମାନବିକ ମର୍ଯ୍ୟାଦା ପାଇଁ ଶ୍ରୀ ତେଗ୍ ବାହାଦୂରଙ୍କ ଅତୁଳନୀୟ ବଳିଦାନ ସମୟ ସହ ପ୍ରତିଫଳିତ, ଯାହା କି ମାନବିକତାକୁ ଅଖଣ୍ଡତା ଏବଂ କରୁଣାର ସହ ବଞ୍ଚିବାକୁ ପ୍ରେରଣା ଦିଏ ।

ପ୍ରଧାନମନ୍ତ୍ରୀ ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ତାଙ୍କ ବଳିଦାନ ଦିବସରେ ପ୍ରଣାମ ଜଣାଇଛନ୍ତି

December 08th, 01:52 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ତାଙ୍କ ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Prime Minister Pays Tributes to Martyrs on Shaheedi Diwas

March 23rd, 10:53 am

Prime Minister Shri Narendra Modi paid tributes to Bhagat Singh, Sukhdev and Rajguru on the occasion of the ShaheediDiwas (Martyrs’ Day) today

ଇମାମ ହୁସେନ (ଏସଏ)ଙ୍କ ସ୍ମୃତିରେ ଅନୁଷ୍ଠିତ – ଆଶରା ମୁବାରକରେ ଯୋଗଦେବେ ପ୍ରଧାନମନ୍ତ୍ରୀ

September 13th, 02:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଇନ୍ଦୋରଠାରେ ସେପ୍ଟେମ୍ବର 14, 2018ରେ ଦାଉଦି ବୋହରା ସମ୍ପ୍ରଦାୟ ଦ୍ଵାରା ଆୟୋଜିତ ଆଶରା ମୁବାରକ – ଇମାମ ହୁସେନ (ଏସଏ)ଙ୍କ ସ୍ମୃତି ସଭାରେ ଯୋଗଦେବେ ।

ଭଗତ ସିଂ, ରାଜଗୁରୁ, ଶୁକଦେବଙ୍କୁ ଶହୀଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

March 23rd, 09:52 am

ଶହୀଦ ଦିବସ ଅବସରରେ ଭଗତ ସିଂ, ରାଜଗୁରୁ ଓ ଶୁକଦେବଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଭଗତ ସିଂହ, ରାଜଗୁରୁ, ସୁଖଦେବଙ୍କ ସହିଦ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

March 23rd, 10:59 am

PM Narendra Modi paid rich tribute to Bhagat Singh, Rajguru & Sukhdev on their martyrdom day. The PM said, “Remembering Bhagat Singh, Rajguru & Sukhdev on the day of their martyrdom. India will never forget their courage & sacrifice.”