ପୁଡୁଚେରୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 01st, 12:00 pm
ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ. ରଙ୍ଗାସାମୀ, ମୋର କେନ୍ଦ୍ର କ୍ୟାବିନେଟ୍ ସହଯୋଗୀ ଶ୍ରୀ ମନସୁଖ ମାଣ୍ଡଭୀୟ, ପୁଡୁଚେରୀର ଉପରାଜ୍ୟପାଳ ଶ୍ରୀ କେ. କୈଳାସନାଥନ, ରାଜ୍ୟ ବିଧାନସଭାର ବାଚସ୍ପତି ଶ୍ରୀ ଆର. ସେଲଭାମ, ଗୃହମନ୍ତ୍ରୀ ଶ୍ରୀ ଏ. ନମାସ୍ସିଭ୍ୟମ, ଅନ୍ୟ ନେତାଗଣ, ପୁଡୁଚେରୀର ମୋର ପ୍ରିୟ ଭଉଣୀ ଏବଂ ଭାଇମାନେ, ବନକ୍କମ!ପୁଡୁଚେରୀରେ ୨,୭୦୦ କୋଟିରୁ ଅଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 01st, 11:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଡୁଚେରୀରେ ୨,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗତିଶୀଳତା ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଦିଗରେ ପରିବର୍ତ୍ତନ କରିବା ଲକ୍ଷ୍ୟ ନେଇ ଆଗେଇଯାଉଛି।ଭାରତର ଯୁବକମାନଙ୍କ ଅତୁଳନୀୟ ଶକ୍ତି ଏବଂ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ
January 10th, 08:35 am
ଭାରତର ଯୁବ ପିଢ଼ିର ଉତ୍ସାହ ଏବଂ ସଂକଳ୍ପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଗାମୀ 'ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପ'ରେ ଦେଶର ଯୁବକମାନଙ୍କ ସହ ଯୋଡ଼ି ହେବା ନିମନ୍ତେ ଉତ୍ସାହ ବ୍ୟକ୍ତ କରିଛନ୍ତି।କଲ୍ୟାଣକାରୀ ବିକାଶ ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇଲେ ପ୍ରଧାନମନ୍ତ୍ରୀ
June 11th, 02:20 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କଲ୍ୟାଣକାରୀ ବିକାଶ ପ୍ରତି ସରକାରଙ୍କ ଅଟଳ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି । ଏହା ସୁନିଶ୍ଚିତ କରୁଛି ଯେ, ବିଭିନ୍ନ ଲୋକାଭିମୁଖୀ ଯୋଜନାଗୁଡିକ ସର୍ବାଧିକ ସଂଖ୍ୟାରେ ନାଗରିକଙ୍କ ନିକଟରେ ପହଞ୍ଚିବ। ଏହି ପଦକ୍ଷେପଗୁଡିକର ପ୍ରଭାବଶୀଳତା ଏବଂ ପ୍ରସାରରେ ହୋଇଥିବା ପ୍ରଶଂସନୀୟ ଅଭିବୃଦ୍ଧିକୁ ସେ ପ୍ରଶଂସା କରିଛନ୍ତି ।ବିକଶିତ ଭାରତ ଯୁବା ନେତା ଆଲୋଚନା ଆମ ଯୁବଶକ୍ତି, ସେମାନଙ୍କ ସ୍ୱପ୍ନ, ଦକ୍ଷତା ଏବଂ ଆକାଂକ୍ଷାରେ ଉତ୍ସାହ ଆଣିଛି: ପ୍ରଧାନମନ୍ତ୍ରୀ
January 10th, 07:24 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିକଶିତ ଭାରତ ଯୁବା ନେତା ଆଲୋଚନା ଆମ ଯୁବଶକ୍ତି, ସେମାନଙ୍କ ସ୍ୱପ୍ନ, ଦକ୍ଷତା ଏବଂ ଆକାଂକ୍ଷାରେ ଉତ୍ସାହ ଆଣିଛି । ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି, ୨୦୨୫ ଜାନୁଆରୀ ୧୨ ତାରିଖରେ ଯୁବଶକ୍ତିଙ୍କ ସହ ଭାବ ବିନିମୟ କରିବାକୁ ସେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି ।୧.୫ ଲକ୍ଷ ସୁସ୍ଥତା କେନ୍ଦ୍ର ପ୍ରତିଷ୍ଠା ଲକ୍ଷ୍ୟର ସଫଳତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
December 29th, 09:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ୧.୫ ଲକ୍ଷ ଅଳୟୁଷ୍ମାନ ଭାରତ - ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ରର ଲକ୍ଷ୍ୟ ହାସଲ ନୂତନ ଭାରତରେ ନୂତନ ଶକ୍ତି ଯୋଗାଇବ । ସେ କହିଛନ୍ତି ଯେ ଭାରତର ସମୃଦ୍ଧତା ସୁସ୍ଥ ନାଗରିକଙ୍କ ଉପରେ ରହିଛି ।ଟୀକାକରଣ ୨୦୦ କୋଟି ଡୋଜ ଅତିକ୍ରମ କରିଥିବାରୁ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
July 17th, 01:24 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଜ୍ଞାନ ଉପରେ ଉଲ୍ଲେଖନୀୟ ଭରସା ପ୍ରଦର୍ଶନ କରି ୨୦୦ କୋଟି କୋଭିଡ-୧୯ ଟିକା ଡୋଜର ବିଶେଷ ସଂଖ୍ୟା ଅତିକ୍ରମ କରିଥିବାରୁ ଭାରତର ଲୋକଙ୍କୁ ପ୍ରଶଂସା କରିଛନ୍ତି । ଏହି ଅଭିଯାନରେ ଡାକ୍ତର, ନର୍ସ, ଆଗଧାଡିର କର୍ମଚାରୀ, ବୈଜ୍ଞାନିକ, ଉଦ୍ଭାବକ ଏବଂ ଉଦ୍ୟୋଗୀଙ୍କ ଆବେଗ ଏବଂ ନିଷ୍ଠାକୁ ସେ ପ୍ରଶଂସା କରିଛନ୍ତି ।ଆଜିର କ୍ୟାବିନେଟ୍ ନିଷ୍ପତ୍ତି ଭାରତର ଟିକାକରଣ କଭରେଜକୁ ଆହୁରି ବଢ଼ାଇବ ଏବଂ ଏକ ସୁସ୍ଥ ରାଷ୍ଟ୍ର ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ
July 13th, 10:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶାବ୍ୟକ୍ତ କରିଛନ୍ତି ଯେ ୨୦୨୨ ଜୁଲାଇ ୧୫ରୁ ଆଗାମୀ ୭୫ ଦିନ ପାଇଁ ସରକାରୀ ଟିକାକରଣ କେନ୍ଦ୍ରଗୁଡ଼ିକରେ ୧୮ ବର୍ଷରୁ ଊଦ୍ଧ୍ୱର୍ ବୟସର ସମସ୍ତ ନାଗରିକଙ୍କୁ ମାଗଣାରେ କୋଭିଡ-୧୯ ପ୍ରିକସନ ଡୋଜ୍ ପ୍ରଦାନ ନିଷ୍ପତ୍ତି ଭାରତର ଟିକାକରଣ କଭରେଜକୁ ଆହୁରି ବଢ଼ାଇବ ଏବଂ ଏକ ସୁସ୍ଥ ରାଷ୍ଟ୍ର ସୃଷ୍ଟି କରିବ ।୧୫-୧୮ ବୟସ ବର୍ଗର ୫୦ ପ୍ରତିଶତରୁ ଅଧିକ କିଶୋରଙ୍କ ପ୍ରଥମ ଡୋଜ ଟିକାକରଣକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
January 19th, 10:01 am
୧୫-୧୮ ବୟସ ବର୍ଗର ୫୦ ପ୍ରତିଶତରୁ ଅଧିକ କିଶୋରଙ୍କ ପ୍ରଥମ ଡୋଜ ଟିକାକରଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।