ରୌପ୍ୟ ପଦକ ଜିତିଥିବା ମହିଳା ଟ୍ରାପ୍ ଟିମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
October 01st, 08:25 pm
ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ମହିଳା ଟ୍ରାପ୍ ଟିମର ମନିଷା କିର, ପ୍ରୀତି ରଜକ ଏବଂ ରାଜେଶ୍ୱରୀ କୁମାରୀଙ୍କ ଚମତ୍କାର ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।