ଫ୍ରାନ୍ସ ଏଭିଏନଠାରେ ଅନୁଷ୍ଠିତ ଜି୭ ଶିଖର ସମ୍ମିଳନୀରେ “କୃତ୍ରିମ ବୁଦ୍ଧିମତ୍ତାର ସୁରକ୍ଷିତ, ଦ୍ରୁତ ଏବଂ ଦକ୍ଷ ପ୍ରୟୋଗ ସୁନିଶ୍ଚିତ କରିବା” ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
June 18th, 05:01 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସର ଏଭିଏନରେ ଅନୁଷ୍ଠିତ ଜି୭ ଶିଖର ସମ୍ମିଳନୀରେ “କୃତ୍ରିମ ବୁଦ୍ଧିମତ୍ତାର ଏକ ସୁରକ୍ଷିତ, ଦ୍ରୁତ ଏବଂ ଦକ୍ଷ ପ୍ରଚଳନ ସୁନିଶ୍ଚିତ କରିବା” ଶୀର୍ଷକ ଆଉଟ୍ରିଚ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ।ଜି-୭ ଶିଖର ସମ୍ମିଳନୀର ‘ନିରାପଦ, ଦ୍ରୁତ ଏବଂ ଦକ୍ଷ ଏଆଇ କାର୍ଯ୍ୟକାରିତା ସୁନିଶ୍ଚିତ କରିବା’ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ଓଡ଼ିଆ ଅନୁବାଦ
June 17th, 09:20 pm
ଆଜି ମାନବ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବରୁ ବଞ୍ଚିତ ରହିଛି। ଏଆଇ ବୈଜ୍ଞାନିକ ଗବେଷଣାକୁ ଅଭୂତପୂର୍ବ ଗତିରେ ତ୍ୱରାନ୍ୱିତ କରୁଛି। ଏହା ଶାସନ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ ଏବଂ ଜନମୁଖୀ କରୁଥିବା ବେଳେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଉତ୍ପାଦନ ଭଳି କ୍ଷେତ୍ରଗୁଡ଼ିକୁ ମଧ୍ୟ ସଶକ୍ତ କରୁଛି।ଏଆଇ ଇମ୍ପାକ୍ଟ ସମ୍ମିଳନୀ ଅବସରରେ ଜାତିସଂଘ ମହାସଚିବଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ
February 20th, 09:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦ ଫେବୃଆରୀ ୨୦୨୬ରେ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଅବସରରେ ଜାତିସଂଘର ମହାସଚିବ (ୟୁଏନ୍ଏସ୍ଜି) ଶ୍ରୀ ଆଣ୍ଟୋନିଓ ଗୁଟେରେସଙ୍କୁ ଭେଟିଥିଲେ ।