ବିଶ୍ୱ ନେତା ଏବଂ ନାଗରିକମାନଙ୍କୁ ସେମାନଙ୍କର ହାର୍ଦ୍ଦିକ ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

June 10th, 11:50 pm

ପ୍ରଧାନମନ୍ତ୍ରୀ ବିଶ୍ୱ ନେତା ଏବଂ ସମାଜର ସମସ୍ତ ବର୍ଗର ଲୋକଙ୍କ ପ୍ରତି ସେମାନଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ବାର୍ତ୍ତା ପାଇଁ ଗଭୀର କୃତଜ୍ଞତା ପ୍ରକାଶ କରିଛନ୍ତି । ଏହି ଶୁଭକାମନା ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇ ସେ କହିଥିଲେ ଯେ, ଭାରତର ସେବା କରିବା ଏବଂ ଦେଶର ବିକାଶ ଯାତ୍ରାରେ ଯୋଗଦାନ ଦେବା ତାଙ୍କ ପାଇଁ ଏକ ସୌଭାଗ୍ୟ । ଲୋକଙ୍କ ବିଶ୍ୱାସ ହିଁ ତାଙ୍କର ଶକ୍ତିର ସବୁଠାରୁ ବଡ ଶକ୍ତି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଏକ ବିକଶିତ ଭାରତର ଦୃଷ୍ଟିକୋଣକୁ ସାକାର କରିବା, ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ପୂରଣ କରିବା ଏବଂ ଭାରତର ବିଶ୍ୱ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ଅଧିକ ସମର୍ପଣ ଭାବ ସହିତ କାର୍ଯ୍ୟ କରିବାକୁ ତାଙ୍କର ପୂର୍ଣ୍ଣ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି ।

ପ୍ରଧାନମନ୍ତ୍ରୀ ଡିସେମ୍ବର 25ରେ ନୂଆ ମେଟ୍ରୋ ଲାଇନ କରିବେ ଉଦ୍ଘାଟନ ନୋଏଡ଼ା-ଦକ୍ଷିଣ ଦିଲ୍ଲୀ ମଧ୍ୟରେ ହ୍ରାସ ପାଇବ ଯାତ୍ରା ସମୟ

December 23rd, 01:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର 25 ତାରିଖରେ ଦିଲ୍ଲ ମେଟ୍ରୋର ନୂଆ ମାଜେଣ୍ଟା ଲାଇନର ଗୋଟିଏ ଅଂଶକୁ ଉଦ୍ଘାଟନ କରିବେ । ଏହି ଲାଇନ ନୋଏଡ଼ାର ବଟାନିକାଲ ଗାର୍ଡେନକୁ ଦିଲ୍ଲୀର କାଲ୍କାଜୀ ମନ୍ଦିର ସହ ଯୋଡ଼ିବ । ଏହାଦ୍ୱାରା ନୋଏଡ଼ା ଏବଂ ଦକ୍ଷିଣ ଦିଲ୍ଲୀ ମଧ୍ୟରେ ଯାତ୍ରା ସମୟ ବହୁଳ ଭାବେ ହ୍ରାସ ପାଇବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନୋଏଡ଼ାରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ ।

PM's bilateral meetings on the sidelines of ASEAN Summit in Manila, Philippines

November 14th, 09:51 am

PM Narendra Modi met several world leaders on the sidelines of the ongoing ASEAN Summit in Manila, Philippines.

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମି. ମାଲକମ ଟର୍ନବୁଲଙ୍କ ସହ ଫୋନ ରେ କଥାହେଲେ ପ୍ରଧାନମନ୍ତ୍ରୀ

May 02nd, 06:30 pm

ଆଜି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମି. ମାଲକମ ଟର୍ନବୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରିଥିଲେ l ପ୍ରଧାନମନ୍ତ୍ରୀ ଟର୍ନବୁଲ ତାଙ୍କ ସଫଳ ଭାରତ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କୁଶଳୀ ପେଶାଦାର ମାନଙ୍କ ପାଇଁ ଅଷ୍ଟ୍ରେଲିଆର ପରିବର୍ତ୍ତିତ ଭିସା ନୀତିର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ଚିନ୍ତାବ୍ୟକ୍ତ କରିଥିଲେ l ଉଭୟ ପକ୍ଷର ଅଧିକାରୀମାନେ ଏହି ଘଟଣା ସମ୍ପର୍କରେ ବିଚାର ବିମର୍ଷ କରିବେ ବୋଲି ଦୁଇ ପ୍ରଧାନମନ୍ତ୍ରୀ ଏକମତ ହୋଇଥିଲେ l

ସୋସିଆଲ ମିଡିଆ କର୍ଣ୍ଣର 10 ଏପ୍ରିଲ 2017

April 10th, 08:29 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

PM Modi and Australian PM Turnbull take a metro ride to Akshardham Temple

April 10th, 04:44 pm

Prime Minister Narendra Modi and Australian PM Malcolm Turnbull took a metro ride from Mandi House metro station to Akshardham. The leaders visited the Akshardham Temple and offered prayers.

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

April 10th, 02:15 pm

ଆପଣଙ୍କ ପ୍ରଥମ ଭାରତ ଗସ୍ତରେ ଆପଣଙ୍କୁ ସ୍ୱାଗତ କରି ଆନନ୍ଦିତ । ଗତ ମାସରେ ଆମେ ବର୍ଡର-ଗାଭାସ୍କର ଟ୍ରଫିର ଏକ ରୋମାଞ୍ଚଭରା ସମାପନ ଦେଖିଛେ । 2014 ମସିହାରେ ଅଷ୍ଟ୍ରେଲିଆ ସଂସଦରେ ମୋର ଭାଷଣରେ ମୁଁ ମହାନ୍ ବ୍ରାଡମ୍ୟାନ୍ ଓ ତେନ୍ଦୁଲକରଙ୍କ ସମ୍ପର୍କରେ କହିଥିଲି । ଆଜି ଭାରତର ବିରାଟ କୋହଲି ଓ ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ କ୍ରିକେଟରେ ଯୁବ ବିଗ୍ରେଡକୁ ରୂପ ଦେଉଛନ୍ତି । ମୋର ଆଶା ଯେ ଆପଣଙ୍କ ଭାରତ ଗସ୍ତ ଷ୍ଟିଭେନ୍ ସ୍ମିଥଙ୍କ ବ୍ୟାଟିଂ ଭଳି ଅନ୍ୟ ଜଣେ ଅଷ୍ଟ୍ରେଲିଆ କ୍ୟାପଟେନ୍ ଭାବେ ଫଳପ୍ରଦ ହେବ ।

ଅଷ୍ଟ୍ରେଲିଆ ପ୍ରତିପକ୍ଷଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

October 30th, 02:45 pm

PM Narendra Modi telephoned Mr. Malcolm Turnbull, the Prime Minister of Australia & conveyed Diwali greetings. Prime Minister Modi also conveyed a sense of concern being felt in India over the recent brutal killing of Mr. Manmeet Alisher, a person of Indian origin, in Australia.

PM Modi meets Prime Minister of Australia, Mr. Malcolm Turnbull

September 04th, 11:16 am

PM Narendra Modi met Australian Prime Minister Malcolm Turnbull on the sidelines of G20 summit in China.

Day 1: PM meets leaders of BRICS Nations, attends G20 Summit in Antalya, Turkey

November 15th, 11:58 pm



Prime Minister Modi meets Australian Counterpart Malcolm Turnbull

November 15th, 10:55 pm



PM speaks to Australian PM Malcolm Turnbull

September 17th, 03:10 pm